Daily Archives

March 23, 2021

ଶେଷରେ ଫେରିଗଲା ‘ସୁନ୍ଦରୀ’ । ଯନ୍ତାକୁ ନଆସିବାରୁ ବାଘୁଣୀ ସୁନ୍ଦରୀକୁ କରାଗଲା ଟ୍ରାଙ୍କୁଲାଇଜ୍, ସ୍ୱତନ୍ତ୍ର ଗାଡିରେ…

କନକ ବ୍ୟୁରୋ : ଦୀର୍ଘ ୩ ବର୍ଷ ଯାଏଁ ସାତକୋଶିଆ ଅଭୟାରଣ୍ୟ ଭିତରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି । ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁ ଏହି ସୂଚନା ଦେଇଛନ୍ତି । ବନ ବିଭାଗର ବହୁ ଉଦ୍ୟମ ପରେ…

କରୋନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ମନ୍ତବ୍ୟ । ଓଡ଼ିଶାରେ ଆବଶ୍ୟକ ହେଲେ ଲାଗୁ ହେବ ନାଇଟ…

କନକ ବ୍ୟୁରୋ : ରାଜ୍ୟରେ ଆଜି ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୭ ଓ ୪୬ଜଣ ସ୍ଥାନୀୟ ସଂକ୍ରମଣ ପଜିଟିଭ ବାହାରିଛନ୍ତି । ଏହାରି ଭିତରେ ରାଜ୍ୟର କରୋନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମନ୍ତବ୍ୟ ରଖିଛନ୍ତି । ଓଡ଼ିଶାରେ ଆବଶ୍ୟକ ହେଲେ…

ଏପ୍ରିଲ ମାସ ପାଇଁ ଆସିଲା କେନ୍ଦ୍ରର କରୋନା ଗାଇଡଲାଇନ । ଜାଣନ୍ତୁ ନୂଆ ଗାଇଡଲାଇନରେ କଣ ରହିବ କଟକଣା?

କନକ ବ୍ୟୁରୋ : ଦେଶରେ କରୋନା କାୟା ମେଲାଉଥିବା ବେଳେ ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । କୋଭିଡ କଟକଣାକୁ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହାବାଦ୍ କୋଭିଡ ନିୟମ ପାଳନ ପାଇଁ ରାଜ୍ୟ ଗୁଡିକ କଡା ପଦକ୍ଷେପ ନିଅନ୍ତୁ…

ମାଲକାନଗିରି ସୀମାରେ ମାଓବାଦୀ ରଚିଲେ ବର୍ବର କାଣ୍ଡ । ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ, ୧୫ରୁ ଅଧିକ ଯବାନ ଆହତ ।

କନକ ବ୍ୟୁରୋ : ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ । ଛତିଶଗଡ ନାରାୟଣପୁରରେ ବଡ଼ ଧରଣର ବିସ୍ଫୋରଣ । ମାଲକାନଗିରି ସୀମାରେ ମାଓବାଦୀ ରଚିଲେ ବର୍ବର କାଣ୍ଡ । ଯବାନଙ୍କୁ ନେଇ ଯାଉଥିବା ବସକୁ ଉଡାଇଦେଇଛନ୍ତି ମାଓବାଦୀ । ଆଇଡି ବିସ୍ଫୋରଣରେ ୩ଜଣ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏହି ଭୟଙ୍କର ଆଇଡି…

ଡେବ୍ୟୁ ମ୍ୟାଚରେ କୁର୍ଣ୍ଣାଲଙ୍କ ଧୂଆଁଧାର ଅର୍ଦ୍ଧଶତକ । ଇଂଲଣ୍ଡ ସାମ୍ନାରେ ୩୧୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଟିମ୍…

କନକ ବ୍ୟୁରୋ : ଡେବ୍ୟୁ ମ୍ୟାଚରେ କୁର୍ଣ୍ଣାଲଙ୍କ ଧୂଆଁଧାର ଅର୍ଦ୍ଧଶତକ । ପ୍ରଥମ ଦିନିକିଆରେ ଇଂଲଣ୍ଡ ସାମ୍ନାରେ ୩୧୮ ରନର ବିଶାଳ ବିଜୟଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ । ମାତ୍ର ୩୧ ବଲରେ ୫୮ ରନର ଇନିଂସ ଖେଳି ଦମଦାର ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର କୁର୍ଣ୍ଣାଲ ପାଣ୍ଡ୍ୟା । କେବଳ କୁର୍ଣ୍ଣାଲ…

ଜମିରେ ପଡି ନଷ୍ଟ ହେଲାଣି ଟ୍ରକ ଟ୍ରକ ଟମାଟୋ ଓ କଖାରୁ । ଉତ୍ପାଦନ ପରେ ଅଭାବି ବିକ୍ରିର ସମ୍ମୁଖୀନ ଚାଷୀ ।

କନକ ବ୍ୟୁରୋ : ନିଆଳି ଅଞ୍ଚଳରେ ବିଲରେ ସଢୁଛି ଟ୍ରକ ଟ୍ରକ ଟମାଟୋ ଓ କଖାରୁ ପରିବା । ଅଧିକ ଅମଳ ହୋଇଥିବା ବେଳେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛି । ହାଟ ବଜାରକୁ ଗଲେ ପରିବା ବିକ୍ରି ହେଉନି । ଫଳରେ ଅଦର ଦରରେ ଏହାକୁ ଢାଳି ଦେଇ ଆସୁଛି । ଟମାଟୋ କିଲୋ ପିଛା ୨ରୁ ୩ ଟଙ୍କାରେ ବିକ୍ରି…