Daily Archives

December 3, 2021

ଓମିକ୍ରନକୁ ନେଇ ଆସିଲା ବଡ ସୂଚନା । ଡେଲଟା, ବିଟା ଠାରୁ ଓମିକ୍ରନର ୩ ଗୁଣ ଅଧିକ ସଂକ୍ରମଣ କ୍ଷମତା!

କନକ ବ୍ୟୁରୋ: ଭାରତରେ ଚିହ୍ନଟ ହୋଇଥିବା ଓମିକ୍ରନକୁ ନେଇ ଆଶଙ୍କା ଅଧିକ ବଢିଲାଣି । ଏହାରି ଭିତରେ ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ଭୂତାଣୁକୁ ନେଇ ଆସିଛି ବଡ ଖବର । ବିଶେଷଜ୍ଞଙ୍କ ସୂଚନା, ଡେଲଟା ଏବଂ ବିଟା ପ୍ରଜାତିର ଭୂତାଣୁ ଠାରୁ ଏହି ଓମିକ୍ରନ ଭୂତାଣୁ ୩ ଗୁଣ ଅଧିକ ଦ୍ରୁତ ବେଗରେ…

ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ଶୁଣାଣି ଶେଷ । ରାୟ ସଂରକ୍ଷିତ ରଖିଲେ ସାଲେପୁର ଜେଏମଏଫସି କୋର୍ଟ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଶେଷ ହୋଇଛି କୋର୍ଟଙ୍କ ଶୁଣାଣି । ଶୁକ୍ରବାର ସାଲେପୁର ଜେଏମଏଫସି କୋର୍ଟ ଏହି ଘଟଣାରେ ଶୁଣାଣି ଶେଷ କରିବା ସହିତ ରାୟକୁ ସଂରକ୍ଷିତ ରଖିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ମଧ୍ୟ କୋର୍ଟରେ ସିଡିଆର୍ ରିପୋର୍ଟ ଦାଖଲ…

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ, ଆକ୍ସନ ମୋଡରେ ଦିଲ୍ଲୀ ସରକାର

କନକ ବ୍ୟୁରୋ: ଦିଲ୍ଲୀ ବାୟୁ ପ୍ରଦୁଷଣ ମାମଲାରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ସନା ପରେ କେନ୍ଦ୍ରସରକାରଙ୍କ ତତ୍ପରତା ଦେଖାଦେଇଛି । ଉଚ୍ଚ ନ୍ୟାୟାଳୟଙ୍କ ଚରମବାଣି ପରେ କେନ୍ଦ୍ର ସରକାର କାଯ୍ୟକାରୀ ଟ୍ୟାକ୍ସ ଫୋର୍ସ ଗଠନ କରିଛନ୍ତି । ଦିଲ୍ଲୀ ବାୟୁ ପ୍ରଦୂଷଣ…

ଚାଷୀ ମୃତ୍ୟୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: କହିଲେ, ଚାଷୀ ମୃତ୍ୟୁର ସମସ୍ତ ତଥ୍ୟ ଦିଆଯାଇଛି, ତଥାପି…

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନରେ କେତେଜଣଙ୍କ ମୃତ୍ୟୁ ହୋଇଛି ସେନେଇ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିବା ପରେ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । କହିଛନ୍ତି ତାଙ୍କ ସରକାର ଥିବା ପଂଜାବରେ ୪୦୩ ଜଣ ମୃତ…

ସ୍ୱାମୀଙ୍କ ସହ ୭ ଦିନ ଏକାଠି ରହିବାକୁ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ହେଲା କାର୍ଯ୍ୟକାରୀ । ଆସିକାରେ ଭଡାଘରେ ରହିଲେ…

କନକ ବ୍ୟୁରୋ: ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ରାୟକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱାମୀ ତାଙ୍କୁ ଅନ୍ୟାୟ କରି ଛାଡି ଦେଇଛନ୍ତି ବୋଲି ଅଭିଯୋଗ କରି ତପସ୍ୱିନୀ ନାମକ ମହିଳା, ସ୍ୱାମୀଙ୍କ ଘର ଆଗରେ ୧୧ଦିନ ଧରି ଧାରଣା ଦେଇଥିଲେ । ଶେଷରେ କୋର୍ଟ ଏହି ମାମଲାରେ ଶୁଶାଣି କରି…

ଖୋଲିଲା ଇମ୍ରାନ ସରକାରର ଅସଲ ଚେହେରା: ସରକାରୀ କର୍ମଚାରୀଙ୍କୁ ସମୟରେ ଦିଆଯାଉନି ବେତନ

କନକ ବ୍ୟୁରୋ: ପାକିସ୍ତାନରେ ଘୋର ଅର୍ଥନୈତିକ ସଂକଟ । ଦେବାଳିଆ ହୋଇପଡିଛି ଇମ୍ରାନ ଖାନ୍ ସରକାର । ସୋସିଆଲ ମିଡିଆରେ ପାକ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ସରବିଆ ସ୍ଥିତ ପାକ୍ ଦୂତାବାସର ଅଫିସିଆଲ ଟ୍ୱିଟରରେ କିଛି ଏଭଳି ଟ୍ୱିଟ୍ କରାଯାଇଛି । “ଏଇଟା କଣ ନୁଆ ପାକିସ୍ତାନ”, ବୋଲି ଏକ…