Daily Archives

September 30, 2021

କାଲିଠାରୁ ବଦଳିଯିବ ରେଳ ବିଭାଗର ଏହିସବୁ ନିୟମ, ଟିକେଟ ବୁକ୍ କରିବା ପୂର୍ବରୁ ଜାଣନ୍ତୁ ନୂଆ ନିୟମ

କନକ ବ୍ୟୁରୋ: ଯଦି ଆପଣ ରେଳଯାତ୍ରା କରୁଛନ୍ତି ତେବେ ନିଶ୍ଚିନ୍ତ ଭାବେ ଏହି ଖବର ଉପରେ ନଜର ପକାନ୍ତୁ । ଏବେ ଟିକେଟ ବୁକ୍ କରିବା ପୂର୍ବରୁ ଭାରତୀୟ ରେଳ ବିଭାଗର ନୂଆ ନିୟମ ବାବଦରେ ଜାଣନ୍ତୁ । ମୁଖ୍ୟତ ଭାରତୀୟ ରେଳର ସମୟ ସାରଣୀରେ ପରିବର୍ତ୍ତନ ହେବାକୁ ଯାଉଛି । କରୋନା ମହାମାରୀ ପାଇଁ ବନ୍ଦ…

କଟକରେ ଦାଦା ବଟିକୁ ନା: ଜୋରଜବରଦସ୍ତି ଚାନ୍ଦା ଆଦାୟ କଲେ ପୋଲିସ ଉଠାଇନେବ

କନକ ବ୍ୟୁରୋ: ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ପୂଜା କିମିଟିଙ୍କ ସହ କମିଶନରେଟ ପୋଲିସର ଆଲୋଚନା ହୋଇଥିଲା । ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ଏନେଇ କମିଶନର କହିଛନ୍ତି, ଦାଦା ବଟିକୁ ନା’କୁ ନେଇ କମିଶନରେଟ ପୋଲିସର ଡ୍ରାଇଭ ଜାରି ରହିବ । ଜୋରଜବରଦସ୍ତି ଚାନ୍ଦା ଆଦାୟ…

ବ୍ରହ୍ମପୁର ଏମକେସିଜିରେ ଖାଲି ପଡିଛି ୮୦ ଡାକ୍ତର ପଦବୀ । ଚିକିତ୍ସା ନପାଇ ଫେରି ଯାଉଛନ୍ତି ରୋଗୀ ।

କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । ଏହି ମେଡ଼ିକାଲ ଉପରେ ନିର୍ଭର କରନ୍ତି ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକେ । କିନ୍ତୁ ଏବେ ଏହି ମେଡ଼ିକାଲଟି ନାହିଁ ନାହିଁରେ ଚାଲିଛି । ଏଠାରେ ୮୦ ଡ଼ାକ୍ତର ପଦବୀ ଖାଲି ରହିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ୨ଟି ବିଭାଗରେ ବିଲକୁଲ୍ ଡାକ୍ତର…

କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ଭିତରେ ଟଣାଓଟରା । ଆନ୍ଧ୍ରର ବିକାଶର ବେଗ ଆଗରେ ପଛରେ ପଡିଯିବନି ତ ଓଡିଶାର କଚ୍ଛପ ଗତି ?

କନକ ବ୍ୟୁରୋ : ସୀମା ବିବାଦକୁ ନେଇ କୋଟିଆ ଚର୍ଚ୍ଚା ଥମିବାର ନାଁ ଧରୁନି । ଗୁଲାବ ବାତ୍ୟାର ଆକଳନ ସାଙ୍ଗକୁ କୋଟିଆ ଗ୍ରାମ ପୁଂଜରେ ଲାଗିଥିବା ଫଳକକୁ ନେଇ ପୁଣି ଟଣାଓଟରା ଆରମ୍ଭ ହୋଇଛି । ଓଡିଶା-ଆନ୍ଧ୍ର ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଛକାପଂଝା ଚାଲିଛି । ଆଉ ଏହାରି ଭିତରେ କୋଟିଆର ବିକାଶ…

କାହିଁକି ବାରମ୍ବାର ମହାନଦୀ ସ୍ରୋତରେ ଭାସି ଯାଉଛନ୍ତି ହାତୀପଲ ? ଦେବୀ ଦ୍ୱାର ନିକଟରେ ସ୍ଥିତି ପରଖିଲା କନକ ନ୍ୟୁଜ ।

କନକ ବ୍ୟୁରୋ : ବାରମ୍ବାର ମହାନଦୀରେ ଭାସି ଯାଉଛନ୍ତି ହାତୀ । ସୁଅରେ ଭାସି ଯାଇ ମୃତ୍ୟୁମୁଖରେ ପଡିଛନ୍ତି ହାତୀ । କାହିଁକି ଓ କେମିତି ମହାନଦୀରେ ଭାସି ଯାଉଛନ୍ତି ହାତୀ ? ଆଉ ଏଥିପାଇଁ ଦାୟୀ କିଏ ? ଏ ସବୁର ଉତ୍ତର ଖୋଜିବା ପାଇଁ ହାତୀ ଚଲାପଥ କୁହାଯାଉଥିବା ବାଙ୍କୀର ଦେବୀ ଦ୍ୱାର ନିକଟରେ…

ପେଟ୍ରୋଲ ପାଇଁ ବ୍ରିଟେନରେ ହାହାକାର । ଲମ୍ବା ଲମ୍ବା ଲାଇନରେ ଛିଡା ହେଲେ ମିଳୁଛି ମାତ୍ର କେଇ ଲିଟର ପେଟ୍ରୋଲ, ନ ପାଇଲେ…

କନକ ବ୍ୟୁରୋ : ପେଟ୍ରୋଲ ସଙ୍କଟ ଏବେ ବ୍ରିଟେନକୁ ବେହାଲ କରି ଦେଇଛି । ପେଟ୍ରୋଲ ଲିଟର ପାଇଁ ଲୋକଙ୍କୁ ଲମ୍ବା ଲମ୍ବା ଲାଇନରେ ଛିଡା ହେବାକୁ ପଡୁଛି । କାହାକୁ ମିଳୁଛି ତୁ ପୁଣି କାହାକୁ ମିଳୁନି । ପେଟ୍ରୋଲ ପମ୍ପରେ ଭିଡ଼ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକେ ସକାଳ ପ୍ରହରରୁ ପେଟ୍ରୋଲ…