Daily Archives

November 23, 2021

ଓଡ଼ିଶାରେ ଓଡ଼ିଆ ଭାଷାକୁ ଗୌଣ କରିବା ନେଇ ବଢୁଛି ବିବାଦ । ଭାଷା ସଙ୍ଗଠନର ଚେତାବନୀ, CBSE ନିଷ୍ପତି ପରିବର୍ତ୍ତନ ନକଲେ…

କନକ ବ୍ୟୁରୋ : ଓଡିଶାରେ ଓଡିଆ ଭାଷା ସିବିଏସଇ ନଜରରେ ଗୌଣ ହେବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏକାଧିକ ଭାଷା ସଂଗଠନ ନିଷ୍ପତିର ପ୍ରତ୍ୟାହାର ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସିବିଏସଇର ସ୍ପଷ୍ଟିକରଣ ଆସିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇପାରୁନି । କାରଣ ସ୍ଥାନୀୟ…

କେଜ୍ରିୱାଲଙ୍କ ମିଶନ ପଞ୍ଜାବ: ଲୁଧିଆନାରେ ଅଟୋରେ ବୁଲିଲେ ଆପ ମୁଖ୍ୟ, ଅଟୋ ଡ୍ରାଇଭର ଘରେ କଲେ ରାତ୍ରି ଭୋଜନ 

କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିବାଚନ ପାଇଁ କେଉଁ ରାଜନୈତିକ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଏହାରି ଭିତରେ ଆପ ମୁଖ୍ୟ କରିଛନ୍ତି ବଡ ଘୋଷଣା । ପଞ୍ଜାବରେ ସର୍ବପ୍ରଥମେ ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ଘୋଷଣା ।  ଏମିତି କହିଛନ୍ତି ଦିଲ୍ଲୀ…

ମନୀଷ ତିୱାରିଙ୍କ ବହିକୁ ନେଇ ଅଡୁଆରେ କଂଗ୍ରେସ: ବହିରେ ମନମୋହନ ସିଂହଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ…

କନକ ବ୍ୟୁରୋ: ପୁଣି ଜଣେ ଦଳୀୟ ନେତାଙ୍କ ବହିକୁ ନେଇ ବିବାଦରେ କଂଗ୍ରେସ । କଂଗ୍ରେସ ସାଂସଦ ମନୀଷ ତିୱାରୀ ନିଜର ବହିରେ କଂଗ୍ରେସର ଶାସନ କାର୍ଯ୍ୟ ଉପରେ ଉଠାଇଛନ୍ତି ପ୍ରଶ୍ନ । ଯାହା ସୃଷ୍ଟି କରିଛି ବିବାଦ । ପୂର୍ବରୁ ସଲମାନ ଖୁର୍ସିଦଙ୍କ ‘ଅଯୋଧ୍ୟା’ ବହି ବିବାଦ ସୃଷ୍ଟି କରିଥିବାବେଳେ ଏବେ…

ସ୍ୱାଭିମାନ ଅଞ୍ଚଳରେ ଗଞ୍ଜେଇ ଗଛ କଟାକୁ ବିରୋଧ । ଲୋକେ କହିଲେ, ଫସଲର ଉଚିତ୍ ମୂଲ୍ୟ ମିଳିଲେ ଛାଡିଦେବୁ ଗଞ୍ଜେଇ ଚାଷ । 

କନକ ବ୍ୟୁରୋ : ପୁଲିସର ଗଂଜେଇ କଟା ଅଭିଯାନ ବିରୋଧରେ ସ୍ୱାଭିମାନ ଅଂଚଳରେ ପ୍ରଜାମେଳୀ । ପ୍ରଶାସନ ଗଂଜେଇ ଚାଷକୁ ବିରୋଧ କରୁଛି, କିନ୍ତୁ ଆଦିବାସୀ ଅଂଚଳରେ ଚାଷ ହେଉଥିବା ହଳଦୀ, ବିରି, ମାଣ୍ଡିଆ ଓ ପନିପରିବାର ଉଚିତ୍ ମୂଲ୍ୟ ମିଳୁନାହିଁ । ତେଣୁ ରୋଜଗାର ଆଶାରେ ଲୋକେ ଗଂଜେଇ ଚାଷ କରୁଛନ୍ତି ।…

କୃଷି ଆଇନ ପ୍ରତ୍ୟାହାର ନେଇ ଖୁସି ନାହାଁନ୍ତି ସୁପ୍ରିମ କୋର୍ଟ ପ୍ୟାନେଲ, ମୁଖ୍ୟ ବିଚାରପତିଙ୍କ ପାଖରେ କଲେ ଆବେଦନ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ୩ ଟି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ ଏନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ ଖୁସି ନଥିବା ଜଣାପଡିଛି । ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତ କମିଟିର ସଦସ୍ୟ ଅନିଲ ଧନବଟ ମଙ୍ଗଳବାର ଦିନ ଏନେଇ ମୁଖ୍ୟ ବିଚାରପତି ଏନ.ଭି…