Daily Archives

March 23, 2022

ନିର୍ବାଚନରେ ହାରିବା ପରେ ଟାହିଟାପରା । ସ୍ୱାମୀଙ୍କ ଆତ୍ମହତ୍ୟା, ଦଶାହରେ ଆଖିବୁଜିଦେଲେ ପତ୍ନୀ

କନକ ବ୍ୟୁରୋ : ନିର୍ବାଚନରେ ହାରିବା ପରେ ଅସହ୍ୟ ହେଲା ଟାହିଟାପରା । ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଦେବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରୁ ଏଭଳି ଦୁଃଖଦ ଖବର ସାମ୍ନାକୁ…

କମେଣ୍ଟମରାରୁ ସାଂଘାତିକ ପରିଣତି । ଦୁଇ ଗୋଷ୍ଠୀ ମୁହାଁମୁହିଁ, ୪ ଜଣଙ୍କୁ ନୃଶଂସ ହତ୍ୟା

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବୀଭତ୍ସ ହତ୍ୟାକାଣ୍ଡ । ଶେରଗଡ ଥାନା ନରେନ୍ଦ୍ରପୁରରେ କମେଣ୍ଟମରାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଛି ଏବଂ ୪ଜଣଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ପରେ ଗଂଜାମ ହିଞ୍ଜିଳିରେ ପ୍ରବଳ ଉତ୍ତେଜନା…

ଗୋଟିଏ ଗାଡି ଦୁଇଟି ନମ୍ବର । କେମିତି ବଦଳିଗଲା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ନମ୍ବର?

କନକ ବ୍ୟୁରୋ : ବାଣପୁର ପଲଟଣ ପଡିଆରେ ଲୋକଙ୍କ ଉପରେ ଚିଲିକା ବିଧାୟକ ଗାଡି ଚଢାଇ ଦେବା ଘଟଣାରେ ଗାଡିକୁ ନେଇ ବଢିଚାଲିଛି ବିବାଦ । ଘଟଣା ବେଳେ ବିଧାୟକ ଲ୍ୟାଣ୍ଡରୋଭର ଗାଡି ଚଳାଉଥିବା ବେଳେ ପୋଲିସର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଭିନ୍ନ ଗାଡିର ନମ୍ବର ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି…

ଆସନ୍ତାକାଲି ପଡିବ ପୌରାଞ୍ଚଳ ଭୋଟ । ନେତା ବାଛିବେ ସହରୀ ଭୋଟର

କନକ ବ୍ୟୁରୋ: ଆସନ୍ତାକାଲି ପଡିବ ପୌରାଞ୍ଚଳ ଭୋଟ । ରାଜ୍ୟର ୫୯ ଏନଏସି. ୪୭ଟି ମ୍ୟୁନିସିପାଲିଟି ଓ ୩ଟି ମହାନଗର ନିଗମରେ ପୌର ନିର୍ବାଚନ ହେବାକୁ ଯାଉଛି । ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ ହେବ । ଏଥିପାଇଁ ରାଜ୍ୟ…

ପୌର ଭୋଟ୍ ପଡିବା ପୂର୍ବରୁ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା…

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ପ୍ରଚାର ସରିବା ପରେ ଆରମ୍ଭ ହୋଇଛି ଅନ୍ଧାରୀବିଜେ । ଭୋଟ ହାତେଇବାକୁ ଭୋଟରଙ୍କୁ ଟଙ୍କା ବାଣ୍ଟିଲେ ରାଜନୈତିକ ଦଳ । ଟଙ୍କାବଣ୍ଟାକୁ ନେଇ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ମୁଖପାତ୍ର ସୁଲତା ଦେଓଙ୍କ ମଧ୍ୟରେ ହୋଇଛି ଟ୍ୱିଟର ୱାର । ବିଜେଡି ନେତା…

ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ । କହିଲେ ଦୋଷୀଙ୍କ ବିରୋଧରେ ହେଉ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାକୁ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଶ୍ଚିମବଙ୍ଗର ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ ଅବସରର ବୀରଭୂମ ହିଂସାକାଣ୍ଡକୁ ନେଇ ମୋଦୀ କହିଛନ୍ତି, ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ । ଭିଡିଓ କନଫରେନସିଂ…