Daily Archives

December 19, 2021

ବିନା ରାଜ୍ୟର ରାଜା ପୁସ୍ତକକୁ ନେଇ ଚର୍ଚ୍ଚା । ବହିରେ ସ୍ଥାନ ପାଇଛି ଅନେକ ଗୁମର କଥା, ଲେଖକ କହିଲେ, ଜଗନ୍ନାଥଙ୍କ ରାଉତ…

କନକ ବ୍ୟୁରୋ : ଗଜପତି – ଏ କିଙ୍ଗ ୱିଦାଉଟ୍ କିଙ୍ଗଡମ୍, ଅର୍ଥାତ ରାଜ୍ୟ ବିହୀନ ରାଜା । ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବହିର ଲେଖକ ଅଶୋକ ବଳ କହିଛନ୍ତି, ଗଜପତି କେବେ ନିଜକୁ ରାଜା କହିନଥାନ୍ତି । ଜଗନ୍ନାଥଙ୍କୁ…

ସୁମିତ-ତପସ୍ୱିନୀ ବିବାଦରେ ନୂଆ ଅଧ୍ୟାୟ: ମୋବାଇଲ୍ ଭିଡିଓ ଦେଇ ସୁମିତ୍ କହିଲେ ୮ ଲକ୍ଷ ଟଙ୍କା ମାଗୁଥିଲେ ତପସ୍ୱିନୀ

କନକ ବ୍ୟୁରୋ: ତପସ୍ୱିନୀ-ସୁମିତ ବିବାଦରେ ଆଉ ଏକ ମୋଡ଼ । ସୁମିତଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ତପସ୍ୱିନୀ ଆଠ ଲକ୍ଷ ଟଙ୍କା ମାଗୁଥିବା ଦାବି କରାଯାଇଛି । ଏହି ଭିଡିଓ କେବେ ସୁଟ୍ ହୋଇଛି, ସେ ନେଇ ସ୍ପଷ୍ଟ ତଥ୍ୟ ନଥିବା ବେଳେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ପାଇଁ କଥା କଟାକଟି ହୋଇଛି ।…

ରାସ୍ତାରେ ପଡିଛି ଲକ୍ଷାଧିକ ଟଙ୍କାର ସାର, ଖବର ପାଇବା ପରେ ପୋଲିସର ଛାନଭିନ

କନକ ବ୍ୟୁରୋ : ରାସ୍ତାକଡରେ ପଡିରହିଛି ଲକ୍ଷାଧିକ ଟଙ୍କାର ସାର ଓ ବିହନ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ-ଖୋର୍ଧା ରାସ୍ତାର ଭୋଖା ଶଙ୍ଖଠାରେ । ଏଠାରେ ଲକ୍ଷାଧିକ ଟଙ୍କାର କୃଷି ଜୈବିକ ସାର, ମଂଜି ଓ ଚକଡା ପୋକ ପାଇଁ ଆସିଥିବା ଔଷଧ ପଡିଥିବା ଗାଁ ଲୋକେ ଦେଖିବାକୁ…

ଧାନମଣ୍ଡିରେ ଏଜେଣ୍ଟ ଓ ଦଲାଲଙ୍କ ରାଜୁତି । ପଦମପୁରରୁ ଆସିଲା ସାଂଘାତିକ ଚିତ୍ର, କଟନୀ ଛଟନୀ ନାଁରେ ଚାଷୀ ହେଉଛନ୍ତି…

କନକ ବ୍ୟୁରୋ : ମଣ୍ଡିରେ ଚାଲିଛି ସମସ୍ୟା । କେଉଁଠି ଚାଷୀ ଦଲାଲଙ୍କ ଶୋଷଣର ଶିକାର ହେଉଛି ତ ଆଉ କେଉଁଠି ଆନ୍ଦୋଳନ ଯୋଗୁଁ ଅଣ୍ଠେଇ ପଡିଛି ମଣ୍ଡି ବ୍ୟବସ୍ଥା । ପଶ୍ଚିମ ଓଡ଼ିଶାରୁ ଆସିଛି ଏଭଳି ଚିତ୍ର । ଏଜେଣ୍ଟଙ୍କ ଯୋଗୁଁ ଚାଷୀ ଉପଯୁକ୍ତ ପ୍ରାପ୍ୟ ପାଇନଥିବା ବେଳେ ଅନ୍ୟ ଜିଲ୍ଲାରେ ସମବାୟ…

ନିର୍ବାଚନ ଉପରେ ଓମିକ୍ରନର କଳାବାଦଲ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି, ଅଯଥା ଗହଳି ଓ ସମାଗମ ବନ୍ଦ କରାଯାଉ, ହେଲେ…

କନକ ବ୍ୟୁରୋ : ନିର୍ବାଚନ ରାଲି ବଢ଼ାଇବ କି ଦେଶରେ ଓମିକ୍ରନ ସଂକ୍ରମଣର ସଂଖ୍ୟା । ତୃତୀୟ ଲହର ଆଣିବାରେ ରାଜନୈତିକ ଦଳମାନେ ଏକ ପ୍ରମୁଖ କାରଣ ହୋଇପାରନ୍ତି ବୋଲି କୁହାଯାଉଛି । ଦ୍ୱିତୀୟ ଲହର ବେଳେ ପଶ୍ଚିମବଙ୍ଗର ନିର୍ବାଚନ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା । ଯେଉଁ ସମୟରେ ବିଶ୍ୱ…

ମା’ଙ୍କ ଦାନ ଟଙ୍କାକୁ ନେଇ ବଢୁଛି ବିବାଦ, କଏନ୍ ନେବାକୁ ବ୍ୟାଙ୍କ ମନା କରିବା ପରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅପିଲ ।…

କନକ ବ୍ୟୁରୋ : ଘଟଗାଁ ମା ତାରିଣୀଙ୍କ ପୀଠ ଖୁଚୁରା ଟଙ୍କାକୁ ନେଇ ଚର୍ଚ୍ଚା  । ଦାନ ଆକାରରେ ମିଳୁଥିବା ମୁଦ୍ରାକୁ ଯେତେବେଳେ ବ୍ୟାଙ୍କରେ ଜମା କରିବାକୁ ଦିଆଯାଉଛି, ତାକୁ ନେବାକୁ କର୍ତୃପକ୍ଷ ଅରାଜି ହେଉଛନ୍ତି  । ପୂର୍ବରୁ ଯେହେତୁ ୮୦ ଲକ୍ଷ ଟଙ୍କାର ମୁଦ୍ରା ପଡ଼ି ରହିଛି, ତେଣୁ ସମସ୍ୟା…