Daily Archives

February 16, 2021

ଗଜପତି ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ଦୁଇ ଲଷ ଟଙ୍କା ଲେଖାଏଁ ସହାୟତା ରାଶି ।

କନକ ବ୍ୟୁରୋ : ଗଜପତି ଜିଲ୍ଲାର ଆର୍ ଉଦୟଗିରି ଠାରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ବରଣ କରିଥିଲେ । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନିକଟତମ…

୨୦୧୬ ଜେଏନୟୁ ମାମଲା । କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ କୋର୍ଟଙ୍କ ସମନ । ମାର୍ଚ୍ଚ ୧୫ ରେ ହାଜର ହେବାକୁ…

କନକ ବ୍ୟୁରୋ : ୨୦୧୬ ରେ ଜବାହରଲାଲ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦେଶଦ୍ରୋହ ମାମଲାକୁ ନେଇ ପଟିଆଲା ହାଉସ୍ କୋର୍ଟ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ ସମନ ଜାରି କରିଛି । ୨୦୧୬ ମସିହାରେ ଜେଏନୟୁରେ ହୋଇଥିବା ଏକ ରାଲିରେ ଦେଶ ବିରୋଧି ନାରା ଲଗାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ…

ରୋଗ ଭଲ ପାଇଁ ପୂଜାପାଠ । ରାୟଗଡା କଲ୍ୟାଣସିଂହପୁର ବ୍ଲକର ଗ୍ରାମାଞ୍ଚଳରେ ଏବେ ବି ବସା ବାନ୍ଧିଛି ଅନ୍ଧବିଶ୍ୱାସ,…

କନକ ବ୍ୟୁରୋ : ସରକାର ଯେତେ ଡିଜିଟାଲ ଯୁଗ କଥା କହିଲେ ବି ଶିକ୍ଷାଠାରୁ ଦୂରରେ ଥିବା ଲୋକଙ୍କ ମନରୁ ଦୂରେଇ ପାରୁନାହିଁ ଅନ୍ଧ ବିଶ୍ୱାସ । ଆଜି ବି ରୋଗ ଭଲ କରିବା ପାଇଁ ଲୋକେ ଡାକ୍ତରୀ ଚିକିତ୍ସା ଅପେକ୍ଷା ପୂଜା ପାଠକୁ ଭରସା କରୁଛନ୍ତି । ଔଷଧ ଖାଇଲେ ରୋଗ ବଢିବ କହି, ଗାଁ ଦାଣ୍ଡରେ ରୋଗୀଙ୍କୁ…

ସୋସିଆଲ ମିଡିଆରୁ ଶ୍ୟାମ ଚାଚାଙ୍କ ସଙ୍ଗୀତ ଶୁଣି ପହଁଞ୍ଚିଲେ ବର୍ଷା । ଜଗନ୍ନାଥଙ୍କ ଭଜନରେ ଭିଜିବା ପରେ ପ୍ଲାଟଫର୍ମ…

କନକ ବ୍ୟୁରୋ: ଓଡିଶା ଶୁଣିବ ଶ୍ୟାମ ଚାଚାଙ୍କ ସ୍ୱର । ଆଉ କଟକର ଗୋଟିଏ ଗଳିରେ ଅଟକି ଯିବନି ଚାଚାଙ୍କ ସୁରିଲା ସୁରିଲା ଗୀତ, ହୃଦୟସ୍ପର୍ଶୀ ଜଗନ୍ନାଥ ଜଣାଣ । ୨ୟ ସାଲବେଗ କୁହାଯାଉଥିବା କଟକର ଅବଦୁଲ ସମଦ ନିଜାମୀଙ୍କୁ ଏବେ ଶୁଣିବ ସାରା ଓଡିଶା । କାଳିଆ ପାଇଁ ତାଙ୍କ କଣ୍ଠରୁ ବାହାରୁଥିବା…

ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ…

କନକ ବ୍ୟୁରୋ : ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ । କଅଁଳା ପିଲାଙ୍କୁ ଇଲେକ୍ଟ୍ରିକ ଶକ୍ ଦେଲେ ପୁଲିସ ବାବୁ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରୁ । ଥାନାର ଜଣେ ପୁଲିସ କର୍ମଚାରୀଙ୍କ ଘରେ ଚୋରି ହୋଇଥିବାରୁ ୪ ଜଣ ନାବାଳକଙ୍କୁ ଥାନାକୁ ଆଣି, ୩ ଦିନ…

ରାତିରେ ଉପାସ ଶୋଇଥିଲେ ରାସ୍ତାକଡର ଅସହାୟ ମଣିଷ । ଦୁଃଖ ଦେଖି ରହିପାରିଲାନି କୁନି ପୁଅ । ଭୋକିଲାଙ୍କୁ ଖାଦ୍ୟ ଦେବାକୁ…

କନକ ବ୍ୟୁରୋ: ମୁଁ ଥାଉ ଥାଉ କେହି ରହିବେନି ଭୋକିଲା... ରାତିରେ ଉପାସ ଶୋଇବେନି ରାସ୍ତା କଡର ଅସହାୟ ମଣିଷ । ଫୁଟପାଥ ମଣିଷଙ୍କ ପେଟକଥା ବୁଝି ରୋଟି ବ୍ୟାଙ୍କ ଖୋଲିଛନ୍ତି କଟକର ଏହି କୁନି ପିଲା । ବୟସ ସିନା ୧୨ କିନ୍ତୁ ଚିନ୍ତାଧାରା ଭାରି ବଡ । ସେମିତି ନହୋଇଥିଲେ କଣ ବେସାହାରାଙ୍କ ଭୋକର…