Daily Archives

March 1, 2022

ଗାଁ ରାଜନୀତିରେ ଚର୍ଚ୍ଚିତ ଚେହେରା: କିଏ ବାଜି ମାରିଲା, କିଏ ହେଲା ନିରାଶ, ଲଢେଇରେ ହାରିଗଲେ ପୂର୍ବତନ ମନ୍ତ୍ରୀ

କନକ ବ୍ୟୁରୋ: ଗାଁ ରାଜନୀତିର ଚର୍ଚ୍ଚିତ ଚେହେରାଙ୍କ ଭିତରେ ଥିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ହିନ୍ଦୋଳରୁ ବିଧାନସଭାକୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇଥିଲେ ଅଞ୍ଜଳି ବେହେରା । ହେଲେ ବିଜେପି ଶିବିରକୁ ଯିବା ପରେ ସେ…

ସପା ନେତା ସ୍ୱାମୀ ପ୍ରସାଦଙ୍କ ଆକ୍ରମଣ ପରେ ବିଜେପି ଭିତରେ ଫାଟ, ଝିଅ କହିଲେ ଏଭଳି କଥା

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ପାଇଁ ଚାଲିଥିବା ମତଦାନର ୬ ପର୍ଯ୍ୟାୟ ୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପରେ ଆଉମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିବ । ହେଲେ ନିର୍ବାଚନର ଶେଷ ଆଡକୁ ପ୍ରଚାର ବେଳେ ଅଧିକ ହିଂସା ଦେଖିବାକୁ ମିଳିଛି । ଏହି କ୍ରମରେ ବିଜେପି ଛାଡି…

ଭାରତୀୟ ଛାତ୍ରଙ୍କୁ ଟ୍ରେନରେ ଚଢାଇ ଦେଉନାହିଁ ୟୁକ୍ରେନ ସେନା, ଖାରକିବ ଷ୍ଟେସନରେ ଅଟକି ରହିଛନ୍ତି ଭାରତୀୟ ଛାତ୍ର

କନକ ବ୍ୟୁରୋ : ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନରେ ଫଶି ରହିଛନ୍ତି ହଜାର ହଜାର ଭାରତୀୟ ନାଗରିକ । ଏହାସହ ମଙ୍ଗଳବାର ଦିନ ପୂର୍ବ ୟୁକ୍ରେନର ଖାରକିବ ସହରରେ ସେନା ଗୁଳିରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ବି ହୋଇଛି । କର୍ଣ୍ଣାଟକର ୨୧ ବର୍ଷିୟ ନବୀନ ଶେଖରପ୍ପା ଖାଦ୍ୟ ଆଣିବାକୁ…

ୟୁକ୍ରେନ ବିରୋଧରେ ଯୁଦ୍ଧ ପରେ ଭୁଶୁଡୁଛି ରୁଷର ଅର୍ଥନୀତି । ଆମେରିକୀୟ ଡଲାର ତୁଳନାରେ ଖସିଲା ରୁବେଲର ମୂଲ୍ୟ ।

କନକ ବ୍ୟୁରୋ : ୟୁକ୍ରେନ ଉପରେ ଆକ୍ରମଣର ବହୁ ମୂଲ୍ୟ ରୁଷକୁ ଦେବାକୁ ପଡୁଛି । ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ରାଷ୍ଟ୍ର ରୁଷ ଉପରେ କଟକଣା ଲଗାଇବା ପରେ ରୁଷର ଅର୍ଥନୀତି ସଙ୍କଟରେ ରହିଛି । ଆମେରିକା ଡଲାର ତୁଳନାରେ ରୁଷ ମୁଦ୍ରା “ରୁବେଲ”ର ମୂଲ୍ୟ ହ୍ରାସ ପାଇଛି । ଗୋଟିଏ ଆମେରିକୀୟ…

ୟୁକ୍ରେନ ଦଖଲ ପାଇଁ ରୁଷ୍ ସଜେଇଛି ସମରସଜ୍ଜା । ୬୪ କିଲୋମିଟର ଲମ୍ବର ଯୁଦ୍ଧ ପଟୁଆର ଧରି କିଭ୍ ଅଭିମୁଖେ ରୁଷିୟା ସେନା ।

କନକ ବ୍ୟୁରୋ : ଆମେରିକୀୟ ଉପଗ୍ରହ ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋ ଏକ ଭୟଙ୍କର ପରିଣାମ ଆଡକୁ ଇସାରା କରୁଛି । ପ୍ରାୟ ୬୪ କିଲୋମିଟର ଧରି ଲମ୍ବିଛି ରୁଷିଆ ସେନାର କାରକେଡ୍ । ଅର୍ଥାତ ସୈନିକ, ଗୋଳା ବାରୁଦ ଓ ଯୁଦ୍ଧାସ୍ତ୍ର ଧରି ଘେରିରହିଛି ରୁଷିଆ । ୟୁକ୍ରେନର ଛାତିରେ ଛନକା ଭରିଦେଲା ଭଳି…

ଆଶ୍ଚର୍ଯ୍ୟ କଲେ ଭୋଟର: ବିଜେପୁରରେ ଶାସକ ଦଳକୁ ଟକ୍କର ଦେଲା ବିଜେପି, ସେପଟେ କଳାହାଣ୍ଡିରେ କାମ ଦେଲାନି ମମିତା…

କନକ ବ୍ୟୁରୋ: ସାରାରାଜ୍ୟରେ ବିଜେଡିର ହାୱା ବହୁଥିବାବେଳେ ବରଗଡର ବିଜେପୁର ନିର୍ବାଚନ ମଣ୍ଡଳୀ ଶାସକ ଦଳ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହି ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ୮ ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ୩ଟି ଜୋନକୁ ଦଖଲ କରିଛି ବିଜେପି । ସେଥିରୁ ଗାଇସିଲେଟ ବ୍ଲକରେ ଥିବା ୨ଟି…