Daily Archives

September 30, 2021

ଗାଁ ଲୋକଙ୍କ ସହ ଏମିତି ନାଚିଲେ ମନ୍ତ୍ରୀ, ଟ୍ୱିଟକରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : କେନ୍ଦ୍ର ଆଇନମନ୍ତ୍ରୀ ବୁଧବାରଦିନ ଅରୁଣାଚଳ ପ୍ରଦେଶରେ ଏକ ଯୋଜନାର ସମୀକ୍ଷା କରିବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ସହ ଏମିତି ନାଚିଛନ୍ତି ଯେ ଏହି ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ବି ଟ୍ୱିଟ କରି ପ୍ରଶଂସା କରିଛନ୍ତି । କହିରଖୁ କି ଏକ ପରିଯୋଜନାର ସମୀକ୍ଷା କରିବାକୁ…

ଟିକା ନେବାପରେ ବି ବୋଲମାନୁନି କରୋନା, ମୁମ୍ବାଇର କେଇଏମ୍ ହସ୍ପିଟାଲରେ ୨୩ ଡାକ୍ତରୀ ଛାତ୍ର ପଜିଟିଭ୍

କନକ ବ୍ୟୁରୋ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର କେଇଏମ୍ ହସ୍ପିଟାଲରେ ୨୩ ଜଣ ଡାକ୍ତରୀଛାତ୍ର କରୋନା ସଂକ୍ରମିିତ ହୋଇଛନ୍ତି । କରୋନାରେ ସଂକ୍ରମିତ ହୋଇଥିବା ଏହି ଛାତ୍ରମାନଙ୍କ ମଧ୍ୟରୁ କିଛି କରୋନା ଟିକାର ପ୍ରଥମ ଡୋଜ ନେଇଥିବା ବେଳେ କିଛି ଛାତ୍ର ଟିକାର ଉଭୟ ଡୋଜ ନେଇସାରିଛନ୍ତି । ନ୍ୟୁଜ୍…

ବଣ୍ଡାଘାଟିର ଜଳ ଯୁବତୀ । ପାଣି ଟୋପେ ପାଇଁ… ଖୋଳିଦେଲେ କୂଅ, ଦୂର ହେଲା ଜଳ ସମସ୍ୟା ।

କନକ ବ୍ୟୁରୋ: ଅଚଳ ହୋଇ ପଡିଛି ପାଣି ପାଇପ । ଗାଁର ବିଭିନ୍ନ ସ୍ଥାନରେ ରହିଛି ଅକାମୀ ଷ୍ଟାଣ୍ଡପୋଷ୍ଟ । ନା ପାଣି ବାହାରୁଛି ନା ଶୋଷ ମେଣ୍ଟୁଛି ନା କାହା କାମରେ ଲାଗୁଛି । ବିଶୁଦ୍ଧ ପାଣି ଟୋପେ ମିଳୁନି ବୋଲି ଲୋକେ ନାଇ ନଥିବା ହଇରାଣ ହେଉଛନ୍ତି । ପିଇବା ଠାରୁ ଆରମ୍ଭ କରି ଦୈନନ୍ଦୀନ…

ପିପିଲି ଉପନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦% ମତଦାନ

କନକ ବ୍ୟୁରୋ: ନେତା ବାଛୁଛି ପିପିଲି । କିଏ ହେବେ ପିପିଲିର ପରବର୍ତୀ ବିଧାୟକ । ପିପିଲି ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୫ଟା ସୁଦ୍ଧା ପିପିଲିରେ ୬୮.୪୦% ମତଦାନ ହୋଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ କରୋନାରେ ମୃତ୍ୟୁ ପରେ ଏହି ଉପନିର୍ବାଚନ ହେଉଛି । ତେବେ ଦୁଇ…

ବର୍ଷା ଦିନେ ଜଳବନ୍ଦୀ ଜୀବନ ଜିଉଁଛନ୍ତି ପାଳଚମ୍ପେଇ ଗାଁର ୫୦ ପରିବାର । ରାସ୍ତା ନଥିବାରୁ ଦେଶୀ ଡଙ୍ଗା ଭରସା ।

କନକ ବ୍ୟୁରୋ : ଗାଁର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି, ମାତ୍ର ତାହା ଯେମିତି କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ଯାହାର ଉଦାହରଣ ହେଉଛି ବାଲିଆପାଳର ପାଳଚମ୍ପେଇ ଗାଁ । ବର୍ଷା ଦିନ ଆସିଲେ ଗାଁର ଅବସ୍ଥା କହିଲେ ନସରେ । ପାଣି ଘେରରେ ଥିବା ଏହି ଗାଁ ବାହ୍ୟ ଜଗତରୁ…

ଆଉ କିଛି ସମୟ ପରେ ଆସିବ ନୂଆ କରୋନା ଗାଇଡଲାଇନ୍ । ନାଇଟ୍ କର୍ଫ୍ୟୁ ଓ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ…

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଉ କିଛି ସମୟ ଭିତରେ ଆସିବ ନୂଆ ଗାଇଡଲାଇନ । ନାଇଟ କର୍ଫ୍ୟୁ ଓ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କ ନଜର । ପାର୍ବଣ ବେଳେ ସରକାର ନୂଆ ଗାଇଡଲାଇନରେ କ’ଣ ଆଣିବେ ତାରି ଉପରେ ଦୃଷ୍ଟି ରହିଛି ।…