Daily Archives

May 24, 2021

ବାତ୍ୟା ୟାସ ନେଇ ତାଜା ଅପଡେଟ୍ ଦେଲେ ଏସଆରସି ପ୍ରଦୀପ ଜେନା । ବାଲେଶ୍ୱର-ଭଦ୍ରକ ମଧ୍ୟରେ କରିବ ଲ୍ୟାଣ୍ଡଫଲ ।

କନକ ବ୍ୟୁରୋ: ବାତ୍ୟା ୟାସ୍ ନେଇ ଏବେ ତାଜା ଅପଡେଟ୍ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ତାଙ୍କ କହିବା ମୁତାବକ ସମୁଦ୍ର ଭିତରେ ଏବେ ସାମୁଦ୍ରିକ ଝଡର ରୂପ ନେଇସାରିଛି ୟାସ୍ । ଯାହାକି ଆଗାମୀ ୨୬ ତାରିଖରେ ଲ୍ୟାଣ୍ଡଫଲ କରିବ । ତେବେ ଓଡିଶାର ବାଲେଶ୍ୱର କିମ୍ବା ଭଦ୍ରକ…

ଏତେ ଟଙ୍କା ଆପଣ ଆଗରୁ ଏକାସଙ୍ଗେ ବୋଧହୁଏ ଦେଖିନଥିବେ । କାରରୁ ଜବତ ହେଲା କୋଟି କୋଟି ଟଙ୍କା । ବ୍ୟାଙ୍କରୁ ମଗାଗଲା…

କନକ ବ୍ୟୁରୋ : ଏତେ ଟଙ୍କା ହୁଏତ ଆପଣ ଆଗରୁ କେବେ ଏକା ସାଙ୍ଗେ ଦେଖିନଥିବେ । ଲକ୍ଷେ କି କୋଟିଏ ନୁହେଁ, ଏକା ସାଙ୍ଗେ ଜବତ ହୋଇଛି ସାଢେ ୪ କୋଟି ଟଙ୍କା । ଆଉ ଏହି ଟଙ୍କା ଗଣିବା ପାଇଁ ସକାଳରୁ ସନ୍ଧ୍ୟା ହୋଇଯାଇଥିଲା । ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା । ରାଜସ୍ଥାନର ଡୁଙ୍ଗରପୂରରେ…

ଭୟାବହ ହେଉଛି ମହାମାରୀ । ଗାଜିଆବାଦରେ ଗୋଟିଏ ରୋଗୀଙ୍କ ପାଖରେ ବ୍ଲାକ, ହ୍ୱାଇଟ ଓ ୟେଲୋ ଫଙ୍ଗସ

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ । ଉତ୍ତର ପ୍ରଦେଶର ଗାଜିଆ ବାଦରୁ ଏଭଳି ଏକ ଖବର ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହୋଇଯିବେ । କାରଣ ଗୋଟିଏ ରୋଗୀଙ୍କ ପାଖରେ ଚିହ୍ନଟ ହୋଇଛି ବ୍ଲାକ, ହ୍ୱାଇଟ ଓ ୟେଲୋ ଫଙ୍ଗସ । ଗାଜିଆବାଦର ଯେଉଁ ହସ୍ପିଟାଲରୁ ଏହି ଖବର…

ଅସୁସ୍ଥ ଜେଜେମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିଲେ ଯୁବକ । ରାସ୍ତାରେ ଅଟକାଇଲେ ଜିଲ୍ଲାପାଳ, ଫୋନ ଭାଙ୍ଗିଦେଲେ, ଶକ୍ତ…

କନକ ବ୍ୟୁରୋ : କଲେକ୍ଟରଙ୍କ ଦବଙ୍ଗଗିରି । ସବୁ ସୀମା ଟପିଗଲା ଜିଲ୍ଲାପାଳଙ୍କ ଜୁଲମ୍ । ନିରୀହ ଲୋକଙ୍କୁ ମାଡ଼ ମାରିଲେ, ମୋବାଇଲ୍ ଭାଙ୍ଗିଦେଲେ । ଦବଙ୍ଗ ଡିଏମ୍ । ଯିଏ ଲୋକଙ୍କୁ ଲକଡାଉନର ପାଠ ପଢାଇବାକୁ ଯାଇ ନିଜ ମଣିଷପଣିଆକୁ ମାରିଦେଇଛନ୍ତି । ଜରୁରୀକାମରେ ବାହାରକୁ ବାହାରୁଥିବା ଲୋକଙ୍କୁ…

କରୋନା ମୁକ୍ତ ଗାଁ…ଯେଉଁଠି ଆଜି ଯାଏଁ କେହି ଜଣେ ବି ହୋଇନାହାନ୍ତି ସଂକ୍ରମିତ । ଗାଁରେ ରହିଛି ନିଜସ୍ୱ ଆଇନ୍…

କନକ ବ୍ୟୁରୋ : କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ସାରା ଦେଶବାସୀଙ୍କ ପାଇଁ କଷ୍ଟର କାରଣ ସାଜିଥିବା ବେଳେ, ମହାମାରୀରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହେଲାଣି । ସହରଠୁ ଆରମ୍ଭ କରି ଗାଁର ଗଳିକନ୍ଦି ଯାଏଁ, ସଂକ୍ରମଣ ବଢୁଛି, ଆଉ ଲୋକଙ୍କ ଜୀବନ ଯାଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର…

ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । କହିଲେ, ସାଢେ ୪ କୋଟି ଓଡ଼ିଆ ମୋର ପରିବାର,…

କନକ ବ୍ୟୁରୋ : ବାତ୍ୟା ୟାସ୍ ଉପକୂଳ ଆଡକୁ ମାଡି ଆସୁଥିବା ବେଳେ ରାଜ୍ୟବାସୀଙ୍କ ବଡ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କାଳରେ ବାତ୍ୟା ୟାସ୍ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ଷେ ହେବ କୋଭିଡ ବିରୋଧରେ ଲଢେଇ ଜାରି ରହିଛି । କିନ୍ତୁ ଏବେ ଏକସମୟରେ ଦୁଇ ଦୁଇଟି…