Daily Archives

August 4, 2021

ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ଆଉ ଏକ ମେଡାଲ, ସେମି ଫାଇନାଲରେ ପରାସ୍ତ ହୋଇ ବ୍ରୋଂଚ ପଦକ ଆଣିଲେ ବକ୍ସର ଲଭଲିନା…

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ଗୌରବ ଆଣିଛନ୍ତି ମହିଳା ଖେଳାଳୀ । ଭାରଉତୋଳନରେ ମୀରାବାଇ ଚାନୁ ରୌପ୍ୟ ଓ ବ୍ୟାଡମିଂଟନରେ ପିଭି ସିନ୍ଧୁ ବ୍ରୋଂଜ ପଦକ ପାଇବା ପରେ ଆଜି ବକ୍ସିଂରେ ଲଭଲିନା ବ୍ରୋଂଜ୍ ପଦକ ହାସଲ କରିଛନ୍ତି । ଭାରତ ଫେରିବା ପରେ ପି.ଭି. ସିନ୍ଧୁଙ୍କୁ ଜୋରଦାର…

ପିଏସ ବିରଂଚି ସାହୁଙ୍କ ଆୟ ବହିର୍ଭୁତ ସଂପତି ମାମଲା । ଟଙ୍କା କାରବାର ତଦନ୍ତ କରିବ ଇଡି ।

କନକ ବ୍ୟୁରୋ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ଏହି ବ୍ୟକ୍ତିଗତ ସଚିବ ଓଡିଶାରେ ଦୁର୍ନୀତିର ପ୍ରତୀକ ବନି ଯାଇଛନ୍ତି । ଏହିଭଳି ବ୍ୟକ୍ତିମାନେ ସରକାରୀ ପଦପଦବିରେ ରହି, ଲୁଟ୍ କରନ୍ତି, ଯୋଗ୍ୟ ପିଲାଙ୍କ ହକ୍ ଛଡାଇ ନେଇ ନିଜ ପକେଟ ଗରମ କରି ଅୟସ କରନ୍ତି । ବିରଂଚିଙ୍କ ପାଖରୁ…

ବଢ଼ିଲା ଭାରତର ସୁନା ଆଶା । ଜାଭଲିନ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା, ରେସଲିଂରେ ସ୍ୱର୍ଣ୍ଣ ପାଇଁ ଲଢିବେ ରବି ଦହିୟା

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ଜବରଦସ୍ତ ପ୍ରଦର୍ଶନ । ଜାଭଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା । ଗ୍ରୁପ୍ ‘ଏ’ର ପ୍ରଥମ ସ୍ଥାନରେ ରହିଛନ୍ତି ନୀରଜ ଚୋପ୍ରା । ଫାଇନାଲରେ ପହଂଚିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ୮୩.୫ ମିଟର…

ଅଗଷ୍ଟ ୧୬ରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀବାସୀ କରିବେ ଦର୍ଶନ, ଟୀକାର ୨ଟି ଡୋଜ କିମ୍ବା ନେଗେଟିଭ୍…

କନକ ବ୍ୟୁରୋ : ଦୀର୍ଘ ଦିନ ପରେ ପୁଣି ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଆସନ୍ତା ୧୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ପ୍ରଥମ ୫ ଦିନ ପୁରୀବାସୀଙ୍କୁ କେବଳ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ଅଗଷ୍ଟ ୧୬ରୁ ୨୦ ତାରିଖ ପୁରୀବାସୀ ମହାପ୍ରଭୁଙ୍କ ରତ୍ନବେଦୀରେ ଦର୍ଶନ…

ଧାନବାଦ ଜଜ୍ ମୃତ୍ୟୁ ମାମଲା : ହତ୍ୟା ନା ଦୁର୍ଘଟଣା ଯାଂଚ କରିବ ସିବିଆଇ

କନକ ବ୍ୟୁରୋ : ଧାନବାଦ ସହରରେ ଏଡିଜି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ସବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସବିଆଇର କହିବା ମୁତାବକ ଝାଡଖଣ୍ଡ ସରକାର ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ କରାଯାଇଛି । ଏବେ ସ୍ଥାନୀୟ ପୋଲିସ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି ଓ…

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । କହିଲେ, କୋଭିଡ ନିୟମ ନମାନିଲେ ପୁଣି ଲକଡାଉନ କରିବାକୁ ବାଧ୍ୟ ହେବୁ…

କନକ ବ୍ୟୁରୋ: ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ଯୁଦ୍ଧ ଏଯାଏଁ ସରିନାହିଁ । ଅନ୍ୟ ରାଜ୍ୟମାନଙ୍କରେ ଏବେ ବି କରୋନା ସଂକ୍ରମଣ ବଢୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଯଦି କରୋନା ନିୟମ ରାଜ୍ୟରେ ଠିକ ଭାବେ…