Daily Archives

April 12, 2022

ୟୁଜିସି ଚେୟାରମ୍ୟାନଙ୍କ ବଡ ଘୋଷଣା । ଏଣିକି ବିଶ୍ୱବିଦ୍ୟାଳୟରେ ଏକାସାଙ୍ଗରେ ଦୁଇଟି ଡିଗ୍ରୀ କୋର୍ସ ପଢିପାରିବେ…

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ଏକାସାଙ୍ଗରେ ଦୁଇଟି ଡିଗ୍ରୀ କୋର୍ସ ନେଇ ପାଠ ପଢିପାରିବେ ଛାତ୍ରଛାତ୍ରୀ । ଏନେଇ ୟୁଜିସି ଅର୍ଥାତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବଡ ନିଷ୍ପତ୍ତି ନେଇଛି । ତେବେ ୟୁଜିସିର ଏହି ନିଷ୍ପତ୍ତି ଫଳରେ ଏବେ ଜଣେ…

ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ଘଟଣା: ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଗାଡ଼ି ଚାଳକ ଓ ସୁରକ୍ଷାକର୍ମୀଙ୍କୁ ଦିନ ଦ୍ୱିପହରରେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ କହିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ…

ନୀତିଶଙ୍କ ସଭାରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲା ବିହାର ମୁଖ୍ୟମନ୍ତ୍ରୀଙ୍କ ଜୀବନ । ଜଣଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ : ମଞ୍ଚ ନିକଟରେ ହେଲା ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଗଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମଙ୍ଗଳବାର ନାଳନ୍ଦାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଜନସଭାକୁ ଉଦବୋଧନ ଦେଉଥିବା ବେଳେ ବିସ୍ଫୋରଣ ହୋଇଛି । ନୀତିଶଙ୍କ ମଞ୍ଚ ଠାରୁ ମାତ୍ର ୫ ମିଟର ଦୂରରେ ଏହି ବିସ୍ଫୋରଣ…

ନିଃସଙ୍ଗତା ଦୂର କରିବ ରୋବୋଟ: ମନକଥା ବୁଝିବ, ଖୁସି ଆଣିଦେବ

କନକ ବ୍ୟୁରୋ: ନିସଙ୍ଗତା, ଏକଲାପଣ... ଆଜିକାଲି ମଣିଷ ଜୀବନର ଗୋଟେ ବଡ ଅବଶୋଷ । ବର୍ତ୍ତମାନ ସମୟରେ ପ୍ରାୟ ଅଧିକାଂଶ ଲୋକେ ନିସଙ୍ଗତାର ଶିକାର ହେଉଛନ୍ତି । ଅକାଳରେ ପରିବାର, ପ୍ରିୟଜନ ପରପାରିକୁ ଚାଲିଯିବା ପରେ ହେଉ କିମ୍ବା କେହି ପ୍ରେମରେ ଧୋକା ଖାଇବା ପରେ ଏକଲା ହୋଇଯାଏ । ଚାକିରି…

ମୋଦୀଙ୍କ ଶୁଭକାମନା ବାର୍ତ୍ତାର ଜବାବ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । କାଶ୍ମୀରକୁ ନେଇ ଶହବାଜ କହିଲେ ଏମିତି କଥା ।

କନକ ବ୍ୟୁରୋ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶହବାଜ ସରିଫ ଶପଥ ନେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ୱିଟର ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଆଉ ଏହାର ଜବାବ ଦେବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶହବାଜ । ଟ୍ୱିଟ୍ କରି ଶହବାଜ କହିଛନ୍ତି,…

ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ଏସପି: କହିଲେ, କଟୁରୀରେ ହାଣି ହତ୍ୟା କରିଛି ସାନଭାଇ

କନକ ବ୍ୟୁରୋ: ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ କଟକ ଗ୍ରାମାଞ୍ଚଳ ଏସପି । ଏସପି ଯୁଗଳ କିଶୋର କହିଲେ, ପାରିବାରିକ କଳହରୁ ମାହାଙ୍ଗାରେ ହତ୍ୟାକାଣ୍ଡ ହୋଇଛି । ବଡ ଭାଇ ପରିବାରକୁ ହାଣି ହତ୍ୟା କରିଛି ସାନଭାଇ । କଟୁରୀରେ ହାଣି ନୃଶଂସ ଭାବେ ହାଣି ସାନଭାଇ ହତ୍ୟା କରିଛି ।…