Daily Archives

March 14, 2021

ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ସାମ୍ନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ ।

କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ସାମ୍ନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶରୀରରେ କୌଣସି ଶକ୍ତ ଆଘାତ ଲାଗିନଥିବା ରିପୋର୍ଟରେ ଉଲ୍ଲେଖ । ମହିଳା ଜଣକ ଅସୁସ୍ଥ ଥିବା ରିପୋର୍ଟରୁ ଜଣାପଡିଛି । ପ୍ରାଥମିକ ପରୀକ୍ଷା ଓ ପରବର୍ତ୍ତୀ କଙ୍କାଳ ପରୀକ୍ଷଣରୁ…

ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ । ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କୁ ସୁଯୋଗ ।…

କନକ ବ୍ୟୁରୋ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦ । ଯେଉଁଥିରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି  ନେଇଛି । ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପରାସ୍ତ ହୋଇଥିବାରୁ ଏହି ମ୍ୟାଚରେ ବିରାଟ ବାହିନୀ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଛି । ଏହି…

ଫରେଷ୍ଟ ଟାସ୍କ ଫୋର୍ସ ପକ୍ଷରୁ ଦିଆଗଲା ରିପୋର୍ଟ । ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ।

କନକ ବ୍ୟୁରୋ: ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଏବେ ସମ୍ପୂର୍ଣ୍ଣ ଆୟତ୍ତାଧୀନ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଦୃଷ୍ଟିଗୋଚର ହୋଇନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ ପଦକ୍ଷେପ ଯୋଗୁ ଜଙ୍ଗଲ ନିଆଁକୁ ଆୟତ୍ତାଧୀନ କରି ହୋଇଛି ବୋଲି ଆଜି ରିପୋର୍ଟ…

ଦେଶର ସବୁଠୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ହନିଟ୍ରାପ୍ । ଯୁବତୀଙ୍କ ଫାସରେ ପଡିଥିଲେ ନେତା ଆଉ ଅଫିସର । ଅଶ୍ଲୀଳ ଭିଡିଓ କରି…

କନକ ବ୍ୟୁରୋ: ସେପ୍ଟେମ୍ବର ୨୦୧୯,  ଇନ୍ଦୋର ମ୍ୟୁନିସିପାଲ କର୍ପୋରେସନର ଜଣେ ଇଂଜିନିୟର ପୋଲିସ ପାଖରେ ଗୋଟିଏ ଏଫଆଇଆର୍ ଦାୟର କରିଥିଲେ । ଆଉ ଜଣେ ଯୁବତୀ ତାଙ୍କ ଅଶ୍ଲୀଳ ଭିଡିଓ ଦେଖାଇ ତାଙ୍କୁ ୩ କୋଟି ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ । ଯେଉଁଠୁ ଆରମ୍ଭ ହୋଇଥିଲା ଏହି ବହୁଚର୍ଚ୍ଚିତ…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ପୁଣି ୬୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । କେନ୍ଦ୍ରମନ୍ତ୍ରୀ ବାବୁଲ…

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ଆଜି ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପୁଣିଥରେ ପ୍ରାର୍ଥୀ ଘୋଷଣା କରିଛି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ମୋଟ ୬୩ ଜଣ ପ୍ରାର୍ଥୀଙ୍କ ନାଁ ତାଲିକା ଘୋଷଣା କରିଛନ୍ତି । ଯେଉଁଥିରେ ତୃତୀୟ ପର୍ଯ୍ୟାୟ…

ମାଲକାନଗିରି ସ୍ୱାଭିମାନ ଅଂଚଳରେ ପୋଲିସ-ମାଓବାଦୀ ଗୁଳି ବିିନିମୟ । ଘଞ୍ଚ ଜଙ୍ଗଲରୁ ମିଳିଲା ଅଫୁଟା ଲ୍ୟାଣ୍ଡମାଇନ୍, ମାଓ…

କନକ ବ୍ୟୁରୋ: ମାଲକାନଗିରି ସ୍ୱାଭିମାନ ଅଂଚଳ ପୋଲିସ ମାଓବାଦୀ ଗୁଳି ବିନିମୟ । ସ୍ୱାଭିମାନ ଅଂଚଳ ସମେତ ବଣ୍ଡାଘାଟିର ବିଭିନ୍ନ ସ୍ଥାନରେ ନୂତନ ପୋଲିସ କ୍ୟାମ୍ପ ସ୍ଥାପନ ହେବା ପରେ ଭିନ୍ନ ଭିନ୍ନ ସ୍ଥାନରେ ନିୟମିତ କମ୍ବିଂ ଅପରେସନ ଜାରି ରଖିଛି ପୁଲିସ । ତେବେ ଡିଭିଏଫ, ଏସଓଜି ଓ ବିଏସଏଫ…