Daily Archives

December 1, 2021

ଗେଟରେ ଜଗିଥିଲେ କଂଗ୍ରେସ ବିଧାୟକ । ହେଲେ ଗୃହ ଭିତରୁ ବାହାରିଲେ ମନ୍ତ୍ରୀ ।

କନକ ବ୍ୟୁରୋ : ଏପଟେ ବାତ୍ୟାକୁ ନେଇ ଭୟ ସେପଟେ ବିଧାନସଭାରେ ଝଡ । ଶୀତ ଅଧିବେଶନର ପ୍ରଥମ ଦିନରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ଏହାକୁ ନେଇ ଗୃହ ବାହାର ଦୃଶ୍ୟ କୌଣସି ଡ୍ରାମା ଠାରୁ କମ୍ ନଥିଲା । କଂଗ୍ରେସ ବିଧାୟକମାନେ ବିଧାନସଭା ଗେଟରେ ତାଲା ପକାଇ…

ସମୁଦ୍ରରେ ବଳ ଗୋଟାଉଛି ଲଘୁଚାପ । ୩ରେ ନେବ ବାତ୍ୟାର ରୂପ, ୪ରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଜୱାଦ୍’ ।

କନକ ବ୍ୟୁରୋ : ବଙ୍ଗୋପସାଗର ନିକଟରେ ଏବେ ବଳ ଗୋଟାଉଛି ଲଘୁଚାପ । ଆସନ୍ତାକାଲି ଏହା ଅବପାତର ରୂପ ନେବ, ଏହାପରେ ବାତ୍ୟା କେମିତି ଆସିବ ଓ କୁଆଡେ ଯିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି, ବାତ୍ୟା ‘ଯୱାଦ’ ଗୁଲାବ ଠାରୁ ଅଧିକ ହେବ କିନ୍ତୁ ଫନି…

କମ ସମୟରେ ଆଇପିଏଲ ଷ୍ଟାର: ବେସ ପ୍ରାଇସ ଥିଲା ୨୦ ଲକ୍ଷ ଏବେ କୋଟି କୋଟି ଟଙ୍କାରେ କିଣା ହେଲେ

କନକ ବ୍ୟୁରୋ: କଥାରେ ଅଛି ପରିଶ୍ରମ ସଫଳତା ଦିଏ । ଯାହା ଆମେ ଆଇପିଏଲରେ ଦେଖିବାକୁ ପାଇଛି । ମାତ୍ର ଅଳ୍ପ ସମୟ ମଧ୍ୟରେ ନିଜକୁ ଫରଫେକ୍ଟ କରି ଦେଖାଇଛନ୍ତି ଏହି ଯୁବ ଖେଳାଳି । ଯେଉଁଥିପାଇଁ ୨୦୨୨ ଆଇପିଏଲରେ ସେମାନେ ହୋଇଛନ୍ତି ଷ୍ଟାର ଖେଳାଳି । ଫ୍ରାଞ୍ଚାଇଜମାନେ ଅନ୍ୟ ବଡ ବଡ ଖେଳାଳିଙ୍କୁ…

ସମ୍ପୂର୍ଣ୍ଣ ହେଲା କୃଷି ଆଇନ ପ୍ରତ୍ୟାହାର ପ୍ରକ୍ରିୟା, ସଂସଦ ପରେ ବିଲ ଉପରେ ରାଷ୍ଟ୍ରପତି ଲଗାଇଲେ ମୋହର

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି କୃଷି ଆଇନ ପ୍ରତ୍ୟାହାର କରିବା ବିଲ ଉପରେ ମୋହର ମାରିଛନ୍ତି । ଆଇନ ପ୍ରତ୍ୟାହାର ବିଧେୟକ ନଭେମ୍ବର ୨୯ ତାରିଖରେ ଉଭୟ ସଦନରେ ପାରିତ ହୋଇଥିଲା । ଏହି ୩ ଟି କୃଷି ଆଇନ ପ୍ରତ୍ୟାହାର, ଏମଏସପିକୁ ଆଇନ ପରିସରଭୂକ୍ତ କରିବା ଦାବିରେ ୧ ବର୍ଷରୁ…

ପଞ୍ଜାବ କିଙ୍ଗସକୁ ଆଉ ଏକ ଝଟକା: ରାହୁଲଙ୍କ ପରେ ଆଉ ଜଣେ ଛାଡିଲେ ଟିମ

କନକ ବ୍ୟୁରୋ: ଆଇପିଏଲ ୨୦୨୨ ପାଇଁ ରିଟେନସନ ପ୍ରକ୍ରିୟା ଶେଷ ହୋଇ ଯାଇଛି । ହେଲେ ଏଥିରେ ପଞ୍ଜାବ ଟିମକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ପ୍ରଥମେ ଅଧିନାୟକ କେଏଲ ରାହୁଲ ଦଳରୁ ବାହାରି ସାରିଥିବା ବେଳେ ଏବେ ଆସିଷ୍ଟାଣ୍ଟ କୋଚ ଏଣ୍ଟି ଫ୍ଲାବର ଇସ୍ତଫା ଦେଇଛନ୍ତି । ଏବେ ୨୦୨୨ ଆଇପିଏଲ ପାଇଁ…

କଡ଼ାକଡ଼ି ହେବ କୋଭିଡ୍ ନିୟମ । ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇବା ପରେ ରାଜ୍ୟରେ କରୋନାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, କରୋନା ବିରୋଧରେ ପ୍ରଥମରୁ ହିଁ ପଦକ୍ଷେପ ନେଇଛି ଓଡ଼ିଶା । ପ୍ରଥମ ଓ ଦ୍ୱିତୀୟ ଲହରକୁ…