Daily Archives

April 4, 2022

ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଥାନାରେ ଏତଲା ପରେ ଜଣେ ଚିହ୍ନଟ । ଅନ୍ୟମାନଙ୍କୁ ଚିହ୍ନଟ ପାଇଁ ଏବେ ବି…

କନକ ବ୍ୟୁରୋ : ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଥାନାରେ ଏତଲା ପରେ ଜଣେ ଚିହ୍ନଟ । ସିସିଟିଭି ଯାଞ୍ଚରୁ ଜଣଙ୍କୁ ଚିହ୍ନଟ କଲା ପୋଲିସ । ସୁଆର ମହାସୁଆର ସଭାପତିଙ୍କ ଉପସ୍ଥିତିରେ ଚାଲିଛି ସିସିଟିଭି ଯାଞ୍ଚ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏନେଇ ଏତଲା ଦିଆଯିବା…

୩ ଲକ୍ଷ ଟଙ୍କାରେ ଦେଶର ସବୁଠୁ ଶସ୍ତା ଇଲେକ୍ଟ୍ରିକ୍ ଗାଡି ପ୍ରସ୍ତୁତ କରିବ ମହିନ୍ଦ୍ରା । ମିଳିବ ଦମଦାର ଫିଚର୍ସ ।

କନକ ବ୍ୟୁରୋ: ଭାରତରେ ଇଲେକ୍ଟ୍ରିକ୍ ଗାଡିର କ୍ରେଜ୍ ବଢିବାରେ ଲାଗିଛି । ଏବେ କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କୁ ଇଭିରେ ଭଲ ବିକଳ୍ପ ଦେବାକୁ ଆଗେଇଛନ୍ତି । ବଡ ଗାଡି ନିର୍ମାତା କମ୍ପାନୀମାନେ ମଧ୍ୟ ଇଭି ଆଡେ ମୁହାଁଇଛନ୍ତି । ଏବେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଇଲେକ୍ଟ୍ରିକ୍ ଗାଡି ପ୍ରସ୍ତୁତ…

ପୁଣି ଆନ୍ଧ୍ରର ନୂଆ ଚାଲ୍ । ନୂଆ ଜିଲ୍ଲା ମାନ୍ୟମର ଘୋଷଣା କଲେ ଜଗନମୋହନ ସରକାର, କୋଟିଆକୁ କବଜା କରିବାକୁ ଏବେ ଆନ୍ଧ୍ର…

କନକ ବ୍ୟୁରୋ : କୋରାପୁଟ ପଟାଙ୍ଗି ବ୍ଲକ  କୋଟିଆ ଗ୍ରାମପୁଞ୍ଜଙ୍କୁ ଓଡିଶା-ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଛି ।  ସମସ୍ୟାର ସମାଧାନ ଏଯାଏଁ ବାହାରିପାରୁନାହିଁ । ଏହାରି ମଧ୍ୟରେ ଆନ୍ଧ୍ରର ଏକ ଘୋଷଣା ଦୁଇ ରାଜ୍ୟ ମଧ୍ୟରେ ବିବାଦ ବଢାଇବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।  ଆନ୍ଧ୍ରରେ ବର୍ତମାନ…

ପୁଣି ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର । ଶ୍ରୀମନ୍ଦିରର ୧୦୦ ମିଟର ଭିତରେ କାମ ବନ୍ଦ ପାଇଁ ଦିଆଯାଇଥିଲା…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପରିକ୍ରମା ପ୍ରକଳ୍ପ ନିର୍ମାଣ କରୁଥିବା ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କମ୍ପାନୀ ‘ଓବିସିସି’କୁ ଏଏସଆଇ ଲେଖିଥିବା ଏକ ଚିଠିକୁ ଟ୍ୱିଟ୍ କରି…

ଶୋଷରେ ଛଟପଟ ପଶୁଙ୍କ ପାଇଁ ବିକଳ ପୋଲିସ ବାବୁଙ୍କ ମନ । ବାହାବା କରୁଛି ସାରା ଦେଶ ।

କନକ ବ୍ୟୁରୋ: କଷ୍ଟ ହେଲେ ପାଟି ଖୋଲି ମଣିଷ ସିନା ସବୁ କହିଦେଇପାରେ  ।ହେଲେ ନିରୀହ ପଶୁ ପକ୍ଷୀଙ୍କ ପାଇଁ କିଏ ବା ଅଛି । ସୃଷ୍ଟିର ଏହି ସରଳ ପ୍ରାଣୀଙ୍କ ମନ ବୁଝିବାକୁ କିଏ ବା ଅଛି? ଆଉ କେତେ ଜଣ ମଣିଷ ବା ଏମାନଙ୍କ ମନ କଥା ବୁଝନ୍ତି? କେତେଜଣ ଏମାନଙ୍କ ଯନ୍ତ୍ରଣା ଦୂର କରନ୍ତି? ନିଜ…

ମଝି ଆକାଶରେ ବନ୍ଦ ହୋଇଯାଇଥିଲା ବିମାନର ଇଞ୍ଜିନ, କିଛି ଏମିତି ଢଙ୍ଗରେ ଷ୍ଟାର୍ଟ କରିଦେଲେ ପାଇଲଟ । ଭିଡ଼ିଓ ଦେଖିଲେ ଆପଣ…

କନକ ବ୍ୟୁରୋ :  ବେଳେ ବେଳେ ଦେଶୀ ଯୋଗାଡ ବହୁତ ବଡ ସମସ୍ୟାରୁ ରକ୍ଷା କରିଥାଏ । ହଁ ଏଥିରେ ବିପଦ ରହିଥାଏ ନିଶ୍ଚୟ କିନ୍ତୁ ଅନେକ କ୍ଷେତ୍ରରେ ଦେଶୀ ଯୋଗାଡ ମାଧ୍ୟମରେ ଜୀବନ ବଞ୍ଚି ଯାଇଥାଏ । ଯେଉଁଠି ସବୁ ରାସ୍ତା ବନ୍ଦ ହୋଇଯାଇଥାଏ ସେଠାରେ ଦେଶୀ ଯୋଗାଡ ବଡ ବିକଳ୍ପ ସାଜି ଉଭା ହୋଇଥାଏ । ଆଉ…