Daily Archives

March 14, 2021

ପଶ୍ଚିମବଙ୍ଗରେ ବିଜେପିକୁ ଟକ୍କର ଦେବାକୁ ପ୍ରଚାର ମୈଦାନକୁ ହ୍ୱିଲ ଚେୟାରରେ ଓହ୍ଲାଇଲେ ମମତା । କୋଲକାତାରେ ୫ କିଲୋମିଟର…

କନକ ବ୍ୟୁରୋ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ପ୍ରଚାର ବେଳେ ଆହତ ତୃଣମୂଳ କଂଗ୍ରେସ ସୁପ୍ରିମୋ ଘଟଣାର ୪ ଦିନ ପରେ ପ୍ରଚାର କମାଣ ସମ୍ଭାଳିଛନ୍ତି । ହ୍ୱିଲ ଚେୟାରରେ ବସି ଶହ ଶହ ଦଳୀୟ କର୍ମୀଙ୍କ ସହ କୋଲକାତାରେ ରୋଡ କରିଛନ୍ତି ମମତା ବାନାର୍ଜୀ । ଦଳର ବରିଷ୍ଠ ନେତାଙ୍କ ସହ କୋଲକାତାର ମାୟାରୋଡରୁ…

ଜାସନ ରଏଙ୍କ ଦମଦାର ବ୍ୟାଟିଂ: ୧୬୪ ରନ କଲା ଇଂଲଣ୍ଡ ଦଳ । ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ । 

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦ରେ ଜାସନ ରଏଙ୍କ ଦମଦାର ବ୍ୟାଟିଂ । ଫଳରେ ୧୬୪ ରନ କରିଛି ଇଂଲଣ୍ଡ ଦଳ । ଏବେ ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ । ଏହି ମ୍ୟାଚ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ…

ଛୋଟ ନିର୍ବାଚନ ପଛରେ ବଡ଼ ନେତା । ଯୋଡ଼ା ଟ୍ରକ ମାଲିକ ସଂଘର ସଭାପତି ନିର୍ବାଚନ ପାଇଁ ଉଡିଲା ଟଙ୍କା ।

କନକ ବ୍ୟୁରୋ: ଯୋଡ଼ା ଟ୍ରକ ଆସୋସିଏସନର ଆଜି ଥିଲା କର୍ମକର୍ତା ନିର୍ବାଚନ । ସାଧାରଣ ନିର୍ବାଚନ ତୁଳନାରେ ଏହି ର୍ନିର୍ବାଚନ ଉପରେ ଅଧିକ ନଜର ପଡ଼ିଥାଏ । କାରଣ ସାଧାରଣ ନିର୍ବାଚନ ତୁଳନାରେ ଏଠାରେ ଟ୍ରକ ମାଲିକ ସଂଘ କର୍ମକର୍ତା ନିର୍ବାଚନରେ ଅଧିକ ଟଙ୍କା ଉଡ଼େ । ସଂଘର କର୍ମକର୍ତା ହେବାକୁ…

ରହସ୍ୟ ଘେରରେ ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ପୋଲିସ କମିଶନର କହିଲେ ମହିଳା ଥାନା ଖୋଜିବ…

କନକ ବ୍ୟୁରୋ : ଯାଆଁଳା ଫାଣ୍ଡି ପରିସରରୁ ମିଳିଥିବା କଙ୍କାଳର କାହାଣୀକୁ ନେଇ ଯେତିକି ରହସ୍ୟ ରହିଛି, ତାଠୁ ଅଧିକ ପୁଲିସର ଖାମଖିଆଲି ମନୋଭାବକୁ ପ୍ରକାଶ କରୁଛି । କାରଣ, ୬ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ମୃତଦେହ କଙ୍କାଳ ରୁପରେ ସାମ୍ନାକୁ ଆସିବ ଏବଂ କଙ୍କାଳ ମିଳିବାର…

ଖୋଲିଲା ୧୩ ବର୍ଷ ତଳର କ୍ରାଇମ୍ ଫାଇଲ । ୨୦୦୮ରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ମାମଲାରେ ପଞ୍ଚମ…

କନକ ବ୍ୟୁରୋ: କଙ୍କାଳର କାହାଣୀକୁ ନେଇ ପ୍ରଶ୍ନ ଘେରରେ ଥିବା କମିଶନରେଟ୍ ପୁଲିସ୍, ପୁରୁଣା ଫାଇଲ୍ ଖୋଲି ୧୩ ବର୍ଷ ତଳର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରି ପ୍ରଶଂସା ବି ସାଉଁଟିଛି । ପୁରୁଣା ଅପରାଧୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଯେଉଁ ଅଭିଯାନ ଆରମ୍ଭ କରିଥିଲା, ସେହି ଅଭିଯାନକୁ ଆଉ ଏକ…

ବଢ଼ୁଛି କରୋନାର ଦ୍ୱିତୀୟ ଲହର ଭୟ । ଦେଶରେ କରୋନା ମିଟର ଉପରମୁହାଁ, ୨୪ ଘଂଟାରେ ୨୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ…

କନକ ବ୍ୟୁରୋ: ପୁଣିଥରେ କରୋନା ସଂକ୍ରମଣ ଦିନକୁ ଦିନ ଯେପରି କାୟା ମେଲାଉଛି, ଦ୍ୱିତୀୟ ଲହରର ଭୟ ସେତିକି ବଢ଼ିବାରେ ଲାଗିଛି । ଦିନକରେ ଦେଶରେ ୨୫ ହଜାର ୩୨୦ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ମାର୍ଚ୍ଚ ୧୩ରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ମାର୍ଚ୍ଚ ୧୨ରେ ଏହି…