Daily Archives

December 1, 2021

ଲୋକସଭାରେ ରେଳମନ୍ତ୍ରୀଙ୍କ ବୟାନ, କୃଷକ ଆନ୍ଦୋଳନ ପାଇଁ ରେଳ ବିଭାଗର ହୋଇଛି ଏତେ କ୍ଷତି ।

କନକ ବ୍ୟୁରୋ : ଗୋଟିଏ ବର୍ଷରୁ ଅଧିକ ହେବ ଚାଲିଥିବା କୃଷକ ଆନ୍ଦୋଳନର ପ୍ରଭାବ ରେଳ ମନ୍ତ୍ରଣାଳୟ ଉପରେ ପଡିଛି । ଏନେଇ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଚଳିତ ଆର୍ଥିକ ବର୍ଷରେ କୃଷକ ଆନ୍ଦୋଳନ ପାଇଁ ସର୍ବାଧିକ…

ମୋ ଝିଅକୁ ସାହାଯ୍ୟ କର… କଟକ ମେଡିକାଲରେ ହାତଯୋଡି ଭିକ୍ଷା ମାଗୁଛନ୍ତି ଅସହାୟ ବାପା

କନକ ବ୍ୟୁରୋ: ଏ ଆଖିରେ ଅଛି ଅନେକ ଆଶା, ଭବିଷ୍ୟତକୁ ନେଇ ଢେର ସାରା ସ୍ୱପ୍ନ । ଓଠର ଏ ନିର୍ଭେଜାଲ ମୁରୁକି ହସ କହୁଛି ମୁଁ ହାରିବିନି, ମୁଁ ଜିତିବି । ଜୀବନର ବାଜି ଜିତି ସ୍ୱପ୍ନ ପୂରା କରିବି... ହସ୍ପିଟାଲରେ ବାପାଙ୍କ କୋଳରେ ଥିବା ଏ କୁନି ଝିଅ ଏଯାଏଁ ଜାଣିନି ତାକୁ କ୍ୟାନସର ହୋଇଛି…

ଶିକୁଳିରେ ବନ୍ଧା ପଡିଛି ଯୁବତୀଙ୍କ ସ୍ୱପ୍ନ । ଚିକିତ୍ସା କରାଇ ନପାରି ଝିଅକୁ ଲୁହା ଜଞ୍ଜିରରେ ବାନ୍ଧି ରଖିଛନ୍ତି…

କନକ ବ୍ୟୁରୋ : ଯେଉଁ ବୟସରେ ଖେଳି କୁଦି ଦିନ ବିତାଇବା କଥା, ସେ ବୟସରେ ଆଜି ବନ୍ଧା ହୋଇଛନ୍ତି ଯୁବତୀ । ଆଜିକୁ ଦଶ ବର୍ଷ ହେଲା ବଢ଼ିଲା ଝିଅ ପାଦରେ ପଡ଼ିଛି ଲୁହାର ଶିକୁଳି । ଉଦଳା ବ୍ଲକରୁ ଆସିଛି ଏପରି ଏକ ଯନ୍ତ୍ରଣା ଭରା କାହାଣୀ । ଆମେ ଯାହା ଚାହୁଁ, ତାହା ସବୁବେଳେ ହୁଏ ନାହିଁ ।…

ଅଚଳ ବସୁଧା ଯୋଜନା: ମଟର ଅଚଳ ହୋଇଯିବା ପରେ ଆଉ ଆସୁନି ପାଇପ୍ ଯୋଗେ ପାଣି 

କନକ ବ୍ୟୁରୋ: ଅଟକି ଯାଇଛି ବସୁଧା ଯୋଜନାରେ ଜଳ ଯୋଗାଣ । ପାଣି ପାଇଁ ହଁନ୍ତସନ୍ତ ହେଉଛନ୍ତି ଲୋକେ । ସକାଳୁ ସଂଜ ଯାଏ ନଳକୂପ ପାଖରେ ଲାଗୁଛି ମହିଳାଙ୍କ ଭିଡ । ପାଣି ଟିକିଏ ପାଇବା ପାଇଁ ଘଂଟାଘଂଟା ଲାଇନରେ ଠିଆ ହେବାକୁ ପଡୁଛି । ଦୁଇଟି ଗାଁରେ ଦୁଇଟି ନଳକୁପ । ସେଥିରେ ଚଳୁଛନ୍ତି ତିନି ଶହରୁ…

ଘାରିଲାଣି ଓମିକ୍ରନ ଚିନ୍ତା । ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର…

କନକ ବ୍ୟୁରୋ : ସଂପ୍ରତି କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ହୁ) ଓମିକ୍ରନକୁ ଭୟାନକ ଓ ଚିନ୍ତାର କାରଣ ବୋଲି କହିବା ପରେ ମହାରାଷ୍ଟ୍ର ସରକାର ଏବେ ସମସ୍ତ ଘରୋଇ ବିମାନ ଯାତ୍ରୀମାନଙ୍କ ପାଇଁ…

ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ । ଜାଣନ୍ତୁ କେଉଁ ବିଭାଗକୁ କେତେ?

କନକ ବ୍ୟୁରୋ : ବିଧାନସଭାରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିଛନ୍ତି । ମୋଟ ୧୯ ହଜାର ୮୩୩ କୋଟି ଟଙ୍କାର ବଜେଟ ଗୃହରେ ଉପସ୍ଥାପନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ, ପାନୀୟଜଳ ଓ…