Daily Archives

February 14, 2022

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେଲିକପ୍ଟରକୁ ଉଡାଣ ପାଇଁ ମିଳିଲାନି ଅନୁମତି: ଘଟଣା ପାଇଁ ମୋଦି ସରକାରଙ୍କୁ ଦାୟୀ କଲା ପ୍ରଦେଶ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ଯୋଗୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ହେଲିକ୍ୟାପ୍ଟରକୁ ଉଡାଣ ଭରିବାକୁ ଅନୁମତି ଦିଆଯାଇନଥବା ଅଭିଯୋଗ କରିଛନ୍ତି ଚନ୍ନି । ମୁଖ୍ୟମନ୍ତ୍ରୀ ଚନ୍ନି ଆଜି ଦିନ ୧୧ଟାରେ ହୋସିଆପୁର ଗସ୍ତ କାର୍ଯ୍ୟକ୍ରମ ଥିଲା ।…

ନିର୍ବାଚନ ପୂର୍ବରୁ ଜୋର ଧରିଲାଣି ରାଜନୈତିକ ହିଂସା: କେଉଁଠି ପାର୍ଟି ଅଫିସରେ ନିଆଁ, ତ କେଉଁଠି ପଡିଲାଣି ବୋମା

କନକ ବ୍ୟୁରୋ: ପ୍ରଚାର ଗାଡିକୁ ଅଟକାଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ । ଏଥିରେ ଆହତ ହୋଥିବା ୩ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଯୋଡା ବ୍ଲକ ପାଳାସା ପଂଚାୟତରେ ଏହି ଘଟଣା ଘଟିଛି । ଏଠାରେ ଦୁଇଗୋଷ୍ଠୀ ସମିତି ସଭ୍ୟ ଓ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।…

ସୁନ୍ଦରଗଡ ଏଡିଏମଙ୍କ ପୁଳା ପୁଳା ସମ୍ପତ୍ତି: ଏଯାଏଁ ଠାବ ହେଲାଣି ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି

କନକ ବ୍ୟୁରୋ: ସୁନ୍ଦରଗଡ଼ର କୋଟିପତି ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କ ଦୁର୍ନୀତିର ଫର୍ଦ୍ଦ ଭିଜିଲାନ୍ସ ଯେତିକି ଖୋଲୁଛି, ସେତିକି ସଂପତି ସାମ୍ନାକୁ ଆସୁଛି । ସୂଚନା ମିଳିଛି ପାଖାପାଖି ୧୦ କୋଟି ଟଙ୍କାର ସଂପତି ଠାବ କରି ସାରିଲାଣି ଭିଜିଲାନ୍ସ । ହେଲେ ସଂପତି ଖୋଜା ସରୁନାହିଁ । କେବଳ…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ ପାଇଁ ସରିଲା ପ୍ରଚାର: ୧୬ ତାରିଖରେ ବଡ଼ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା

କନକ ବ୍ୟୁରୋ: ବୁଧବାରଠାରୁ ଆରମ୍ଭ ହେବ ପଂଚାୟତ ନିର୍ବାଚନ ୨୦୨୨ର ମହାପର୍ବ । କାରଣ ୧୬ ତାରିଖରେ ପ୍ରଥମ ପର୍ୟ୍ୟୟ ନିର୍ବାଚନ ପାଇଁ ହେବ ମତଦାନ । ଏଥିପାଇଁ ସୋମବାର ସଂଧ୍ୟା ସୁଦ୍ଧା ଶେଷ ହୋଇଛି ପ୍ରଚାର । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଶେଷ ପ୍ରୟାସ କରିଛନ୍ତି ପ୍ରାର୍ଥୀ ଓ…

ଜଣେ ସ୍ୱାମୀର ୧୪ ସ୍ତ୍ରୀ: ଗିରଫ କଲା ବେଳେ କାବା ହୋଇଗଲା କମିଶନରେଟ ପୁଲିସ

କନକ ବ୍ୟୁରୋ: ଏହା ଏପରି ଏକ କାହାଣୀ, ଯାହାକୁ ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ କାରନାମା ଜାଣିଲେ ସମସ୍ତଙ୍କ ହୋସ ଉଡିଯିବ । କେତେବେଳେ ନିଜକୁ ରମେଶ ସ୍ୱାଇଁ, କେତେବେଳେ ଡାକ୍ତର ବିଧୁ ପ୍ରକାଶ ସ୍ୱାଇଁ ତ କେତେବେଳେ ଡାକ୍ତର ରମଣୀ ରଂଜନ ସ୍ୱାଇଁ ବୋଲି ପରିଚୟ ଦେଇ ଠକାମୀ ବଡ଼…

ନିର୍ବାଚନରେ ଓଲିଉଡ୍ ଷ୍ଟାର: ଭଦ୍ରକରେ ବିଜେଡି ପାଇଁ ପ୍ରଚାର କଲେ ବର୍ଷା ପ୍ରିୟଦର୍ଶୀନି 

କନକ ବ୍ୟୁରୋ: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି ସିନେ ତାରକା । ବିଜେଡି ପାଇଁ ବର୍ଷା ପ୍ରିୟଦର୍ଶିନୀ ପ୍ରଚାର କରିଥିବାବଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ଅନୁ ଚୌଧୁରୀ ଭୋଟ ମାଗିଛନ୍ତି । ସିନେ ତାରକାଙ୍କ ପ୍ରତି ଆମ ଲୋକଙ୍କ ଭିତରେ ସ୍ୱତନ୍ତ୍ର ଆକର୍ଷଣ ଥିବାରୁ…