Daily Archives

October 30, 2021

ନ୍ୟୁଜିଲାଣ୍ଡ ବିପକ୍ଷରେ ବାଦ ପଡିବେ କି ହାର୍ଦ୍ଦିକ? କୋହଲି ଦେଲେ ଏମିତି ଉତ୍ତର 

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଆସନ୍ତାକାଲି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ପ୍ରଥମ ମ୍ୟାଚ ପାକିସ୍ତାନ ସହ ପରାସ୍ତ ହେବା ପରେ ଏହି ମ୍ୟାଚରେ ଭାରତ ଲୟକୁ ଫେରିବାକୁ ପ୍ରୟାସ କରିବ । ତେବେ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରେସ କନଫରେନ୍ସ କରି ରଣନୀତି ବିଷୟରେ…

ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା । ସତର୍କ ସୂଚନା ଜାରି ।

କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ…

ରାତି ବଢିଲେ ଭୁବନେଶ୍ୱରରେ ବଢୁଛି ଅପରାଧୀଙ୍କ ରାଜୁତି: ହାତରେ ହତିଆର ଓ ବନ୍ଧୁକ ଧରି ରାଜରାସ୍ତାକୁ କରୁଛନ୍ତି କବଜା

କନକ ବ୍ୟୁରୋ: ରାଜଧାନୀରେ ପ୍ରତ୍ୟେକ ଦିନ ଘଟୁଛି ଅପରାଧ । କେତେବେଳେ ଲୁଟ୍ ତ କେତେବେଳେ ଲୋକଙ୍କୁ ହେଉଛି ଆକ୍ରମଣ । ରାତି ହେଲେ ବଢୁଛି ଅପରାଧୀଙ୍କ ରାଜୁତି । ରାଜଧାନୀ ରାସ୍ତାକୁ ନିଜ କବଜା ନେଉଛନ୍ତି ଅପରାଧୀ । ହାତରେ ମାରଣାସ୍ତ୍ର ଧରି ବାହାରକୁ ବାହାରି ଆସୁଛନ୍ତି ଏହି ଅପରାଧୀମାନେ ।…

ମାଆ ଭେଣ୍ଟିଲେଟରରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ, ପୁଅ ପଡିଆରେ ପାକିସ୍ତାନକୁ ବିଜୟୀ କରାଇଲେ । ବାବରଙ୍କ ବାପା…

କନକ ବ୍ୟୁରୋ : ବିଶ୍ୱକପ ଇତିହାସରେ ପ୍ରଥମଥର ଭାରତ ବିପକ୍ଷରେ ବିଜୟୀ ହୋଇଛି ପାକିସ୍ତାନ । ଆଉ ଏହି ବିଜୟ ପରେ ପାକିସ୍ତାନରେ ଅଦିନିଆ ଉତ୍ସବ ଦେଖିବାକୁ ମିଳିଥିଲା । ବାଣ ଫୁଟାଇ, ମିଠା ଖୁଆଇ ସେଲିବ୍ରେସନ କରିଥିଲେ ପାକିସ୍ତାନବାସୀ । ଆଉ ସବୁଠୁ ବଡ କଥା ହେଉଛି ଚଳିତ ବିଶ୍ୱକପରେ ହ୍ୟାଟ୍ରିକ…

ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ବୋଲରଙ୍କ ଚେତାବନୀ । ପାକିସ୍ତାନର ସାହିନ ଆଫ୍ରିଦି ଯାହା କରିଥିଲେ ମୁଁ…

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ରବିବାର ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଭାରତ । ଏହି ମ୍ୟାଚ୍ ଜିତି ସେମିଫାଇନାଲ ରେସରେ ରହିବାକୁ ଚାହିିଁବେ  ଉଭୟ ଦଳ । କାରଣ ଉଭୟ ଦଳ ପାକିସ୍ତାନ ଠାରୁ ନିଜର ପ୍ରଥମ ମ୍ୟାଚ୍ ହାରି ସାରିଛନ୍ତି । ତେବେ ଏହି ହାଇଭୋଲଟେଜ ମ୍ୟାଚ୍ ପୂର୍ବରୁ ଟିମ୍…

ଦୀପାବଳିରେ ଲଞ୍ଚ କରିବ ଜିଓ ଫୋନ ନେକ୍ସଟ: ଜାଣନ୍ତୁ କଣ ରହିଛି ଫିଚର୍ସ?

କନକ ବ୍ୟୁରୋ: ରିଲାଏନ୍ସ ଓ ଗୁଗଲ ମିଳିତ ଭାବେ ତିଆରି କରିଥିବା ସ୍ମାର୍ଟଫୋନ ଜିଓ ଫୋନ ନେକ୍ସଟ ଭାରତରେ ଲଞ୍ଚ କରିସାରିଛି । ଗ୍ରାହକ ଇଏମଆଇ ଅପ୍ସନ ସହ ଏହି ଫୋନକୁ ୧,୯୯୯ ଟଙ୍କା ଦେଇ କିଣିପାରିବେ । ଏହି ସ୍ମାର୍ଟଫୋନ ଭାରତରେ ଦିପାବଳୀ ଦିନ ଲଞ୍ଚ କରିବ । ତେବେ ଆସନ୍ତୁ ଜାଣିବା ଏହି ଫୋନର…