Daily Archives

March 1, 2021

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶ ଦାତା ନିଯୁକ୍ତ ହେଲେ ପ୍ରଶାନ୍ତ କିଶୋର । ଦରମା ନେବେ କେବଳ…

କନକ ବ୍ୟୁରୋ: ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋରଙ୍କୁ ନେଇ ଏବେ ଚର୍ଚ୍ଚା । ଏହି ଚର୍ଚ୍ଚା ସେତେବେଳେ ଆସିଛି ଯେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କୁ ମ୍ରୁଖ୍ୟ ପରାମର୍ଶ ଦାତା ଭାବେ ନିଯୁକ୍ତ କରିଛନ୍ତି । ମାତ୍ର ୧ ଟଙ୍କା…

ଲଗାତର ପଞ୍ଚମ ମାସରେ ବଢିଲା ଜିଏସଟି ସଂଗ୍ରହ । ଫେବ୍ରୁଆରୀ ମାସରେ ଟପିଲା ୧ଲକ୍ଷ ୧୩ ହଜାର କୋଟି । ପୂର୍ବ ମାସ ଅପେକ୍ଷା…

କନକ ବ୍ୟୁରୋ: ଚଳିତବର୍ଷ ଫେବ୍ରୁଆରୀ ମାସରେ ୧ଲକ୍ଷ ୧୩ ହଜାର କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି । ଅର୍ଥ ମନ୍ତ୍ରାଳୟ ତରଫରୁ ଆସିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପଞ୍ଚମ ମାସ  ପାଇଁ ଜିଏସଟି ବାବଦ ସଂଗ୍ରହ ଏକ ଲକ୍ଷ କୋଟି ପାର କରିଛି । ଯଦି ଗତବର୍ଷ ଫେବ୍ରୁଆରୀ ମାସର ଜିଏସଟି…

ବାଲାକୋଟ ଆକ୍ରମଣର ଦୁଇ ବର୍ଷ ପରେ ପାକର ପ୍ରୋପାଗଣ୍ଡା ଭିଡିଓ । ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭିଡିଓ କଲା ଜାରି;…

କନକ ବ୍ୟୁରୋ: ବାଲାକୋଟ ଏୟାରଷ୍ଟ୍ରାଇକର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପୁଣି ଚାଲ୍ ଖେଳିଛି ପାକିସ୍ତାନ । ଏକ ପ୍ରୋପାଗଣ୍ଡା ଭିଡିଓ ଜାରି କରିି ପାକିସ୍ତାନ ଏଥିରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଏକ ଭିଡିଓକୁ ଦେଖାଇଛି । ଏହି ଭିଡିଓରେ କଶ୍ମୀରରେ ଶାନ୍ତି…

ମୁମ୍ବାଇ ବିଦ୍ୟୁତ ବିଭ୍ରାଟ ପଛରେ ଚୀନ୍ ହ୍ୟାକର । ଚୀନର ସାଇବର ଆଟାକ ନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଲା…

କନକ ବ୍ୟୁରୋ: ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିଥିବା ଚୀନ୍ ସାଇବର ଆଟାକ ମଧ୍ୟ ଜାରି ରଖିଛି । ଗତବର୍ଷ ଅକ୍ଟୋବର ମାସରେ ମୁ୍ମ୍ବାଇରେ ଦୀର୍ଘ ସମୟ ଧରି ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ଏପରିକି ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ବେପାର ବାଣିଜ ସବୁ କିଛି ଠପ୍ ହୋଇଯାଇଥିଲା । ତେବେ…

ଚୀନର ଆଉ ଏକ ଚାଲ । ଭାରତର ଟିକା କମ୍ପାନି ଉପରେ ସାଇବର ଆକ୍ରମଣ କରିବାକୁ ଅହରହ ଉଦ୍ୟମ କରୁଛି ସୈତାନ ଚୀନ୍ ।

କନକ ବ୍ୟୁରୋ :  କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତଠାରୁ ପଛେଇଯିବା ପରେ ଚୀନ ଏବେ ଭାରତର ଟିକା ପ୍ରସ୍ତୁତକାରୀ କମ୍ପାନି ମାନଙ୍କ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରୁଛି । କିଛି ସପ୍ତାହ ତଳେ ଚୀନ ହ୍ୟାକରମାନେ  ଭାରତର ଦୁଇ ଟିକା ପ୍ରସ୍ତୁତିକାରୀ କମ୍ପାନି ସିରମ ଇନଷ୍ଟିଚ୍ୟୁଟ…

ସୁନା ଲୁଟିବାକୁ ଆସି ଗୁଳିମାଡ କଲେ ଦୁର୍ବୃତ୍ତ । ସୁନ୍ଦରଗଡ ଜିଲ୍ଲା ବଡଗାଁ’ର ସୁନା ବେପାରୀ ରୋହିତ ବର୍ମାଙ୍କ…

କନକ ବ୍ୟୁରୋ: ସୁନା ଲୁଟିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଗୁଳି ମାଡରେ ସୁନା ଦୋକାନୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଘଟିଛି ଏଭଳି ଏକ ଛାତିଥର ଘଟଣା, ଯାହାର ସାକ୍ଷୀ ସାଜିଛି ସିଟିଟିଭି କ୍ୟାମେରା । ଦୋକାନରେ ଲାଗିଥିବା ସିସିଟିଭ୍ କ୍ୟାମେରାରେ ଏହି ଗୁଳିକାଣ୍ଡର ପ୍ରତିଟି ଦୃଶ୍ୟ…