Daily Archives

November 7, 2021

ପୋଟଳ ଚାଷର ଗାଁ: ରାୟଗଡା ରାମନାଗୁଡା ବ୍ଲକର ଲିମାପଦର ଗାଁରେ ଆଧୁନିକ ପଦ୍ଧତିରେ ହେଉଛି ପୋଟଳ ଚାଷ 

କନକ ବ୍ୟୁରୋ: ଗାଁ ପରିଚୟ ପୋଟଳ ଚାଷ । ପାରମ୍ପାରିକ ପଦ୍ଧତିରେ ଚାଷ ଛାଡି ଆଧୁନିକ ପଦ୍ଧତିରେ ପଟୋଳ ଚାଷ କରି ଆର୍ôଥକ ସ୍ଥିତି ସୁଦୃଢ କରି ପାରିଛନ୍ତି ଚାଷୀ  । ଆଉ ଚାଷୀଙ୍କୁ ସହଯୋଗର ହାତ ବଢାଇଛି ଉଦ୍ୟାନ ବିଭାଗ  । ଏବେ ଆସନ୍ତୁ ଜାଣିବା କେମିତି ହୋଇଛି ପୋଟଳ ଚାଷ, ଆଉ ଏଥିରୁ କେତେ ଲାଭ…

ଇଞ୍ଜିନିୟରିଂ ପାଠ ପ୍ରତି କମୁଛି କି ଆଗ୍ରହ? ଚଳିତ ବର୍ଷ ମଧ୍ୟ ପ୍ରାୟ ୬୦% ସିଟ୍ ଖାଲି ପଡିବା ଆଶଙ୍କା

କନକ ବ୍ୟୁରୋ: ଇଞ୍ଜିନୟରିଂ ପଢିବାକୁ ପିଲାଙ୍କ ଆଗ୍ରହ କମୁଛି । ରାଜ୍ୟରେ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜର ସିଟ୍ ସଂଖ୍ୟା ଓ ଚଏସ ଲକିଂରୁ ଏହା ସ୍ପଷ୍ଟ ହୋଇଛି । ଯଥେଷ୍ଟ ନିଯୁକ୍ତି ସୁଯୋଗ ମିଳୁନଥିବାକୁ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପାଠରୁ ମୁହଁ ଫେରାଇ ନେଉଥିବା ବିଶେଷଜ୍ଞ…

ଜିପିଏସ ଧରା ପକାଇଦେଲା ଗାଡି ଚୋରି । ପର୍ଦ୍ଦାଫାସ ହେଲା ସ୍କ୍ରାପେଜ କାରବାରର ଗୁମର  

କନକ ବ୍ୟୁରୋ: ଚୋର ପାଇଁ ଯେତେ ଦାମିକା ଗାଡି ହେଲେ ବି ତାର କିଛି ମୂଲ୍ୟ ନାହିଁ । ସେହି ଦାମି ଗାଡିକୁ ଲୁହା ଦରରେ କବାଡିଆବାଲାକୁ ବିକ୍ରି କରି ଦେଉଛନ୍ତି ଲୁଟେରା । ଜଗତପୁରରୁ ଚୋରି ଯାଇଥିବା ଏକ ଗାଡିର ଜିପିଏସ ଧରାପକାଇ ଦେଇଛି ଚୋରା ଗାଡିର ସ୍କ୍ରାପେଜ୍ କାରବାର ।  ଘର ସମ୍ମୁଖରେ ଟାଟା…

ବ୍ରହ୍ମଗିରିରେ ସିରିଜ୍ ବୋମାମାଡ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଳିଲା ୩୦ରୁ ଅଧିକ ଘର । ଫୁଟିଲା ୪୦ରୁ ଅଧିକ ବୋମା…

କନକ ବ୍ୟୁରୋ: ବ୍ରହ୍ମଗିରିରେ ବୋମା ଫୁଟିଲା, ଘର ଜଳିଲା । ଏଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା ଯେ କିଛି ଘଣ୍ଟା ଧରି କାହାରି ନିୟନ୍ତ୍ରଣରେ ନଥିଲା କୃଷ୍ଣପ୍ରସାଦ ବ୍ଲକର ନାଥପୁର ଗାଁ ନିକଟସ୍ଥ ଅଞ୍ଚଳ । ଉଭୟ ପଟରୁ ବୋମା ମାଡ ଚାଲିଥାଏ, ଏବଂ ଗୋଟିଏ ପରେ ଗୋଟିଏ ଘରେ ନିଆଁ ଲାଗୁଥାଏ…

୯ରେ ନବୀନ-ଜଗନ ଭେଟାଭେଟି । ତୁଟିବ କି କୋଟିଆ ବିବାଦ ? ବୈଠକରେ ଉଠିପାରେ ପୋଲାଭରମ, ବଂଶଧାରା ଓ କୋଟିଆ ପ୍ରସଙ୍ଗ ।

କନକ ବ୍ୟୁରୋ: ସୀମା ବିବାଦକୁ ନେଇ ଆନ୍ଧ୍ର ଓଡିଶା ମୁହାଁମୁହିଁ ଭିତରେ ଓଡିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ମଙ୍ଗଳବାର ଦିନିକିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭେଟିବା କାର୍ଯ୍ୟସୂଚୀ ରହିଛି । ଦୁଇ ନେତାଙ୍କ ମଧ୍ୟରେ ପୋଲାଭରମ…

ରାଜଧାନୀର ରକ୍ତ ଚରିତ୍ର ଗ୍ୟାଙ୍ଗ ପଛରେ ଧାଉଁଛି ପୁଲିସ: ଏଯାଏଁ ଧରା ପଡ଼ିଛନ୍ତି ୫ ଅଭିଯୁକ୍ତ 

କନକ ବ୍ୟୁରୋ: ରାଜଧାନୀ ରାସ୍ତାରେ ମାରଣାସ୍ତ୍ର, ବନ୍ଧୁକ ଧରି ଆତଙ୍କିତ କରୁଥିବା ଗ୍ୟାଙ୍ଗ ଏବେ କମିସନରେଟ ପୁଲିସର ଟାର୍ଗେଟକୁ ଆସିଛି । ଭାଇରାଲ ଭିଡିଓ ଅଧାରରେ ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ବନ୍ଧୁକ, ମାରଣାସ୍ତ୍ର ଜବତ କରାଯାଇଛି । ସେମାନଙ୍କୁ ପଚରା…