Daily Archives

April 2, 2022

ପଞ୍ଜାବ ପରେ ଆପ୍ ଫୋକସରେ ମୋଦୀ-ଶାହାଙ୍କ ଗଡ ଗୁଜରାଟ । କେଜ୍ରିୱାଲ କହିଲେ ପଞ୍ଜାବ ପରି ଥରେ ଦିଅନ୍ତୁ ଆପକୁ ସମର୍ଥନ ।

କନକ ବ୍ୟୁରୋ : ପଞ୍ଜାବ ପରେ ଆପ୍ ଫୋକସରେ ମୋଦୀ-ଶାହଙ୍କ ଗଡ ଗୁଜରାଟ । ଦୁଇ ଦିନିଆ ଗୁଜରାଟ ଗସ୍ତରେ ଦିଲ୍ଲୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ । ବର୍ଷ ଶେଷରେ ପଡିବ ଗୁଜରାଟ ବିଧାନସଭା ପାଇଁ ଭୋଟ । ଏହା ପୂର୍ବରୁ ମାନ୍ ଏବଂ କେଜ୍ରିୱାଲ ଗୁଜରାଟ ଗସ୍ତ କରି ଦଳକୁ ମଜବୁତ କରିବାକୁ ପ୍ରୟାସ କରିଛନ୍ତି…

ରବିବାର ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା । ଗାଦି ରହିବ ନା ହାତରୁ ଖସିଯିବ ?

କନକ ବ୍ୟୁରୋ : ଆସନ୍ତାକାଲି ଅନାସ୍ଥା ଭୋଟର ସାମ୍ନା କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହା ପୂର୍ବରୁ ଆଜି ପୁଣିଥରେ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରିଛନ୍ତି, ଯଦି ବିରୋଧୀ ଦଳ ନେତା ଶାହବାଜ ପ୍ରଧାନମନ୍ତ୍ରୀ ହେବେ ତାହେଲେ ସେ ଆମେରିକାର ଗୋଲାମି କରିବେ । ସେହିପରି…

ବେଆଇନ ଇଟାଭାଟି ବନ୍ଦ ପାଇଁ ବାରମ୍ବାର ଦାବି ପରେ ବି ଶୁଣିଲେନି ତହସିଲଦାର । ତାତିଲେ ଚାଷୀ, ଅଫିସ ଭିତରେ ଠେଲାପେଲା

କନକ ବ୍ୟୁରୋ: ତହସିଲଦାରଙ୍କୁ ଆକ୍ରମଣ । ଚାଷୀଙ୍କ ଆକ୍ରୋଶର ଶିକାର ହେଲେ ତହସିଲଦାର । ବେଆଇନ୍ ଇଟାଭାଟି ବନ୍ଦ କରିବା ଦାବିରେ ତହସିଲଦାର ଅଫିସ୍ ଭିତରେ ପଶି ତହସିଲଦାରଙ୍କୁ ଆକ୍ରମଣ କଲେ ଚାଷୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଖବର ।…

ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି । ବିଗୁଡୁଛି ସ୍ଥିତି, ସବୁଠି ହିଂସାର ନିଆଁ । ଜଳୁନି ବିଜୁଳି, ମହମବତୀ ଗାଏବ, ମିଳୁନି…

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତିକୁ ବିରୋଧ କରି ସରକାର ବିରୋଧରେ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସ୍ଥିତି ହିଂସାମୁହାଁ ହେଉଥିବାରୁ ଜରୁରୀକାଳୀନ ଭିତିରେ ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଛନ୍ତି ରାଷ୍ଟ୍ରପତି ରାଜପକ୍ଷେ । ହିଂସା ରୋକିବାକୁ ସେନା ମୁତୟନ ହୋଇଛନ୍ତି । ଦରଦାମ…

କଂଗ୍ରେସ ରାସ୍ତାରେ ଯାଉନି ତ ବିଜେପି । ଦିଲ୍ଲୀକୁ ତୁହାକୁ ତୁହା ଦୌଡୁଛନ୍ତି ରାଜ୍ୟ ବିଜେପି ନେତା

କନକ ବ୍ୟୁରୋ: ରାଜ୍ୟ ବିଜେପିରେ ସବୁ କିଛି ଠିକ୍ ନଥିବା ସଙ୍କେତ ମିଳୁଛି । ପ୍ରଥମେ ପଦାଧିକାରୀ ଆଉ ଏବେ ବିଧାୟକ ଦଳଙ୍କ ଅଲଗା ଅଲଗା ଦିଲ୍ଲୀ ଗସ୍ତ ଦଳ ଭିତରେ ଚର୍ଚ୍ଚା ବଢାଇଛି । ପଞ୍ଚାୟତ ଓ ପୌରରେ ବିପର୍ଯ୍ୟୟକୁ ନେଇ ଦଳୀୟ ନେତା ରଖିଥିବା ବକ୍ତବ୍ୟ ବିରୋଧରେ ଅସନ୍ତୋଷ ବଢୁଛି କି? ଯାହାକୁ…

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ କିଏ କହୁଛି ସତ? ସଂସଦରେ ଅପରାଜିତାଙ୍କ ସହ ମୁହାଁମୁହିଁ ପରେ ପୁରୀ ସାଂସଦ…

କନକ ବ୍ୟୁରୋ: ସଂସଦରେ ପୁରୀ ଐତିହ୍ୟ କରିଡର ପ୍ରସଙ୍ଗ ଉଠିବା ପରେ କିଏ କହୁଛି ସତ ତାକୁ ନେଇ ଚର୍ଚ୍ଚା । ପିନାକୀ ମିଶ୍ର ସଂସଦରେ ଭୁଲ ତଥ୍ୟ ଦେଇଥିବା ନେଇ କିଛି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିଜେ ପୁରୀ ସାଂସଦ । ଏଏସଆଇ ଓ ଏନଏମଏର ଅନୁମୋଦନ କ୍ରମେ କାର୍ଯ୍ୟ…