Daily Archives

September 11, 2021

ୟୁପି ବିଧାନସଭା ନିର୍ବାଚନ ଲଢିବ ଶିବସେନା, ସବୁ ଆସନରେ ପ୍ରାର୍ଥୀ ଦେବାକୁ ଉଦ୍ଧବ ଠାକରେଙ୍କ ଘୋଷଣା

କନକ ବ୍ୟୁରୋ : ବିଜେପିକୁ ଚଖମା ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନା ଏବେ ୟୁପି ରାଜନୀତରେ ପ୍ରବେଶ କରିବାକୁ ଯାଉଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଶିବସେନା ତରଫରୁ…

ଆଇପିଏଲ ଉପରେ ସଙ୍କଟର କଳାବାଦଲ! ଭାରତୀୟ ଖେଳାଳୀଙ୍କ ଉପରେ ବିସିସିଆଇର ନଜର ।

କନକ ବ୍ୟୁରୋ : ଆଇପିଏଲ ଉପରେ ଘୂରି ବୁଲୁଛି ସଙ୍କଟର କଳାବାଦଲ । ଇଂଲଣ୍ଡ-ଭାରତ ଶେଷ ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ ଏବେ ଆଇପିଏଲ ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଏବେ ଆଇପିଏଲ ଉପରେ ମଧ୍ୟ କରୋନାର କାଳ ନଜର ପଡିଛି । ଖାସକରି ଯେତେବେଳେ ଟିମ୍ ଇଣ୍ଡିଆର କ୍ୟାମ୍ପରେ କରୋନା ଏଣ୍ଟ୍ରି…

ନୂଆଁଖାଇରେ ଆସିଲା କାଳିଆ ଟଙ୍କା । ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩ କୋଟି ।

କନକ ବ୍ୟୁରୋ: ଆସିଲା କାଳିଆ ଟଙ୍କା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ସହାୟତାରେ  ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା…

ଦେଶର ୫ ଦାମୀ ଘର: ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ 

କନକ ବ୍ୟୁରୋ: ବଡ ଓ ସୁନ୍ଦର ଘରେ ରହିବାକୁ ସମସ୍ତେ ପସନ୍ଦ କରନ୍ତି । ଆଉ ଏଭଳି ଏକ ସୁନ୍ଦର ଘର କରିବାକୁ ସମସ୍ତେ ପରିଶ୍ରମ କରିଥାନ୍ତି । ଆଉ ନିଜ ପରିଶ୍ରମ ବଳରେ ଏମିତି ଅନେକ ଟଙ୍କା ଖର୍ଚ୍ଚ କରି ବଲ୍ଡିଂ ତିଆରି କରିଥାନ୍ତି । ଆଉ ଆମେ ଆଜି ଆପଣଙ୍କୁ ଦେଶର ସେମିତି କିଛି ଘର ବିଷୟରେ କହିବୁ,…

ଯେଉଁ ଆଲମିରା ସାମ୍ନାରେ ବସି ସାଲହେ ଜାରି କରିଥିଲେ ଭିଡିଓ ବାର୍ତ୍ତା, ସେଠି ପହଂଚିଲା ତାଲିବାନ

କନକ ବ୍ୟୁରୋ : ଗୋଟେପଟେ ତାଲିବାନ ପାଖରେ ଆତ୍ମସମର୍ପଣ କରିଛି ଆଫଗାନିସ୍ତାନ, ହେଲେ ପଞ୍ଜଶୀର ଦଖଲ କରିବାକୁ ତାଲିବାନ ଏବେ ନାକରେ ପାଣି ପିଉଛି । ପଞ୍ଜଶୀର ଘାଟିରେ ଏଏନଆରଏଫ୍ ତରଫରୁ ତାଲିବାନ ବିରୋଧରେ ପୁରା ଦମ୍ ଲଗାଇ ଦେଇଛି । ଏହି ସମୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁ ଫଟୋକୁ…

ଆଇପିଏଲରୁ ଓହରିଲେ ଇଂଲଣ୍ଡର ଦୁଇ ଖେଳାଳୀ । କିଛି ଏମିତି ରଖିଲେ କାରଣ?

କନକ ବ୍ୟୁରୋ : ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲର ବଳକା ମ୍ୟାଚ୍ । ପଞ୍ଚମ ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ ଭାରତୀୟ ଟିମର ଖେଳାଳୀ ମାନେ ମଧ୍ୟ ମାଞ୍ଚେଷ୍ଟରରୁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଏସବୁ ଭିତରେ ପଞ୍ଜାବ କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ବଡ…