Daily Archives

April 10, 2022

ଧରାପଡ଼ିଲା ସହକାରୀ ଯନ୍ତ୍ରୀ କାର୍ତିକେଶ୍ୱର ରାଉଳଙ୍କ କଳା କାରନାମା: ମିଛ ବିଲ୍ କରି ଉଠା ଯାଉଥିଲା ଟଙ୍କା, ବାସ୍ତବରେ…

କନକ ବ୍ୟୁରୋ: କ୍ଷୁଦ୍ର ଜଳସେଚନ ବିଭାଗରେ କାମ କରୁଥିବା ଭଞ୍ଜନଗରର ସହକାରୀ ଯନ୍ତ୍ରୀ  କାର୍ତ୍ତିକେଶ୍ୱର ରାଉଳଙ୍କୁ ଯେତେବେଳେ ଭିଜିଲାନ୍ସ ଗିରଫ କଲା , ତାଙ୍କ ଘରେ ରଖାଯାଇଥିବା ଟଙ୍କା ଦେଖି ଭିଜିଲାନ୍ସ ଅଧିକରୀମାନେ କାବା ହୋଇଗଲେ । ଆଉ ସେହି ଦୃଶ୍ୟ ଟିଭି ଓ ଖବରକାଗଜରେ ଦେଖିବା ପରେ…

କାହିଁକି ଗଛରେ ଝୁଲିପଡିଲେ ୩ ଜଣ ଝିଅ? ଘଟଣା ପଛରେ ସାମାଜିକ ବାସନ୍ଦର ଭୟ ନା ଆଉ କିଛିି କାରଣ?

କନକ ବ୍ୟୁରୋ: ନବରଙ୍ଗପୁର ଉମରକୋଟ ତୋହରା ଗାଁର ୩ଜଣ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ସତରେ ହୃଦୟବିଦାରକ । ଶନିବାର ରାତିରେ ହଠାତ ୩ ଜଣ ଝିଅଙ୍କ ମୃତଦେହ ଏକ ଗଛରେ ଝୁଲୁଥିବାର ଖବର ପ୍ରଚାରିତ ହୋଇଗଲା, ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ସ୍ଥାନୀୟ ଅଂଚଳରେ ଏହି ଘଟଣା ଚାଚଲ୍ୟ ଖେଳାଇଦେଇଥିଲା ।…

ମହାନଦୀରେ ଗାଧୋଇବା ହେଲା କାଳ: ଗୁରୁତର ଅବସ୍ଥାରେ ଉଦ୍ଧାର ନାବାଳକଙ୍କର ମୃତ୍ୟୁ, ଏବେ ବି ଦୁଇ ନିଖୋଜ

କନକ ବ୍ୟୁରୋ: ମହାନଦୀରେ ବୁଡ଼ି ଜଣେ ମୃତ, ଦୁଇ ନିଖୋଜ । କଟକ ଯୋବ୍ରା ନିକଟସ୍ଥ ମହାନଦୀରେ ଘଟିଛି ଏହି ବଡ଼ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଗଲେ ତିନି ନାବାଳକ । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ହେଲେ ଏବେବି ୨ ଜଣ ନିଖୋଜ ଅଛନ୍ତି । ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ…

ବଡ଼ ବଡ଼ ଦାମି କାରରେ ହେଉଛି ବେଆଇନ ଗଞ୍ଜେଇ କାରବାର । କାର ସହ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ କଲା ପୋଲିସ ।

କନକ ବ୍ୟୁରୋ : ବଡ ବଡ ଦାମୀ ଗାଡିରେ ହେଉଛି ବେଆଇନ ଗଞ୍ଜେଇ କାରବାର । ସ୍କରପିଓରୁ ଜବତ ହେଲା ଶହେ ୨୦ କିଲୋ ଗଞ୍ଜେଇ । ରାୟଗଡ଼ା ମୁନିଗୁଡ଼ା ପୋଲିସ ଗଞ୍ଜେଇ ସହ ଗାଡିକୁ ଜବତ କରିଛି । ଗତକାଲି ରାତିରେ ସ୍କରପିଓ କାର କୁଟୟାଗଡ଼ ଛକ ନିକଟରେ ଜଣେ ଯୁବକଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଆସୁଥିବା ନେଇ…

ଚୈତ୍ର ମାସର ପ୍ରଚଣ୍ଡ ଖରାରେ ତଳେ ଗଡୁଛନ୍ତି ମାନସିକଧାରୀ । ଗଞ୍ଜାମରେ ଗାଁ ଠୁ ସହର ସବୁଠି ପାଳନ ହେଉଛି ଦଣ୍ଡ ଯାତ୍ରା…

କନକ ବ୍ୟୁରୋ : ଶହ ଶହ ବର୍ଷ ଧରି ପାଳିତ ହୋଇଆସୁଛି ଗଞ୍ଜାମ ଜିଲ୍ଳାରେ ଦଣ୍ଡଯାତ୍ରା । ମାନସିକଧାରୀ ମାନେ ଶରୀରକୁ କଷ୍ଟ ଦେଇ ଇଶ୍ୱର ପ୍ରାପ୍ତି ହେବାର ବିଶ୍ୱାସ ଏଥିରେ ସାମିଲ ହୋଇଥାନ୍ତି । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଦଣ୍ଡୁଆ । ଦଣ୍ଡୁଆମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜ ଶରୀରକୁ…

କ୍ରିକେଟ ବଲର ଓଜନ କେତେ? ଜାଣନ୍ତୁ, ବଲ ସହ ଜଡିତ କିଛି ରୋଚକ ନିୟମ

କନକ ବ୍ୟୁରୋ: ଦୁନିଆର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ । ବିଶ୍ୱରେ କ୍ରିକେଟର ଅନେକ ପ୍ରଶଂସକ ରହିଛନ୍ତି । କ୍ରିକେଟକୁ ବନ୍ଧୁତାର ଖେଳ ମଧ୍ୟ କୁହାଯାଏ । କ୍ରିକେଟ ଖେଳିବା ପାଇଁ ଅନେକ ନିୟମ ରହିଥାଏ । କ୍ରିକେଟର ଏହି ସବୁ ନିୟମକୁ ମେରିଲବୋନ କ୍ରିକେଟ କ୍ଲବ ଦ୍ୱାରା କରାଯାଇଛି ।…