Daily Archives

November 18, 2021

ସାମ୍ନାକୁ ଆସିଲା ଚୀନର ମନମାନୀ: ଅରୁଣାଚଳ ପ୍ରଦେଶରେ ଗାଁ ବସାଇବା ନେଇ ସାଟେଲାଇଟ୍ ଇମେଜରେ କଏଦ ହେଲା ଦୃଶ୍ୟ

କନକ ବ୍ୟୁରୋ: ପ୍ରକୃତ ନିୟନ୍ତ୍ରଣ ରେଖା ପାର କରି ଭାରତ ସୀମା ଭିତରେ ଚୀନ ପ୍ରସ୍ତୁତ କରିଛି ଗାଁ ।.. ଅରୁଣାଚଳ ପ୍ରଦେଶ ସୀମାର ୬ କିଲୋମିଟର ଏରିଆ ଭିତରେ ଚୀନର ଏନକ୍ଲେଭ ଦେଖିବାକୁ ମିଳିଛି । ଏହି ସାଟେଲାଇଟ୍ ଇମେଜକୁ ଦେଖିବା ପରେ ଚୀନର ମନମାନି ଜଣାପଡିଛି । ମାତ୍ର ୨ ବର୍ଷ ଭିତରେ ଭାରତ…

କାଲି କରୋନାରେ ସଂକ୍ରମିତ ହେଲେ, ଆଜି ବାହାରେ ବୁଲିଲେ ଜଟଣୀ ବିଧାୟକ ସୁର ରାଉତରାୟ । ଉଠିଲା ପ୍ରଶ୍ନ, ନେତାଙ୍କ ପାଇଁ…

କନକ ବ୍ୟୁରୋ : ରାଜଧାନୀର ଲୋକସେବା ଭବନ ନିକଟରେ ଆଜି ହଠାତ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା ଯେ, ସୁର କରୋନା ପଜିଟିଭ ଅଛନ୍ତି । ଆଉ ହଠାତ ଗୋଟିଏ ଦିନ ପରେ ସୁର ସିଧା ବାହାରେ ବୁଲିବା ଚର୍ଚ୍ଚାର ବିଷୟ…

ଚେନ୍ନାଇକୁ ବର୍ଷା ଭୟ: ପୂର୍ବରୁ ବନ୍ୟା ବିତ୍ପାତ ସୁଧୁରି ନଥିବାବେଳେ ଆହୁରି ୨ ଦିନ ଲଗାଣ ବର୍ଷାର ପୂର୍ବାନୁମାନ 

କନକ ବ୍ୟୁରୋ: ପୁଣି ଚେନ୍ନାଇକୁ ବର୍ଷା ଭୟ । ଲଗାଣ ବର୍ଷା ନେଇ ତାମିଲନାଡୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ତେବେ ଚିନ୍ତାର ବିଷୟ ହେଉଛି ଗତ ଲଘୁଚାପ ବର୍ଷାରେ ବେହାଲ ହୋଇଥିବା ଚେନ୍ନାଇ ଅବସ୍ଥା ଏବେ ବି ସୁଧୁରି ନାହିଁ । ଆଉ…

ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ସରକାରୀ ବାବୁ । କୋଟିଏରୁ ଅଧିକ ଟଙ୍କାର କୋଠା ଠାବ, ଖଟତଳୁ ମିଳିଲା ୩୫ ହଜାର…

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ ବେଳେ ତାଙ୍କ ଘର ଦେଖି କାବା ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ତାଙ୍କ ଘରେ କୋଟି କୋଟି ଟଙ୍କାର ସାଜସଜା…

ପୁରୀର ନାମ ପରିବର୍ତ୍ତନକୁ ନେଇ ବଢ଼ୁଛି ବିବାଦ । ରାସ୍ତାକୁ ଓହ୍ଲାଇଲା ବ୍ରାହ୍ମଣ ସମାଜ ।

କନକ ବ୍ୟୁରୋ : ପୁରୀ ନାଁ ପରିବର୍ତ୍ତନ ପ୍ରସଙ୍ଗ ଏବେ ଚର୍ଚ୍ଚାରେ । ବିଜେପି ଏହାକୁ ନେଇ ବୟାନବାଜି କରୁଥିବା ବେଳେ କିଛି ମହଲରେ ପ୍ରତିବାଦ ବି ଦେଖିବାକୁ ମିଳିଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଁ ପରିବର୍ତ୍ତନ ସପକ୍ଷରେ ମତ ଦେଇଥିବା ବେଳେ ଗତକାଲି କେନ୍ଦ୍ର…