Monthly Archives

June 2021

କାଟାଗୋରୀ-ଏ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି । କେବଳ ଜିଲ୍ଲା-ଜିଲ୍ଲା ଭିତରେ ଚାଲିବ ବସ୍

କନକ ବ୍ୟୁରୋ: ଆସିଲା ଜୁଲାଇ ଗାଇଡଲାଇନ । ୨ଟି କାଟାଗୋରୀରେ ଜିଲ୍ଲାକୁ ବିଭକ୍ତ କରି କଟକଣା ଲାଗୁ କରାଯାଇଛି । ତେବେ କାଟାଗୋରୀ-ଏ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି । କେବଳ ଜିଲ୍ଲା-ଜିଲ୍ଲା ଭିତରେ ବସ ଚଳାଚଳ ପାଇଁ ଅନୁମତି ମିଳିଲା । ବସରେ ଯେତିକି ସିଟ ଅଛି ସେତିକି ଯାତ୍ରୀ…

କାଟାଗୋରୀ-ବିରେ ୧୦ ଜିଲ୍ଲା  । ସକାଳ ୬ରୁ ଦିନ ୨ଟା ଯାଏଁ ଖୋଲିବ ଦୋକାନ, ଜାରି ରହିବ ସପ୍ତାହାନ୍ତ ସଟଡାଉନ । ଜାଣନ୍ତୁ…

କନକ ବ୍ୟୁରୋ : ରାଜ୍ୟ ସରକାର ଆସନ୍ତା ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଥିବା ବେଳେ ୧୦ଟି ଜିଲ୍ଲାକୁ କାଟାଗୋରୀ ବି ଜିଲ୍ଲାରେ ରଖିଛନ୍ତି । ନୟାଗଡ, ପୁରୀ,ଖୋର୍ଦ୍ଧା, କଟକ,ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରକୁ କାଟାଗେରୀ ବି ଜିଲ୍ଲାରେ ସାମିଲ…

ଉଠା ଦୋକାନୀଙ୍କ ପାଇଁ ବଡ ଘୋଷଣା । ସାରା ରାଜ୍ୟରେ ଖୋଲିବ ଉଠା ଦୋକାନ

କନକ ବ୍ୟୁରୋ: ଜୁଲାଇ ଗାଇଡଲାଇନରେ ଉଠା ଦୋକାନୀଙ୍କ ପାଇଁ ଘୋଷଣା । ସାରା ରାଜ୍ୟରେ ଖୋଲିବ ଉଠା ଦୋକାନ । ଅର୍ଥାତ ଜୁଲାଇ ଗାଇଡଲାଇନରେ ଉଠା ଦୋକାନୀଙ୍କ ପାଇଁ ନିୟମ କୋହଳ କରିଛନ୍ତି ରାଜ୍ୟ ସରକାର । ଏହାସହ ଚୁଟି କାଟିବାକୁ ସେଲୁନ ମଧ୍ୟ ଖୋଲିବ । ଚା ଦୋକାନ ଖୋଲିବାକୁ ମଧ୍ୟ ସରକାର ଅନୁମତି…

ବଢୁଥିବା କରୋନାର ଡେଲଟା ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିସିଏର ବଡ ନିଷ୍ପତ୍ତି । ଜୁଲାଇ ୩୧ ଯାଏଁ ବନ୍ଦ ରହିବ…

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମଣର ତୃତୀୟ ଲହରକୁ ନଜରରେ ରଖି ଓ ବଢୁଥିବା କରୋନାର ଡେଲଟା ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିସିଏ ବଡ ନିଷ୍ପତ୍ତି ନେଇଛନ୍ତି । ଡିଜିସିଏଙ୍କ ନିର୍ଦ୍ଦେଶ ମୁତାବକ ଅର୍ନ୍ତରାଷ୍ଟ୍ରୀୟ ଉଡାଣ କଟକଣାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି…

ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକଡ଼ାଉନ୍ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କଣ ହେଲା କଟକଣା, କଣ ହେଲା କୋହଳ ?

କନକ ବ୍ୟୁରୋ : ଜୁଲାଇ ମାସ ପାଇଁ ଆସିଲା ଗାଇଡଲାଇନ । ଆସନ୍ତା ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ୩୦ ଜିଲ୍ଲାକୁ ୨ଟି କାଟାଗୋରୀରେ ବିଭକ୍ତ କରାଯାଇଛି । କାଟାଗୋରୀ-ଏରେ ୨୦ଟି ଜିଲ୍ଲା ରହିଛି, ଯେଉଁଠି ସଂକ୍ରମଣ ୫ ପ୍ରତିଶତରୁ…

ଆସିଲା ଜୁଲାଇ ଗାଇଡଲାଇନ୍ : ରାଜ୍ୟରେ ନିର୍ଦ୍ଧାରିତ ସମୟରେ ଖୋଲିପାରିବ ଛୋଟ ସେଲୁନ; କେଉଁଠି ବି ଖୋଲିବନି ମଲ, ବିୟୁଟି…

କନକ ବ୍ୟୁରୋ : ବଢିଲା ଆଶିଂକ ଲକଡାଉନ୍ । ଜୁଲାଇ ୧୬ ତାରିଖ ଯାଏଁ ବଢିଲା ଲକଡାଉନ୍ । ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ୨୦ଟି ଜିଲ୍ଲାକୁ କାଟାଗୋରୀ ଏ । କାଟାଗୋରୀ ବି ରେ ୧୦ଟି ଜିଲ୍ଲାକୁ ବିଭକ୍ତ କରାଯାଇଛି । ୧୦ଟି ଜିଲ୍ଲାକୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାଟାଗୋରୀ…