Daily Archives

April 11, 2022

କେମିତି ଟଙ୍କା ଲୁଟି ମାଲାମାଲ ହୁଅନ୍ତି ଯନ୍ତ୍ରୀ । ଗୋଟିଏ ସ୍ଥାନରେ ବର୍ଷ ବର୍ଷ ରହି ଚଳାଇଥାନ୍ତି ‘ପିସି’ ସାମ୍ରାଜ୍ୟ…

କନକ ବ୍ୟୁରୋ : କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତି ଠୁଳ କରି ଜେଲ ଯାଇଥିବା ଇଞ୍ଜିନିୟର କାର୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ପେଡି ଧିରେ ଧିରେ ଖୋଲିବାରେ ଲାଗିଛି । ହେଲେ, ସବୁଠୁ ବଡ ବିଡମ୍ବନାର ବିଷୟ ହେଉଛି, କାର୍ତିିକେଶ୍ୱରଙ୍କ ଏହି ଦୁର୍ନୀତି ପଛରେ ବଡ ବଡ ରାଜନେତାଙ୍କ ହାତ ଥିବା…

ଶସ୍ତା ହେବ କି ତେଲ ଦର? ଖୁବଶୀଘ୍ର ତେଲରୁ ହଟିପାରେ ଏକସାଇଜ୍ ଡ୍ୟୁଟି 

କନକ ବ୍ୟୁରୋ: କମି ପାରେ ପେଟ୍ରୋଲ, ଡିଜେଲ ଦର । ତେଲ ଦର କମ୍ କରିବା ନେଇ ଚାଲିଛି କେନ୍ଦ୍ର ସରକାରଙ୍କ ବିଚାର ବିମର୍ଷ । ଜାତୀୟ ଗଣମାଧ୍ୟମ ଅନୁସାରେ ତେଲରୁ ଏକ୍ସାଇଜ୍ ଡ୍ୟୁଟି ହଟାଇବା ପାଇଁ ପେଟ୍ରୋଲିଅମ୍ ମନ୍ତ୍ରାଳୟ ଓ ଅର୍ଥ ମନ୍ତ୍ରାଳୟ ମଧ୍ୟରେ ଚାଲିଛି ବିଚାର ବିମର୍ଷ । ଯଦି ଏପରି ହୁଏ…

ବିଗୁଡୁଚି ଶ୍ରୀଲଙ୍କାର ଆର୍ଥିକ ସଂକଟ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି ନେଇ ବଢିଲା ଜନତାଙ୍କ…

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଆର୍ଥିକ ପରିସ୍ଥିତି ଦିନକୁ ଦିନ ବିଗିଡିବାର ଲାଗିଛି । ହସ୍ପିଟାଲ ଗୁଡିକରେ ଅତ୍ୟାବଶ୍ୟକିୟ ଔଷଧର ଘୋର ଅଭାବ ଦେଖାଦେଇଛି । ଏହାରି ଭିତରେ ‘ଶ୍ରାଲଙ୍କା ମେଡିକାଲ ଆଶୋସିଏସନ’ କହିଛି ଯଦି ଏଭଳି ସମସ୍ୟା ଲାଗିରହେ ତେବେ ମୃତ୍ୟୁ ସଂଖ୍ୟା କୋଭିଡ ଠାରୁ ବି ଟପିପାରେ ।…

ନାବାଳକ ଆଥଲେଟଙ୍କୁ ଯୌନ ନିର୍ଯାତନା । ଅପମାନ ସହିନପାରି କଲେ ଆତ୍ମହତ୍ୟା ଉଦ୍ୟମ, ବନ୍ଧାହେଲେ ଅଭିଯୁକ୍ତ ।

କନକ ବ୍ୟୁରୋ : ନାବାଳକ ଆଥଲେଟଙ୍କୁ ଯୌନ ନିର୍ଯାତନା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଷ୍ଟେଟ ଆଥଲେଟିକ୍ ମିଟରେ ଭାଗନେବାକୁ ଆସିଥିବା ବେଳେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି । ଲଙ୍ଗ୍ ଜମ୍ପ ଇଭେଂଟରେ ଅସଫଳ…

ଧାରଣାରେ ବସିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ: ତାଙ୍କ ରାଜ୍ୟ ଚାଷୀଙ୍କ ଠାରୁ କେନ୍ଦ୍ର ଧାନ କିଣନ୍ତୁ ବୋଲି ଦାବି କଲେ…

କନକ ବ୍ୟୁରୋ: ତେଲେଙ୍ଗାନାର ଚାଷି ମାନଙ୍କ ଠାରୁ ଧାନ କିଣନ୍ତୁ କେନ୍ଦ୍ର ସରକାରା । ରାଜଧାନୀ ଦିଲ୍ଲୀରେ ଚାଷିଙ୍କ ଠାରୁ ଧାନ କିଣା ପ୍ରସଙ୍ଗକୁ ନେଇ ଧାରଣାରେ ବସିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ । ଶ୍ରୀ ରାଓ କେନ୍ଦ୍ର ସରକାରଙ୍କୁ ୨୪ ଘଂଟାଂର ସମୟ ଦେଇ କହିଛନ୍ତି,…

୨୦୨୪ରେ ନିର୍ବାଚନ ଲଢିବେନି କି ସିନିୟର ? ପୁଅଙ୍କ ପାଇଁ  ବାଟ ଛାଡିପାରନ୍ତି ବୟସ୍କ ନେତା । 

କନକ ବ୍ୟୁରୋ : ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ଏବେ ୨୦୨୪ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ନଜର । କିନ୍ତୁ ନିର୍ବାଚନକୁ ଆହୁରି ଦୁଇ ବର୍ଷ ଥିବାରୁ, ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି, ନେତାମାନେ ସେମାନଙ୍କ ପୁଅ ମାନଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ସାମ୍ନାକୁ ଆସିଛି ।…