Daily Archives

January 4, 2022

ସାର୍ଦ୍ଦୁଲଙ୍କ ଘାତକ ବୋଲିଂ: ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ୨୨୯ରେ ଅଲଆଉଟ

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସରେ ବଡ ସ୍କୋର କରିବାରେ ବିଫଳ ହୋଇଛି । ମାତ୍ର ୨୨୯ ରନରେ ଦକ୍ଷିଣ ଆଫ୍ରିକା ଦଳ ଅଲଆଉଟ ହୋଇଯାଇଛି । ଏହି ମ୍ୟାଚରେ ସାର୍ଦ୍ଦୁଲ ଠାକୁର ନିଜର ଘାତକ ବୋଲିଂରେ ଅଧା ଦକ୍ଷିଣ…

ଓଡ଼ିଶାରେ ବଢ଼ୁଛି କରୋନା ମିଟର । ନାଇଜର କ୍ୟାମ୍ପସରେ ୩୧ ପିଲା ପଜିଟିଭ୍, ପୁରୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ ।

କନକ ବ୍ୟୁରୋ : ଓଡିଶାରେ ବି ମାଡି ଚାଲିଛି କରୋନା । ମାତ୍ର ୭ଦିନ ଭିତରେ ରାଜ୍ୟର ଦୈନିକ କରୋନା ସଂକ୍ରମଣ ସଂଖ୍ୟା ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଏହା ୟେଲୋ ଜୋନରେ ପ୍ରବେଶ କରିଛି । କିନ୍ତୁ ଆଶ୍ୱସନାର କଥା ହେଲା ରାଜ୍ୟରେ…

କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କଠାରେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ ।

କନକ ବ୍ୟୁରୋ : କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତି କରୋନାରେ ସଂକ୍ରମିତ ହେବା ସମ୍ଭାବନା ଅଧିକ । ଏବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ନେଇ ଏକ ଅଧ୍ୟୟନ ହୋଇଛି । ଆରଏମଆରସି ଏବଂ ଭିମସାର ଡାକ୍ତରଙ୍କ ଏହି ଅଧ୍ୟୟନରୁ ଜଣାପଡିଛି ‘ବି’ ପଜିଟିଭ ଏବଂ ‘ଓ’ ପଜିଟିଭ ବ୍ୟକ୍ତି କରୋନାରେ ସଂକ୍ରମିତ ହେବାର…

ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ପ୍ରତିମାସରେ ଭରଣପୋଷଣ ପାଇଁ ସୁମିତଙ୍କୁ ଦେବାକୁ ପଡିବ ୧୭ ହଜାର ଟଙ୍କା ।

କନକ ବ୍ୟୁରୋ : ସୁମିତ-ତପସ୍ୱିନୀ ବିବାଦରେ ଆଜି ବ୍ରହ୍ମପୁର ଜିଲ୍ଲା ଜଜ୍ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ଏକ ଘରୋଇ ହିଂସା । ତେଣୁ ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ଘରେ ରହିବେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ତପସ୍ୱିନୀ ସୁମିତଙ୍କ ବ୍ରହ୍ମାନଗର ବାସଭବନରେ ରହିବେ ବୋଲି କହିଛନ୍ତି ।…

ବଢ଼ୁଛି ସଂକ୍ରମଣ, ଆସୁଛି ପଞ୍ଚାୟତ ଭୋଟ୍ । ବିରୋଧୀ କହିଲେ ସାମୟିକ ଘୁଞ୍ଚାଯାଉ ନିର୍ବାଚନ, ବିଜେଡି କହିଲା ଆଗ…

କନକ ବ୍ୟୁରୋ : କୋଭିଡ୍ ସଂକ୍ରମଣ ଭିତରେ ଆଗକୁ ରାଜ୍ୟରେ ପଂଚାୟତ ନିର୍ବାଚନ ଆସୁଛି । ଗୋଟିଏ ପଟେ ସଂକ୍ରମଣ ବଢୁଛି ଆଉ ଏପଟେ ନିର୍ବାଚନ ଆସୁଛି । ଏପରି ସ୍ଥିତିରେ ନିର୍ବାଚନ କରିବା ନେଇ ଭିନ୍ନମତ ପ୍ରକାଶ ପାଇଛି । ବିଜେଡି କହିଛି ଆଗ ୟୁପି ବିଧାନସଭା ନିର୍ବାଚନ ବନ୍ଦ ହେଉ । ଅନ୍ୟପଟେ…

କରୋନା ସଂକ୍ରମଣରେ ଆମେରିକାର ଅଲୋଡା ରେକର୍ଡ । ୨୪ଘଣ୍ଟାରେ ୧୦ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ । 

କନକ ବ୍ୟୁରୋ : ଆମେରିକାରେ କରୋନାର ଅଲୋଡା ରେକର୍ଡ । ସୁନାମି ଭଳି କରୋନା ସଂକ୍ରମଣ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରରେ ମାଡି ଚାଲିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ୧୦ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ଯାହା ବିଶ୍ୱରେ ଗୋଟିଏ ଦିନରେ ଯେକୌଣସି ରାଷ୍ଟ୍ରରେ ଚିହ୍ନଟ ସର୍ବାଧିକ ନୂଆ ଆକ୍ରାନ୍ତ…