Daily Archives

March 3, 2021

ଆଜି ମୁମ୍ୱାଇ-ପୁଣେରେ ୨୨ଟି ସ୍ଥାନରେ ଆୟକର ଚଢାଉ । ଅନୁରାଗ କାଶ୍ୟପ, ତାପସୀ ପନ୍ନୁଙ୍କ ସମେତ ଅନେକ କଳାକାରଙ୍କ ଘର…

କନକ ବ୍ୟୁରୋ: ଆଜି ମାୟାନଗରୀ ମୁମ୍ୱାଇରେ ଆୟକର ବିଭାଗ ବଡ ଧରଣର ଚଢଉ କରିଛି । ବଲିଉଡର ନାଁ କରା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦ୍ଦେଶକ ବିକାଶ ବେହଲ, ବିକ୍ରମାଦିତ୍ୟ ମୋଟୱାନୀ, ମଧୁ ମଟେଂନା ପ୍ରମୁଖଙ୍କ ବାସଭବନରେ ଏହି ଚଢାଉ ହୋଇଛି । ସୂଚନା ଅନୁସାରେ…

ଭବାନୀପାଟଣାରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗ । ବେଦାନ୍ତ ସହ ଏମ୍‌ଓୟୁ ବାତିଲ କଲେ ରାଜ୍ୟ…

କନକ ବ୍ୟୁରୋ : ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ନେଇ ବେଦାନ୍ତ ସହ ହୋଇଥିବା ଏମ୍‌ଓୟୁକୁ ରାଜ୍ୟ ସରକାର ବାତିଲ କରି ଦେଇଛନ୍ତି । ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭରେ ମାତ୍ରାଧିକ ବିଳମ୍ବ ହୋଇଥିବାରୁ ରାଜ୍ୟ ସରକାର ଏହି ଏମ୍‌ଓୟକୁ ବାତିଲ କରିଦେଇଛନ୍ତି ।…

ପିଏମ କିଷାନ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଚିଠି ଲେଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ୪.୫୨…

କନକ ବ୍ୟୁରୋ: ପିଏମ୍ କିଷାନ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ଚିଠିରେ ସେ ପିଏମ୍ କିଷାନ ଯୋଜନାରେ ହିତାଧିକାରୀ ସଂଖ୍ୟା ବଢାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି । ଏଥିସହିତ ସେ ଚିଠିରେ ଉଲ୍ଲେଖ…

୧୯୯୯ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ଝାରପଡା ଜେଲରେ ୧୦ ମିିନିଟ୍ ଧରି ହେଲା ଟିଆଇ ପରେଡ୍ । ମୁଖ୍ୟ ଅଭିଯୁକ୍ତ…

କନକ ବ୍ୟୁରୋ: ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ପୋଲିସ ହାତରେ ଧରାପଡିବା ଯେତିକି ଗୁରୁତ୍ୱପୂର୍ଣ୍ଣ , ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ୨୨ ବର୍ଷ ପରେ ବିବନ ବିଶ୍ୱାଳକୁ ପୀଡିତା ଜଣକ ଚିହ୍ନିବା । ଆଜି ଯେତେବେଳେ ଝାରପଡା ଜେଲ…

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା । ସମୀକ୍ଷା ବୈଠକ ପରେ ନିଆଁ ନିୟନ୍ତ୍ରଣାଧୀନ ଥିବା କହିଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ଶିମିଳିପାଳରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ ଅଛି । ଏଥିସହିତ ନିଆଁ ପ୍ରତି ସତର୍କ ରହିବା ସହିତ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଥିଲେ , ଯାହାପରେ…

ଦମ୍ ଦେଖାଇଲା ଦେଶୀ ଟିକା । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନର ପ୍ରଭାବ ହାର ୮୧ ପ୍ରତିଶତ । କୋଭିସିଲ୍ଡ ଠାରୁ…

କନକ ବ୍ୟୁରୋ : ଦମ ଦେଖାଇଲା ଦେଶୀ ଟିକା । ଯେଉଁ ଟିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି, ଯେଉଁ ଟିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ସେହି ଟିକାର ଆଜି ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିଛି । ଏହାର ସଫଳତା ହାର ବା ପ୍ରଭାବ ହାର ୮୧ ପ୍ରତିଶତ ରହିଛି । ତୃତୀୟ…