Daily Archives

February 16, 2021

ଭାରତ-ଇଂଲଣ୍ଡ ପିଙ୍କ ବଲ ଟେଷ୍ଟ: ଘୋଷଣା ହେଲା ୧୧ ଜଣିଆ ଇଂଲଣ୍ଡ ଦଳ । ଦଳରେ ସାମିଲ ହେଲେ ଜନି ବେୟାରଷ୍ଟୋ, ମାର୍କ ଉଡ୍

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୨୪ ତାରିଖରେ ଅହମ୍ମଦାବାଦରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ । ଏହି ଟେଷ୍ଟ ଡେ’-ନାଇଟ ଖେଳାଯିବ । ଏହା ପୂର୍ବରୁ ଇଂଲଣ୍ଡ ତାର ୧୧ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ବୋଲର ମାର୍କ ଉଡଙ୍କୁ ସାମିଲ କରାଯାଇଛି ।…

କ୍ଷୀର ବିକିବା ପାଇଁ ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ର ଚାଷୀ, କହିଲେ ବିନିଯୋଗ ବଢାଇଲେ ବଢିବ ଲାଭ

କନକ ବ୍ୟୁରୋ : ଗୋଟେ ପଟେ ହଜାର ହଜାର ଚାଷୀ ସରକାରଙ୍କ ନୂତନ କୃଷିିବିଲ୍ କୁ ବିରୋଧ କରି ପାଖା ପାଖି ୩ ମାସ ହେବ ଧାରଣାରେ ବସିଥିବା ବେଳେ ମହାରାଷ୍ଟ୍ରର ଜଣେ କ୍ଷୀର ବ୍ୟବସାୟୀ ନିଜର ବ୍ୟବସାୟ ବୃଦ୍ଧି କରିବା ଓ ସହଜରେ ସବୁ ସ୍ଥାନରେ କ୍ଷୀର ପହଂଚାଇବାକୁ ୩୦ କୋଟି ଟଙ୍କା ବିନିମୟରେ ଏକ…

୪ ରାଜପଥ ଲୁଟେରା ଗିରଫ । ୨୭ ଗ୍ରାମ ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଜବତ ।

କନକ ବ୍ୟୁରୋ : ବଡ଼ଚଣା ପୁଲିସ ଦ୍ୱାରା ୪ ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରାଯାଇଛି। ଅଭିନବ ଉପାୟରେ ଜାତୀୟ ରାଜପଥରେ ଲୋକମାନଙ୍କୁ ଲିଫ୍ଟ ଦେଇ ଚା’ରେ ନିଶା ଦେଇ ଲୁଟ କରୁଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ସୂଚନା ମିଳିଛି । ପୁଲିସ…

ଆଉ ପାଦେ ଆଗେଇଲା ଜୟପୁରରୁ ନବରଙ୍ଗପୁର-ମାଲକାନଗିରି ରେଳ ପ୍ରକଳ୍ପ । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ଆରମ୍ଭ…

କନକ ବ୍ୟୁରୋ : ବିଳମ୍ବରେ ହେଉ ପଛେ ଆଉ ପାଦେ ଆଗକୁ ଗଡ଼ିଲା ରେଳ ଲାଇନ୍ । ରେଳ ମାନଚିତ୍ରରୁ ବାଦ ପଡ଼ିଥିବା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ଜୟପୁର ସହ ଯୋଡ଼ିବା ପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣର ଜନ ଶୁଣାଣି । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ହେଲେ ରେଳ ଲାଇନ ପାଇଁ…

ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ ମିଶି ପାରିବେ ଦିଶା ରବି । କୋର୍ଟ ଦେଲେ ନିର୍ଦ୍ଦେଶ

କନକ ବ୍ୟୁରୋ : ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଟୁଲକିଟ୍ ମାମଲାରେ ଗତ ଶନିବାର ଦିନ ଦିଲ୍ଲୀ ପୋଲିସ ବେଙ୍ଗାଲୁରରୁ ଗିରଫ୍ କରିଥିଲା  । ଏହା ସହ ଦିଲ୍ଲୀର ଏକ ଅଦାଲତ ରବିବାର ଦିନ ଦିଶାଙ୍କୁ ୫ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦେଇଥିଲେ । ଏହି ମାମଲାର ଯାଂଚ ଏବେ ଦିଲ୍ଲୀ ପୋଲିସ…

ବନ୍ଦ ପଡିଛି ପ୍ଲାଣ୍ଟ, ରୋଜଗାର ହରାଇଛନ୍ତି ୪୦୦ କର୍ମଚାରୀ । ଛତ୍ରପୁରର ଟିଟାନିୟମ ପ୍ଲାଣ୍ଟ ନଖୋଲିଲେ, ରାସ୍ତାକୁ…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ରହିଛି ଦେଶର ପ୍ରଥମ ଟିଟାନିୟମ ପ୍ଲାଂଟ । ଏହି ପ୍ଲାଂଟଟି ଗତ ୯ ମାସ ଧରି ବନ୍ଦ ହୋଇଥିବା ହେତୁ ଏଠାରେ କାମ କରୁଥିବା ୪୦୦ କର୍ମଚାରୀ ଏବେ ରୋଜଗାର ହରାଇ ବସିଛନ୍ତି । ଆଗାମୀ ଦିନରେ କମ୍ପାନୀ ନଖୋଲିଲେ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ…