Daily Archives

June 18, 2021

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ସ୍ଥାନାନ୍ତର ବିବାଦ । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ଥାନାନ୍ତରଣ ନକରି କରାଯାଉ…

କନକ ବ୍ୟୁରୋ: ରାଜଧାନୀର ପରିଚୟ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଛକ ଘୋଡାର ସ୍ଥାନାନ୍ତରକୁ ନେଇ ତେଜୁଛି ବିବାଦ । ସ୍ଥାପନ ହେବାର ଦୀର୍ଘ ୪୩ବର୍ଷ ପରେ ଓଡିଆ ଜାତିର ବୀରତ୍ୱର କାହାଣୀ କହୁଥିବା ଘୋଡା ସ୍ଥାନାନ୍ତରଣକୁ ନେଇ ବଢ଼ିବାରେ ଲାଗିଛି ବିରୋଧ । କଂଗ୍ରେସ ଓ ବିଜେପି ପକ୍ଷରୁ ଏହାକୁ ବିରୋଧ…

ଭାରତ-ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ବର୍ଷା ଧୋଇନେଲା ପ୍ରଥମ ଦିନର ଖେଳ।

କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପର ଫାଇନାଲ ଆଗରେ ବର୍ଷା ଏକ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳକୁ ବାତିଲ କରାଯାଇଛି । ଆସନ୍ତା କାଲି ପାଗ ଭଲ ରହିଲେ ଟସ ପଡ଼ି ଖେଳ ଆରମ୍ଭ ହେବ । କିନ୍ତୁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ । ତୃତୀୟ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ  ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର…

ପ୍ରାୟ ୨ ବର୍ଷ ହେଲାଣି ବସ୍ତାନୀ ଖୋଲି ନାହାନ୍ତି ଓଡିଆ ସ୍କୁଲ ପିଲା । ମୋବାଇଲ ନଥିବାରୁ ହୋଇପାରୁନି ଅନଲାଇନ୍ ପାଠପଢା…

କନକ ବ୍ୟୁରୋ: କରୋନା ଯୋଗୁଁ ବସ୍ତାନୀ ଖୋଲି ନାହାଁନ୍ତି ଓଡିଆ ସ୍କୁଲ ପିଲା । ପ୍ରାୟ ଦୁଇବର୍ଷ ହେଲାଣି ସ୍କୁଲ ବନ୍ଦ ରହିଥିବାବେଳେ ଘରେ ମୋବାଇଲ ନଥିବା କାରଣରୁ ଅନଲାଇନରେ ପିଲା ପାଠ ପଢ଼ି ପାରୁନାହାଁନ୍ତି । ବିଶେଷ କରି ଓଡିଶାର ଉପାନ୍ତ ଅଞ୍ଚଳର ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ।…

୪୦ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ରୟଟର ସର୍ଭେ । ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର ।

କନକ ବ୍ୟୁରୋ: ଭାରତରେ କୋଭିଡର ତୃତୀୟ ଲହରକୁ ନେଇ ଚର୍ଚ୍ଚା ଭିତରେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର, ବିଶ୍ୱର ୪୦ ଜଣ ବିଶେଷଜ୍ଞଙ୍କୁ ନେଇ ଏକ ସର୍ଭେ କରିଛି । ଏହି ସର୍ଭେରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ମହାରାଷ୍ଟ୍ରର ରାଜ୍ୟ କୋଭିଡ୍ ଟାସ୍କଫୋର୍ସ ପୂର୍ବାନୁମାନ…

କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ? ମାଟ୍ରିକ ରେଜଲ୍ଟ ଆଧାରରେ କେମିତି ଫଳ ପାଇବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ? ପଢନ୍ତୁ,…

କନକ ବ୍ୟୁରୋ: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବାହାରିବ ଯୁକ୍ତ ୨ ରେଜଲ୍ଟ । କେବଳ ମାଟ୍ରିକ୍ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ହେବ ବୋଲି କହିଛି ସିଏଚଏସଇ । ବିଶେଷଜ୍ଞ କମିଟିର ମାନସ ମନ୍ଥନ ପରେ ମୂଲ୍ୟାୟନର ପଦ୍ଧତି ସ୍ଥିର କରାଯାଇଛି । ରେଗୁଲାର ଛାତ୍ରଛାତ୍ରୀଙ୍କ…