Daily Archives

December 11, 2021

ଏୟାରଲିଫ୍ଟ ହେଲେ ଘଷିପୁରା ବିଧାୟକ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ହାଇଦ୍ରାବାଦକୁ ଏୟାରଲିଫ୍ଟ ହେଲେ ବିଧାୟକ ବଦ୍ରି…

କନକ ବ୍ୟୁରୋ: ଏୟାରଲିଫ୍ଟ ହେଲେ ଘଷିପୁରା ବିଧାୟକ । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ଆଜି ଏୟାରଲିଫ୍ଟ ଯୋଗେ ହାଇଦ୍ରାବାଦ ଯାଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଯୋଗୁ ଭୁବନେଶ୍ୱରରୁ ଆଜି ତାଙ୍କୁ ହାଇଦ୍ରାବାଦର ଏଆଇଜି…

ଘାଟିରୁ ଖସିପଡ଼ିଲା ପିକଅପ୍ ଭ୍ୟାନ୍ । ଜଣକର ମୃତ୍ୟୁ, ୨ ଜଣକ ଅବସ୍ଥା ଗୁରୁତର । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି

କନକ ବ୍ୟୁରୋ: ଘାଟିରୁ ଖସିପଡ଼ିଲା ପିକଅପ୍ ଭ୍ୟାନ୍ । ଗଜପତି ଘାଟିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ତେବେ ଘାଟିରୁ ପାଖାପାଖି ୩୦ ଫୁଟ୍ ତଳକୁ ପିକଅପ୍ ଭ୍ୟାନ୍ ଖସିପଡ଼ିଥିବା ଖବର ମିଳିଛି । ମନ୍ଦ୍ରେଗିରି ଶୈବପୀଠରୁ ଫେରିବାବେଳେ ପିକଅପ୍ ଭ୍ୟାନଟି ଖସିପଡ଼ିଥିବା ସୂଚନା ମିଳିଛି । ସବୁଠାରୁ…

ଗଜପତିରେ ଘାଟିରୁ ଖସିଲା ପିକଅପ୍ ଭ୍ୟାନ୍, ୫ ଗୁରୁତର ଆହତ । 

କନକ ବ୍ୟୁରୋ: ଘାଟିରୁ ଖସିପଡ଼ିଲା ପିକଅପ୍ ଭ୍ୟାନ୍ । ଗଜପତି ଘାଟିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ତେବେ ଘାଟିରୁ ପାଖାପାଖି ୩୦ ଫୁଟ୍ ତଳକୁ ପିକଅପ୍ ଭ୍ୟାନ୍ ଖସିପଡ଼ିଥିବା ଖବର ମିଳିଛି । ମନ୍ଦ୍ରେଗିରି ଶୈବପୀଠରୁ ଫେରିବାବେଳେ ପିକଅପ୍ ଭ୍ୟାନଟି ଖସିପଡ଼ିଥିବା ସୂଚନା ମିଳିଛି । ସବୁଠାରୁ…

ଆରପାରିରେ କୃଷ୍ଣଚନ୍ଦ୍ରପୁର ଗାଁ’ର ବୀର ପୁଅ ରାଣାପ୍ରତାପ । ଅଶ୍ରୁଳ ଆଖିରେ ବୀରପୁଅକୁ ବିଦାୟ ଜଣାଇଲା ଜନ୍ମମାଟି

କନକ ବ୍ୟୁରୋ: ଚାଲିଗଲେ କୃଷ୍ଣଚନ୍ଦ୍ରପୁର ଗାଁରେ ବୀର ପୁଅ ରାଣାପ୍ରତାପ । ସବୁଦିନ ପାଇଁ ସମସ୍ତଙ୍କ ପର କରି ଆଜି ସେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଆଉ ବୀର ପୁଅକୁ ହରାଇ ଆଜି କାନ୍ଦିଛି କୃଷ୍ଣଚନ୍ଦ୍ରପୁର ଗାଁ । ବୁଢୀଠୁ ଆରମ୍ଭ କରି ବୁଢା, ଯୁବକଙ୍କଠୁ ଆରମ୍ଭ କରି କୁନି ପିଲା ପର୍ଯ୍ୟନ୍ତ…

ପଞ୍ଚଭୂତରେ ଲୀନ ହେଲେ ସହିଦ ଓଡିଆ ଯବାନ ରାଣାପ୍ରତାପ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟ ଜଣାଇଲା ଜନ୍ମମାଟି ।

କନକ ବ୍ୟୁରୋ: ପଞ୍ଚଭୂତରେ ଲୀନ ହେଲେ ସହିଦ ଓଡିଆ ପୁଅ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଣାପ୍ରତାପଙ୍କ ଶେଷକୃତ୍ୟ ତାଙ୍କ ଜନ୍ମମାଟିରେ ଶେଷ ହୋଇଛି । ତେବେ ରାଣାପ୍ରତାପଙ୍କ ପାର୍ଥିବ ଶରୀରକୁ ମୁଖାଗ୍ନି ଦେବା ପୂର୍ବରୁ ତାଙ୍କୁ ପ୍ରଥମେ ତୋପସଲାମୀ ଦିଆଯାଇଥିଲା । ଏହାପରେ ଓଡିଆ…

ମହିଳା ମାଓବାଦୀ କଲେ ଆତ୍ମସମର୍ପଣ । ମାଓବାଦୀଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଆତ୍ମସମର୍ପଣ

ମହିଳା ମାଓବାଦୀ କଲେ ଆତ୍ମସମର୍ପଣ । ଛତିଶଗଡ ମେନୁୁପର ଡିଭିଜନର ଜଣେ ହାର୍ଡକୋର ମାଓବାଦୀ କମଲେଶ୍ୱରୀ ମରେଇ ଓରଫ୍ ଅମିଲା ଆତ୍ମସମର୍ପଣ କରିଛନ୍ତି । ଦକ୍ଷିଣାଞ୍ଚଳ ଡିଆଇଜି ରଜେଶ ପଣ୍ଡିତଙ୍କ ଉପସ୍ଥିତିରେ ନବରଙ୍ଗପୁର ଜିଲ୍ଲା ଏସପି ପୁରୁଷୋତ୍ତମ ଦାଶଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛନ୍ତି ।…