Daily Archives

June 3, 2021

ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି…

କନକ ବ୍ୟୁରୋ : ଏଲୋପାଥି ବିରୋଧରେ ବୟାନ ଦେଇ ଅଡୁଆରେ ବାବା ରାମଦେବ । ପ୍ରଥମେ ବିରୋଧ ପ୍ରଦର୍ଶନ, ପରେ ଥାନାରେ ମାମଲା ରୁଜୁ ଆଉ ଏବେ ଦିଲ୍ଲୀ ହାଇକୋର୍ଟ ଯାଇଛି ଏହି ବୟାନ ବିବାଦ । ଦିଲ୍ଲୀ ମେଡିକାଲ ଆସୋସିଏସନ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ ବାବା ରାମ ଦେବ ଓ ଡିଏମଏକୁ…

ହାରିଗଲେ କରୋନା ଯୋଦ୍ଧା । ଅଦୃଶ୍ୟ ଭୂତାଣୁ ନେଲା ଜୀବନ । ନବଜାତକୁ ଜନ୍ମଦେବା ପରେ ଆଖି ବୁଜିଲେ ଅଙ୍ଗନୱାଡି ଦିଦି…

କନକ ବ୍ୟୁରୋ : କରୋନାର କରୁଣ କାହାଣୀ । ସମସ୍ତଙ୍କୁ କରୋନାର ଭୟାବହତା ନେଇ ସଚେତନ କରୁ କରୁ ନିଜେ ହୋଇଗଲେ ସଂକ୍ରମିତ । ଅଦୃଶ୍ୟ ଭୂତାଣୁ ସହିତ କୋଭିଡ ଡାକ୍ତରଖାନାରେ ଖୁବ ଲଢେଇ କଲେ । ନିଜେ ଗର୍ଭବତୀ ଥିଲେ ବି କେବେ ନିଜ ସାମାଜିକ ଦାୟିତ୍ୱରୁ ପଛକୁ ହଟିନଥିଲେ କୁକୁଡାଖଣ୍ଡି ବ୍ଲକର…

ଓଡ଼ିଶାରେ କମୁନି ଗରିବି । ଦାରିଦ୍ର୍ୟ ସୀମା ରେଖା ତଳେ ୩୨.୫୯ ପ୍ରତିଶତ । ବିକାଶ ଲକ୍ଷ୍ୟରେ ୧ ନମ୍ବର ରାଜ୍ୟ କେରଳ, ଶେଷ…

କନକ ବ୍ୟୁରୋ : ଓଡ଼ିଶାରେ କମୁନି ଗରିବି । ଦାରିଦ୍ର୍ୟ ସୀମା ରେଖା ତଳେ ୩୨.୫୯ ପ୍ରତିଶତ । କଚ୍ଚା ଘରେ ରହୁଛନ୍ତି ୧୪.୨୦ ପ୍ରତିଶତ । ସ୍ଥାୟୀ ବିକାଶ ଲକ୍ଷ୍ୟରେ ପଛୁଆ ରହିଛି ଓଡିଶା । ଯୋଜନା ପରେ ଯୋଜନା ହେଉଛି, ହେଲେ ରାଜ୍ୟରେ ବିପିଏଲ ତାଲିକା ଉପରେ ଏହାର ବିଶେଷ ପ୍ରଭାବ ପଡିନି ।…

ତୁଟୁନି ତେଜପାଲଙ୍କ ଅଡୁଆ । ଦୁଷ୍କର୍ମ ମାମଲାରେ ନୋଟିସ ଜାରି କଲେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ।

କନକ ବ୍ୟୁରୋ : ଦୁଷ୍କର୍ମ ଅଭିଯୋଗରୁ ଦୋଷମୁକ୍ତ ହେବା ପରେ ବି ତରୁଣ ତେଜପାଲଙ୍କ ଅଡୁଆ ତୁଟିନି । ତେହଲକାର ପୂର୍ବତନ ମୁଖ୍ୟ ସଂପାଦକ ତରୁଣ ତେଲପାଲଙ୍କ ମାମଲାରେ ତଳ କୋର୍ଟ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟର ଗୋଆ ବେଂଚ୍ । ତେଜପାଲଙ୍କୁ ଦୋଷମୁକ୍ତ କରିବା ନିଷ୍ପତି, ଦୁଷ୍କର୍ମ ପୀଡିତାଙ୍କୁ…

ସିଙ୍ଗାପୁରରେ କରୋନାର ତୃତୀୟ ଲହର ନେଇ ବଢି଼ଲା ଚର୍ଚ୍ଚା । ନୂଆ ରୂପ ସହ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ…

କନକ ବ୍ୟୁରୋ : ସିଙ୍ଗାପୁରରେ କରୋନାର ତୃତୀୟ ଲହର ନେଇ ଚର୍ଚ୍ଚା ବଢ଼ି ଯାଇଛି । ଭାରତରେ ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରର ଆଶଙ୍କା ଦେଖାଦେଇଛି । ଠିକ୍ ଏମିତି ବେଳେ ସିଙ୍ଗାପୁରରେ କରୋନା ମାମଲା ବଢ଼ିବାରେ ଲାଗିଛି । କରୋନାର ନୂଆ ରୂପ ସହ ସିଙ୍ଗାପୁରରେ କରୋନା ସଂଖ୍ୟା ବୃଦ୍ଧି…

ଜଣେ ରୋଗୀଙ୍କ ଶରୀରରୁ ଚିହ୍ନଟ ହେଲା ୩ ପ୍ରକାର ଫଙ୍ଗସ, ଅସ୍ତ୍ରୋପଚାର ପାଇଁ ଲାଗିଲା ୩ ଘଣ୍ଟା । ବଞ୍ଚିଗଲା ରୋଗୀଙ୍କ…

କନକ ବ୍ୟୁରୋ : ଲକ୍ଷ୍ନୌରେ କରୋନା ସଂକ୍ରମଣ କାଳରେ ଜଣେ ରୋଗୀଙ୍କ ଶରୀରରୁ ତିନିଟି ଫଙ୍ଗସ ଚିହ୍ନଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଆଶ୍ବସ୍ତିର କଥା ଡାକ୍ତର ତିନିଘଣ୍ଟା ଅସ୍ତ୍ରୋପଚାର କରି ରୋଗୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଫୌଜାବାଦରେ ରହୁଥିବା ରୋଗୀ…