Daily Archives

December 19, 2021

ଶିବସେନାକୁ ଚ୍ୟାଲେଞ୍ଜ ଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା । କହିଲେ, ସାହସ ଅଛି ତ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ…

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସହ ଶାସକ ଶିବସେନା ଉପରେ ପ୍ରବଳ ବର୍ଷିଛନ୍ତି । ଅମିତ କହିଛନ୍ତି, ମହାରାଷ୍ଟ୍ର ସରକାର ୩ ଚକା ବିଶିଷ୍ଟ ଅଟୋ ରିକ୍ସାର ସରକାର । ଯାହା ଏବେ ପଂକଚର ହୋଇଯାଇଛି…

ସ୍ୱାଭିମାନ ଅଂଚଳର ସ୍ୱାଭିମାନୀ ଝିଅ: ୱେଲ୍ଡିଙ୍ଗ ଦୋକାନ କରି ପରିବାର ପୋଷୁଛନ୍ତି ମାଲକାନଗିରିର ମହିଳା ଉଦ୍ୟୋଗୀ…

କନକ ବ୍ୟୁରୋ: କୁଶଳି କନ୍ୟା ।ୱେଲ୍ଡିଙ୍ଗ ଦୋକାନ କରି ପରିବାର ପୋଷୁଛନ୍ତି ଉପାନ୍ତ ଅଂଚଳର ଆଗୁଆ ଝିଅ । ଆଇଟିଆଇରେ ଫିଟର ତାଲିମ ନେବା ପରେ ବାପାଙ୍କ ଠାରୁ କିଛି ଆର୍ଥୀକ ସହାୟତା ନେଇ ଦୋକାନ କରିଛନ୍ତି ଯୁବତୀ । ଆରମ୍ଭ କରି ଦେଇଛନ୍ତି ନିଜର ଛୋଟ ଏକ ଉଦ୍ୟୋଗ । ଆଉ ଏହି ଯୁବ ମହିଳା…

ଖୁଆପେଡ଼ା ପ୍ରସ୍ତୁତ କରି ପରିବାର ପୋଷୁଛନ୍ତି ମିଠା କାରିଗର: ପ୍ରତି ଦିନ ବଜାରକୁ ପଠାଉଛନ୍ତି ୨ହଜାରରୁ ଅଧିକ ପେଡ଼ା

କନକ ବ୍ୟୁରୋ: ମିଠା ଭିତରେ ଖୁଆ ପେଡ଼ାର ସ୍ୱାଦିଷ୍ଟ ଖୁବ୍ ନିଆରା । ଦୀର୍ଘ ଦିନରୁ ଏହି ଖୁଆ ପେଡ଼ାର ଚାହିଦା ରହିଥିବା ବେଳେ ଏହାକୁ ପ୍ରସ୍ତୁତ କରି ଲୋକେ ରୋଜଗାରକ୍ଷମ ହୋଇପାରୁଛନ୍ତି । ନିଜର ପରିବାର ମଧ୍ୟ ପ୍ରତିପୋଷଣ କରିପାରୁଛନ୍ତି । କଟକ ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୋବରା ଓ ଛଗାଁରେ କାରିଗର…

ମହିଳାଙ୍କୁ ଆତ୍ମନିର୍ଭର କରିଛି ମିଶନ ଶକ୍ତି: ମାର୍ଶାଘାଇ ବ୍ଲକ ପରିସରରେ ମହିଳାମାନେ ଖୋଲିଛନ୍ତି କାଫେ

କନକ ବ୍ୟୁରୋ: ମହିଳା ସ୍ୱୟଂ ସହାୟିକ ଗୋଷ୍ଠିକୁ ଆତ୍ମନିର୍ଭର ହେବାର ନୂଆ ବାଟ ଦେଖାଇଛି ମିଶନ ଶକ୍ତି କାଫେ । ଲୋକଙ୍କୁ ସୁଲଭ ମୁଲ୍ୟରେ ଖାଇବା ଯୋଗାଇଦେବା ସହ ସ୍ଥାନୀୟ ମହିଳାଙ୍କୁ ରୋଜଗାରକ୍ଷମ କରାଇବା ଏହି କାଫେର ମୂଳ ଲକ୍ଷ୍ୟ ରହିଛି । କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ପରିସରରେ ମିଶନ…

ଟ୍ରେନ୍ ବଗି ପାଲଟିଲା ଅପରେସନ ଥିଏଟର, ଜନ୍ମନେଲା ଶିଶୁ କନ୍ୟା । ଡ୍ରାଇଭରକୁ ଧନ୍ୟବାଦ ଦେଲେ ମା’ ।

କନକ ବ୍ୟୁରୋ : ଟ୍ରେନ ବଗି ପାଲଟିଲା ଅପରେସନ ଥିଏଟର ଓ ଜନ୍ମହେଲେ ଶିଶୁ କନ୍ୟା । ମୁମ୍ବାଇରୁ ବିହାରର ମୁଜାଫରପୁର ଅଭିମୁଖେ ଯାତ୍ରା କରୁଥିବା ଲୋକମାନ୍ୟ ତିଲକ ଟର୍ମିନାସ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ରେଲୱେ ଡାକ୍ତର ଏବଂ ତାଙ୍କ ଟିମଙ୍କ ଚେଷ୍ଟା…

ପନିପରିବା ଚାଷ କରଛି ସ୍ୱାବଲମ୍ବୀ: ଦାଦନ ଛାଡ଼ି ଚାଷ କରି ହେଲେ ଆତ୍ମନିର୍ଭର, ବର୍ଷକୁ କରୁଛନ୍ତି ୨ଲକ୍ଷରୁ ଅଧିକ ରୋଜଗାର

କନକ ବ୍ୟୁରୋ: ଭାଗ୍ୟ ବଦଳାଇଦେଲା କରୋନା । କରୋନା ସମୟରେ ଦଦାନଙ୍କ ଦୁଃଖ ସମସ୍ତଙ୍କୁ ମର୍ମାହାତ କରିଥିଲା । କାମ ଧନ୍ଦା ହରାଇ ନିଜ ଭିଟାମାଟିକୁ ଫେରିଥିଲେ ହଜାର ହଜାର ଶ୍ରମିକ । ଏପରିକି ଭୋକ ଉପାସରେ ମଧ୍ୟ ଅନେକ ଦିନ କାଟିଥିବାର ଚିିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଆମେ ଆପଣଙ୍କୁ ଏପରି…