Daily Archives

February 14, 2022

ପ୍ରଚାର ମୈଦାନରେ ହେଭିୱେଟ୍: ଫୁଲବାଣୀରେ ଅଚ୍ୟୁତ କହିଲେ, ଭଲ ପ୍ରଦର୍ଶନ କରିବ ବିଜେଡି, ଏପଟେ ଟକ୍କର ଦେଉଛନ୍ତି ଖାରବେଳ…

କନକ ବ୍ୟୁରୋ: ନିର୍ବାଚନ ତାରିଖ ପାଖେଇ ଆସିବା ସହ,  ହାଇପ୍ରୋଫାଇ ନେତାଙ୍କ ଭାଷଣରେ କମ୍ପୁଛି ପ୍ରଚାର ମଇଦାନ  । ହେଭିୱେଟମାନେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ନିଜର ଶକ୍ତି ଦେଖାଇବାକୁ ଉଦ୍ୟମ କରୁଛନ୍ତି । ବିଜେଡି ନେତାମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ପାଥେୟ କରି…

ମାତ୍ର ୧୦ଟି ବଲରେ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଆଇପିଏଲ ମହାନିଲାମୀରେ ରମେଶଙ୍କୁ କିଣିଲା ଚାମ୍ପିୟନ ଟିମ୍,…

କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ଏମିତି ଏକ ପ୍ଲାଟଫର୍ମ ଯେଉଁଠି ଅଜଣା ଚେହେରା ରାତାରାତି ଷ୍ଟାର ପାଲଟିଯାଏ ଏବଂ ଜଣାଶୁଣା ଚେହେରା ମଧ୍ୟ ଆଇପିଏଲରୁ ମଧ୍ୟ ବାଦ୍ ପଡିଥାନ୍ତି । ଚଳିତ ଆଇପିଏଲ ମହାନିଲାମୀରେ ମଧ୍ୟ କିଛି ସେମିତି ଦେଖିବାକୁ ମିଳିଛି । ଅନେକ ବଡ ଚେହେରା, ଯେଉଁମାନଙ୍କୁ କୌଣସି…

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଗର୍ଜିଲେ ଯୁକ୍ତ ୩ର ଛାତ୍ରଛାତ୍ରୀ: ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ପ୍ରତିବାଦ…

କନକ ବ୍ୟୁରୋ: ଭୁବନେଶ୍ୱର ମାଷ୍ଟର କ୍ୟାଂଟିନରେ ଗର୍ଜିଲେ ଯୁକ୍ତ ୩ର ଛାତ୍ର ଛାତ୍ରୀ । ଅଫ୍ଲାଇନ୍ ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । କୋଭିଡ୍ ପାଇଁ ଠିକ୍ ଭାବେ ପାଠ ପଢା ହୋଇନି । ଏବେ ଷଷ୍ଠ ସେମିଷ୍ଟାର ପାଇଁ ପାଠ ପଢା ଆରମ୍ଭ ହୋଇଛି । ତେଣୁ ପଂଚମ ସେମିଷ୍ଟାର…

ପୁଣି ବଡ ହୃଦୟ ଦେଖାଇଲେ ବାଗଚୀ ଦମ୍ପତି: ବେଙ୍ଗାଲୁରୁରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ଦାନ କଲେ ୪୨୫କୋଟି

କନକ ବ୍ୟୁରୋ: ପୁଣି ବଡ ହୃଦୟ ଦେଖାଇଲେ ବାଗଚୀ ଦମ୍ପତି । ବେଙ୍ଗାଲୁରୁରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ପାର୍ଥସାରଥିଙ୍କ ସହ ୪୨୫କୋଟି ଟଙ୍କା ଦାନ କଲେ ସୁଶ୍ମିତା ବାଗଚୀ ଓ ସୁବ୍ରତ ବାଗଚୀ । ଏହି ଟଙ୍କାରେ ପ୍ରତିଷ୍ଠା ହେବ ୮ଶହ ବେଡ ବିଶିଷ୍ଟ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ଗବେଷଣା…

ଭୟାବହ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ରୋଷେଇ ବେଳେ ହଠାତ ଲାଗିଗଲା ନିଆଁ, ଭାଙ୍ଗି ଚୁରମାର ହୋଇଗଲା ୫ ବଖରା ଘର 

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ନର୍ଡା ଗାଁରେ ଭୟାବହ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗାଁର କୈଳାସ ରଣାଙ୍କ ଘରେ ଏହି ଅଘଟଣ ଘଟିଛି । ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ କରିବା ପୂର୍ବରୁ…

ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ: ଗୋଟିଏ ବର୍ଷରେ ମରିଛନ୍ତି ୧୧୪ ହାତୀ, ଜୀବନ ହରାଇଛନ୍ତି ୯୭ ଜଣ ଲୋକ

କନକ ବ୍ୟୁରୋ: ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ । ଏହି ଲଢେଇରେ ଗୋଟିଏ ବର୍ଷରେ ମରିଛନ୍ତି ୧୧୪ ହାତୀ, ଜୀବନ ହରାଇଛନ୍ତି ୯୭ ଜଣ ଲୋକ । ୱାଇଲ୍ଡ ଲାଇଫ ସୋସାଇଟି ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି । ମାର୍ଚ୍ଚ ୨୦୨୧ରୁ ୨୦୨୨ ଜାନୁଆରୀ ୧୮ ତାରିଖ ଭିତରେ ଘଟିଥିବା ହାତୀ-ମଣିଷ ଲଢେଇ…