Daily Archives

April 11, 2022

ପୁଣି ଜେଏନୟୁ କ୍ୟାମ୍ପସରେ ଛାତ୍ର ହିଂସା: ରାମନବମୀ ଅବସରରେ ଆମିଷ ଖାଦ୍ୟକୁ ନେଇ ମୁହାଁମୁହିଁ ହେଲେ ଛାତ୍ର ଗୋଷ୍ଠୀ 

କନକ ବ୍ୟୁରୋ: ପୁଣିଥରେ ଜେଏନୟୁ କ୍ୟାମ୍ପସ୍ରେ ହଙ୍ଗାମା । ଭାରତର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜୱାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ଆସିଛି ଛାତ୍ର ହିଂସାର ଆଉ ଏକ ଅଭିଯୋଗଗ । ରବିବାର ରାମନବମୀ ଅବସରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାରପିଟ୍ ମଧ୍ୟ ହୋଇଥିଲା ।…

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଭର୍ଚୁଆଲ ମୋଡରେ ଯୋଗ ଦେଲେ କେନ୍ଦ୍ର…

କନକ ବ୍ୟୁରୋ : ମେଡିକାଲ କଲେଜର ପ୍ରତିଷ୍ଠାର ଶ୍ରେୟକୁ ନେଇ ବିବାଦ ଭିତରେ ପୁରୀରେ ଆଜି ଉଦଘାଟିତ ହୋଇଯାଇଛି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ । ୨୫ ଏକର ଜାଗାରେ ନିର୍ମିତ ଏହି ମେଡିକାଲ କଲେଜର ଶୁଭାରମ୍ଭ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ବଡ କଥା ହେଉଛି,…

କିଏ ନେବେ ନିରଞ୍ଜନଙ୍କ ସ୍ଥାନ ? ଖୁବଶୀଘ୍ର ହେବାକୁ ଯାଉଛି ପିସିସି ପରିବର୍ତ୍ତନ ।

କନକ ବ୍ୟୁରୋ : ଦୁଇ ଦୁଇଟି ନିର୍ବାଚନରେ ତଳିତଳାନ୍ତ ହୋଇଯାଇଥିବା କଂଗ୍ରେସ ଜାତୀୟ ସ୍ତରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦୁର୍ବଳ ହେଉଥିବା କଂଗ୍ରେସ ଦିଲ୍ଳୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଏବେ ନିଜର ପରିଚୟ ପାଇଁ ସଂଘର୍ଷ କରୁଛି । କିନ୍ତୁ ଏହାରି ଭିତରେ ପଞ୍ଜାବ, ଉତ୍ତରାଖଣ୍ଡ, ପରେ ଓଡିଶାରେ…

ଆକାଶରେ ଅଘଟଣ: ୨ ରୋପ ୱେ ଧକ୍କାରେ ୨ ମୃତ, ଏବେ ବି ଫସିଛନ୍ତି ପର୍ଯ୍ୟଟକ 

କନକ ବ୍ୟୁରୋ: ରୋପ ୱେ ଦୁର୍ଘଟଣା ଘଟି ଝାରଖଣ୍ଡରେ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ବହୁ ଲୋକ ଆହତ ହୋଇଥିବା ବେଳେ ପ୍ରାୟ ୫୦ ଜଣ ପର୍ଯ୍ୟଟକ ଫସି ରହିଛନ୍ତି । ଝାରଖଣ୍ଡର ଦେଓଘର ଜିଲ୍ଲାର ବୈଦ୍ୟନାଥ ମନ୍ଦିର ନିକଟରେ ଥିବା ଟ୍ରିକୁଟ ପାହାଡରେ ପର୍ଯ୍ୟଟକଙ୍କ ପାଇଁ ଥିବା ରୋପ ୱେରେ ରହିଛି…

ପାକିସ୍ତାନରେ ଆଜିଠାରୁ ଆରମ୍ଭ ହେବ‘ଶହବାଜ ଯୁଗ’ । ଭାରତକୁ ନେଇ ପୂର୍ବରୁ ଦେଇଛନ୍ତି ସାଂଘାତିକ ବୟାନ, ଇମ୍ରାନଙ୍କ ଠାରୁ…

କନକ ବ୍ୟୁରୋ : ଆମ ରକ୍ତ ଗରମ ହୋଇ ଉଠୁଛି, କାଶ୍ମୀରକୁ ଆମେ ପାକିସ୍ତାନ ସହ ମିଶାଇବୁ ନିଶ୍ଚୟ । ଏଭଳି ବୟାନ କେଉଁ ଦେଶରୁ ଆସିଥିବ ତାହା ତ ଆପଣ ଜାଣିଥିବେ । କିନ୍ତୁ କିଏ ଏଭଳି ବୟାନ ଦେଇଥିଲେ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଇମ୍ରାନ ସରକାର ଗାଦିଚ୍ୟୁତ ହେବା ପରେ ଏବେ ପାକିସ୍ତାନର ନୂଆ…

୨୦୨୪ ନିର୍ବାଚନରେ ପୁଅଙ୍କୁ ବାଟ ଛାଡ଼ିବେ ବୟସ୍କ ନେତା: ବିଜେଡ଼ି ନେତା ପ୍ରଫୁଲ୍ଲ ସାମଲ କହିଲେ ଏମିତି କଥା

କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ପୁଅଙ୍କୁ ବାଟ ଛାଡ଼ିବେ କି ନେତା । ଏନେଇ ବିଜେଡି ଉପସଭାପତି ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଏହି ବୟାନରେ ସେ ବିଜେଡ଼ିର ବରିଷ୍ଠ ତଥା ବୟସ୍କ ନେତାଙ୍କୁ ଆହ୍ୱାନ ଦେଇ କହିଛନ୍ତି ଆମ ପରିକା ଯାହାର ବୟସ ହୋଇଗଲାଣି ସେମାନେ…