Daily Archives

April 8, 2022

ଏପ୍ରିଲ ୧୦ତାରିଖରୁ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ୍ । ଘରୋଇ ଟିକା କେନ୍ଦ୍ରରେ ଟଙ୍କା ଦେଇ ନେଇପାରିବେ ତୃତୀୟ ଡୋଜ୍…

କନକ ବ୍ୟୁରୋ : ଏବେ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କ ନେଇପାରିବେ ବୁଷ୍ଟର ଡୋଜ୍ । ଏପ୍ରିଲ ୧୦ ଅର୍ଥାତ୍ ରବିବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଘରୋଇ ଟିକାକେନ୍ଦ୍ରରେ ମିଳିବ ବୁଷ୍ଟର ଡୋଜ୍, ହେଲେ ଏହା ମାଗଣାରେ ମିଳିବ ନାହିଁ । ଯେଉଁମାନେ ୧୮ ବର୍ଷରୁ ଉଦ୍ଧ୍ୱର୍ ହୋଇଥିବେ ଏବଂ ଦ୍ୱିତୀୟ…

ୟୁକ୍ରେନର ରେଳ ଷ୍ଟେସନରେ ରୁଷିଆର ମିଜାଇଲ୍ ମାଡ଼ । ୩୦ ମୃତ, ଶହେରୁ ଅଧିକ ଆହତ

କନକ ବ୍ୟୁରୋ : ରୁଷ- ୟୁକ୍ରେନ ଭିତରେ ଯୁଦ୍ଧକୁ ୪୧ ଦିନ ହୋଇ ସାରିଲାଣି । ଦୁଇ ଦେଶ ମଧ୍ୟରେ ଏବେ ବି ଶାନ୍ତି ପ୍ରତିଷ୍ଠା ପାଇଁ ବୁଝାମଣା ହୋଇ ପାରୁନାହିଁ । ରାଜଧାନୀ କିଭ୍ ଓ ଏହାର ଆଖପାଖ ଅଞ୍ଚଳରୁ ରୁଷୀୟ ସେନା ପଛକୁ ହଟିଛନ୍ତି ସତ ହେଲେ ୟୁକ୍ରେନ ଉପରେ ଆକ୍ରମଣ କରିବା ବନ୍ଦ ହୋଇ ନାହିଁ ।…

ପିସି ନଦେଲେ କାମ ବନ୍ଦ । ଦୁର୍ନୀତିର ଗନ୍ତାଘର ପାଲଟିଛି ଉପାନ୍ତ ଅଂଚଳ । ମାଲାମାଲ ଯନ୍ତ୍ରୀ ଓ ସରକାରୀ ଅଧିକାରୀ ।

କନକ ବ୍ୟୁରୋ : ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଆସୁଥିବା ଶହ ଶହ କୋଟି ଟଙ୍କାର କାର୍ଯ୍ୟରେ ପିସି କାରବାର କିଛି ଏଭଳି ମାତ୍ରାରେ ବଢ଼ିଯାଉଛି ଯେ, ଯନ୍ତ୍ରୀଙ୍କ ନିକଟରୁ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ମିଳୁଛି । କୁହାଯାଉଛି, ସହରରେ ରହିବା ବଦଳରେ ଅଧିକାରୀ ଉପାନ୍ତ…

ପାକିସ୍ତାନ ରାଜନୀତିରେ ଘଡିକେ ଛୁଟୁଛି ଘୋଡା । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଲେ, ଖାରଜ କରାଯାଇପାରିବନି…

କନକ ବ୍ୟୁରୋ: ଇମ୍ରାନ ଖାନ୍ ରାଜନୀତିରେ ଦୀର୍ଘ ୨୨ବର୍ଷର ସଂଘର୍ଷ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ବନିଥିଲେ । କିନ୍ତୁ ତାଙ୍କ କ୍ଷେତ୍ରରେ ମଧ୍ୟ ଗତ ୭୫ବର୍ଷ ଇତିହାସର ପୁନରାବୃତ୍ତି ଘଟିବାକୁ ଯାଉଛି । ପାକିସ୍ତାନରେ ଆଜି ଯାଏଁ ଜଣେ ହେଲେ ପ୍ରଧାନମନ୍ତ୍ରୀ ନିଜର ୫ବର୍ଷର କାର୍ଯ୍ୟକାଳ ପୂରଣ…

ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥିକ ସଙ୍କଟ । ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀଙ୍କ ଧମକ

କନକ ବ୍ୟୁରୋ: ଶ୍ରୀଲଙ୍କାର ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ଠାରୁ ଋଣ କରିବାକୁ ଯୋଜନା କରୁଛି ଶ୍ରୀଲଙ୍କା । ସେପଟେ ରାଜପକ୍ଷେ ସରକାର କାର୍ଯ୍ୟକାଳରେ ଅନେକ ଅର୍ଥ ହେର ଫେର ହେଇଥିବା ଅଭିଯୋଗ…

ବିନା କାର୍ଡରେ ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ । ରିଜର୍ଭ ବ୍ୟାଙ୍କର ବଡ ଘୋଷଣା ।

କନକ ବ୍ୟୁରୋ : ଏବେ ଏଟିଏମରୁ ଟଙ୍କା ଉଠାଣ ସହଜ ହେବ । ଆଉ ଏଟିଏମ୍ କାର୍ଡ ବ୍ୟବହାର ନକରି ୟୁପିଆଇ ମାଧ୍ୟମରେ ଟଙ୍କା ଉଠାଇ ହେବ । ପୂର୍ବରୁ କିଛି ବ୍ୟାଙ୍କ ପକ୍ଷରୁ ଏହି ବ୍ୟବସ୍ଥା ଉପଲବ୍ଧ ହେଉଥିବା ବେଳେ ଏବେ ସାରା ଦେଶରେ ସବୁ ଏଟିଏମରେ ଏଭଳି ସୁବିଧା ମିଳିବ । ଏନେଇ ପ୍ରକ୍ରିୟା ଆରମ୍ଭ…