Daily Archives

December 11, 2021

କିଏ ନେଇଗଲା ଠାକୁରଙ୍କ ଦାନ ସୁନା । ଅଧିକୃତ ଅଧିକାରୀଙ୍କ ବଦଳରେ ସେବକ ଓ ପଦାଧିକାରୀଙ୍କ ପାଖରେ ରହିଛି ଅଳଙ୍କାର ।

କନକ ବ୍ୟୁରୋ: ଠାକୁରଙ୍କୁ ମିଳୁଥିବା ଦାନ ସୁନା ଆଉ ଏହାର ରକ୍ଷଣାବେକ୍ଷଣ ଉପରେ ଏକ ବଡ ଅସଙ୍ଗତି ସାମ୍ନାକୁ ଆସିଛି । ବର୍ଷ ୨୦୨୦ ପାଇଁ ସାଧାରଣ ଓ ସାମାଜିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି ଯେ, ଦାନ ଆକାରରେ ମିଳିଥିବା ବହୁ ପରିମାଣର ସୁନା ସ୍ଥିରିକୃତ ଅଧିକାରୀଙ୍କ…

ପାରିବାରିକ କଳହରେ ପ୍ରତିଦିନ ନୂଆ ଅଧ୍ୟାୟ । ୭ ଦିନ ଏକାଠି ରହିବା ପରେ ବି ମିଶିଲାନି ୭ ଜନ୍ମର ସାଥୀଙ୍କ ମନ

କନକ ବ୍ୟୁରୋ: ତପସ୍ୱିନୀ-ସୁମିତ ବିବାଦ ନାଟକୀୟ ମୋଡ଼ ନେବାରେ ଲାଗିଛି । ଗୋଟିଏ ଛାତ ତଳେ ସପ୍ତାହେ ବିତାଇବା ପରେ ଆଶା କରାଯାଉଥିଲା ବିବାଦର ପୂର୍ଣ୍ଣଛେଦ ପଡିଲା । ଏହାପରେ କୋର୍ଟ ମଧ୍ୟ କହିଥିଲେ, ସେମାନେ ଶୁଣାଣୀର ଶେଷ ପର୍ଯ୍ୟନ୍ତ ଏକାଠି ରୁହନ୍ତୁ । ହେଲେ ଏହାର ଦିନକ ପରେ ତପସ୍ୱିନୀଙ୍କ…

ବିବାଦରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା । ପ୍ରତିବାଦ ପରେ ବଦଳିଲା ୱେବ ସିରିଜ ପୋଷ୍ଟର ।

କନକ ବ୍ୟୁରୋ : ବିବାଦରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା । ଗ୍ୟାଙ୍ଗସ ଅଫ୍ ପୁରୀର ପୋଷ୍ଟରକୁ ନେଇ ଆପତ୍ତି ଅଭିଯୋଗ ଉଠିଛି । ପୁରୀ ଏସପିଙ୍କ ନିକଟରେ ଫେରାଦ ହୋଇ କଡ଼ା କାର୍ଯ୍ୟାନୁଷ୍ଠାନର ଦାବି କରିଛି ଅଧିବକ୍ତା ସଂଘ । ଆଉ ଏହାପରେ ବଦଳି ଯାଇଛି ୱେବସିରିଜର ପୋଷ୍ଟର । ‘କଂଚା ଲଙ୍କା’ର…

କଂଗ୍ରେସ ଭବନରେ ପୁଲିସ ପଶି ପିଟିବା ଘଟଣାରେ ଏକାଠି ହେଲେ ନେତା । ୧୪ରେ ଏସପି ଅଫିସ ଘେରିବାକୁ କଂଗ୍ରେସ ଦେଲା ଚେତାବନୀ

କନକ ବ୍ୟୁରୋ: ଶୁକ୍ରବାର ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ କର୍ମୀ ଓ ପୋଲିସ । ଘଟଣା ଉଗ୍ର ରୂପ ଧାରଣ କରିବାରୁ ପୋଲିସ କରିଥିଲା ଲାଠିଚାର୍ଜ । ଲୋୟର ପିଏମଜି ଠାରୁ ମାଷ୍ଟର କ୍ୟାଂଟିନ ପର୍ଯ୍ୟନ୍ତ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ସୁରକ୍ଷା…

ଅଧପନ୍ତରିଆ ଭାବେ କାହିଁକି ବନ୍ଦ ହେଲା ବିଧାନସଭା । ରାଜ୍ୟପାଳଙ୍କୁ ଫେରାଦ ହୋଇ ଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିଲା…

କନକ ବ୍ୟୁରୋ: ବିଧାନସଭା ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦ ହୋଇଥିବା ବେଳେ ଏହାକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ରାଜ୍ୟପାଳଙ୍କୁ ୪ ଦଫା ଦାବି ଜଣାଇଛି ବିଜେପି ବିଧାୟକ ଦଳ । ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ…

ବୀର ଯୋଦ୍ଧାଙ୍କୁ ଅନ୍ତିମ ବିଦାୟ ଦେଲା ବୀର ମାଟି । ରାଷ୍ଟ୍ରୀୟ ସମ୍ମାନ ସହ ଜଳିଲା ରାଣାପ୍ରତାପଙ୍କ ଜୁଇ

କନକ ବ୍ୟୁରୋ: ବୀରପୁତ୍ରଙ୍କୁ ଅଶ୍ରୁଳ ବିଦାୟ ଦେଇଛି ବୀରମାଟି । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ରାଣାପ୍ରତାପ ଦାସ । ଜନ୍ମମାଟିରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ରାଣାପତ୍ରାପଙ୍କ ଜୁଇରେ ଜଳିଛି । ହିନ୍ଦୁ ରୀତିନୀତି ଅନୁସାରେ ପୁତୁରା ଦେଇଛନ୍ତି ମୁଖାଗ୍ନୀ । କୁନ୍ନୁର ହେଲିକପ୍ଟର…