Daily Archives

March 23, 2022

ଫେରାର ପୂର୍ବରୁ ଶାଶୁଘରେ ଥିଲେ ଶର୍ମିଷ୍ଠା । ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଟିଂ ବାହାନାରେ ଲୁଚିଥିଲେ ୨ ଦିନ । ଶାଶୁ…

କନକ ବ୍ୟୁରୋ: ମାନସ ହତ୍ୟାକାଣ୍ଡରେ ଗିରଫ ସୁନିଶ୍ଚିତ ବୋଲି ଜାଣିବା ପରେ, ପର କରିଦେଇଥିବା ନିଜ ଶାଶୁଘରେ ଆତ୍ମଗୋପନ କରିଥିଲେ ଧ୍ରୁତ ଶର୍ମିଷ୍ଠା । ବିପଦରେ ପଡିବା ପରେ ୪ବର୍ଷ ହେଲା କୌଣସି ଯୋଗାଯୋଗ ରଖିନଥିବା ଯାଜପୁର କାଳିଆପାଣିର ନିଜ ଶାଶୁଘରକୁ ସହଯୋଗୀ ଝୁନା ଭୋଇଙ୍କ ସହ ଯାଇ ୪ ଦିନ…

ଶେଷ ହେବ ଶର୍ମିଷ୍ଠାଙ୍କ ଲୁଚକାଳି, କ୍ରାଇମବ୍ରାଞ୍ଚ ହାତକୁ ଗଲା ମାନସ ସ୍ୱାଇଁ ହତ୍ୟା ମାମଲା । ୨ଟି ଟିମ୍ ଗଠନ କରି…

କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା ରାଉତକୁ ଧରିବ କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶ ପରେ ହତ୍ୟାର ତଦନ୍ତ ଭାର ନେବା ସହ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରିଛି ତଦନ୍ତକାରୀ ସଂସ୍ଥା । ଅନ୍ୟପଟେ ପୋଲିସ ପଞ୍ଝାରୁ ଖସି ଯାଇଥିବା…

ରାଷ୍ଟ୍ରୀୟ ଶକ୍ତି ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ସମ୍ମିଳନୀ, ସବୁଜ ଶକ୍ତି କ୍ଷେତ୍ରରେ ବ୍ୟାପକ ପ୍ରଗତି ପାଇଁ ପ୍ରସ୍ତୁତି

କନକ ବ୍ୟୁରୋ : ଭାରତ ସରକାରଙ୍କ ଅଧିନରେ ଥିବା ରାଷ୍ଟ୍ରୀୟ ଶକ୍ତି ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଦୁଇଦିନିଆ ଜାତୀୟ ସମ୍ମଳିନୀ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ କ୍ଷେତ୍ରୀୟ ଲୋଡ ଡେସପାଚ ସେଣ୍ଟର ଓ ଓଙ୍ଗିଶା ଜଳ ବିଦ୍ୟୁତ ନିଗମର ମିଳିତ ସହାୟତାରେ ‘ଭାରତର ବିଦ୍ୟୁତ ଉଦ୍ୟେଗ…

ଫଟୋଗ୍ରାଫର ମାନସ ସ୍ୱାଇଁ ମୃତ୍ୟୁ ମାମଲା । କୋର୍ଟରେ ହାଜର ପରେ ଜେଲ ଗଲେ ଶର୍ମିଷ୍ଠାଙ୍କ ଭାଇ

କନକ ବ୍ୟୁରୋ: ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲା । କୋର୍ଟରେ ହାଜର ପରେ ଜେଲ ଗଲେ ଶର୍ମିଷ୍ଠା ରାଉତଙ୍କ ଭାଇ । କୋର୍ଟ ତାଙ୍କୁ ବର୍ତ୍ତମାନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ତେବେ ସେ ଜାମିନ୍ ପାଇଁ ଆବେଦନ କରିଥିବାବେଳେ, କୋର୍ଟ ଏହି ଜାମିନ୍ ଆବେଦନକୁ ଖାରଜ କରିବା ସହିତ…

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲା, ଗିରଫ ହେଲେ ଶର୍ମିଷ୍ଠାଙ୍କ ଭାଇ

କନକ ବ୍ୟୁରୋ : ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପୋଲିସକୁ ଆଉ ଏକ ସଫଳତା ମିଳିଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭାଇକୁ ଆଜି ଗିରଫ କରିଛି ଚାନ୍ଦବାଲି ପୋଲିସ । ଶର୍ମିଷ୍ଠାଙ୍କ ଭାଇଙ୍କୁ ଗିରଫ କରିବା ପରେ ଚାନ୍ଦବାଲି ପୋଲିସ…

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି, ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ…