Daily Archives

March 23, 2021

ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ଜୋରଦାର ହେଲା ପ୍ରାର୍ଥୀ ଖୋଜା । ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ନଜର,…

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ଆଜି ଠାରୁ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ କରିପାରିବେ ପ୍ରାର୍ଥୀ । ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୩୧ ମାର୍ଚ୍ଚରେ…

ଯବାନଙ୍କୁ ନେଇ ଯାଉଥିବା ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ମାଓବାଦୀ । ୫ଜଣ ଡିଆରଜି ଯବାନ ସହିଦ, ୧୫ରୁ ଅଧିକ ଯବାନ…

କନକ ବ୍ୟୁରୋ : ମାଲକାନଗିରି ସୀମାରେ ସୈତାନ ମାଓବାଦୀଙ୍କ ବର୍ବରକାଣ୍ଡ । ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ଯବାନଙ୍କ ଗାଡି । ଶତିଶଗଡ ନାରାୟଣପୁରରେ ବଡ ଧରଣର ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । ଯବାନଙ୍କୁ ନେଇ ଯାଉଥିବା ବସକୁ ଉଡାଇଦେଇଛନ୍ତି ମାଓବାଦୀ । ଏହି ଛାତିଥରା ଆଇଡି ବିସ୍ଫୋରଣରେ ୫ଜଣ…

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ମିଳିବ ଅଧିକ ସୁଯୋଗ, ୧୫…

କନକ ବ୍ୟୁରୋ : ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ୧୫ପ୍ରତିଶତ ସଂରକ୍ଷଣ ମିଳିବ । ଆଜି ବିଧାନସଭାରେ ଏହି ସଂକଳ୍ପ ପାରିତ ହୋଇଛି । ଦଳମତ ନିର୍ବିଶେଷରେ ସମସ୍ତେ ସରକାରଙ୍କ ସଂକଳ୍ପକୁ ସ୍ୱାଗତ କରିଛନ୍ତି । ମେଡିକାଲ ଓ ଇଞ୍ଜିନିୟରିଂ ସିଟ୍…

ନୂଆ ଗାଇଡଲାଇନରେ କଡା କଟକଣା । ଏଣିକି ବାହାଘରରେ ୫୦୦ ନୁହେଁ ୨୦୦ ଲୋକଙ୍କୁ ଅନୁମତି । ମାସ୍କ ପିନ୍ଧିବା…

କନକ ବ୍ୟୁରୋ: କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ । ସରକାରଙ୍କ ନୂଆ ମାର୍ଗଦର୍ଶିକାରେ କଡା କଟକଣା । ବାହାଘରରେ ୫୦୦ ବଦଳରେ ଏଣିକି ୨୦୦ ଲୋକଙ୍କୁ ଅନୁମତି । ବାହାଘର ଆୟୋଜକ କରୋନା ନିୟମ ପାଳନର ସବୁ ବ୍ୟବସ୍ଥା କରିବେ । ସେହିପରି ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି । ତେବେ…

ଓଡ଼ିଶାରେ ଫେରିବ କି ନାଇଟ୍ କର୍ଫ୍ୟୁ ? ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ଆବଶ୍ୟକ ପଡ଼ିଲେ ଲାଗୁ ହୋଇପାରେ ନାଇଟ୍…

କନକ ବ୍ୟୁରୋ : ସଂକ୍ରମଣ ବଢିଲେ ନାଇଟ କର୍ଫ୍ୟୁ ଜାରି କରାଯାଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ । ଅନ୍ୟପଟେ ବିଶେଷଜ୍ଞ ଡାକ୍ତରଙ୍କ ମତରେ ନାଇଟ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ ବରଂ ସମାବେଶ ଉପରେ କିପରି ରୋକ ଲାଗିପାରିବ ସେ ଦିଗରେ ସରକାର ଯତ୍ନବାନ…

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା । ଜିଲ୍ଲାସ୍ତରରେ କଡାକଡି ହେବ କଟକଣା, ନାଇଟକର୍ଫ୍ୟୁ ନେଇ ହୋଇନି କୌଣସି ନିଷ୍ପତି ।…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା । ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ ଓ ଏସପିଙ୍କ ସହ ଆଲୋଚନା ପରେ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୀକ୍ଷା ବୈଠକ ପରେ ବିଭିନ୍ନ ଜିଲ୍ଲାରେ କରୋନା କଟକଣା କଡାକଡି ହେବ । ଖାସକରି ବଜାର, ଧର୍ମାନୁଷ୍ଠାନ ଓ ବିବାହ …