Daily Archives

February 10, 2021

ନାଗାର୍ଜୁନ ବେଶ… ଆଶା ଥିଲା, ମଉଳିଗଲା !

କନକ ବ୍ୟୁରୋ : ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜ୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପାଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି ।  ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ…

ବିଭତ୍ସ… ରାଉରକେଲାରେ ହୋଟେଲ ମାଲିକଙ୍କୁ ହତ୍ୟା

କନକ ବ୍ୟୁରୋ : ରାଉରକେଲାରେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା । ବିଳମ୍ବିତ ରାତିରେ ଘରେ ପଶି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାଉରକେଲା ଡିଏଭି ସ୍କୁଲ ନିକଟରେ ରହୁଥିବା ୫୭ ବର୍ଷୀୟ ବସେରା ହୋଟେଲର ମାଲିକ ସଜ୍ଜନ ମିତଲଙ୍କୁ ହତ୍ୟା କରାଯାଇଛି  । ଲୁହାରଡ଼ରେ ତାଙ୍କ ମୁଣ୍ଡକୁ ଆକ୍ରମଣ…

ପୂୁଣି ଆଜି ବଢିଲା ପେଟ୍ରୋଲ, ଡିଜେଲର ମୂଲ୍ୟ । ମୁମ୍ବାଇରେ ପେଟ୍ରୋଲ ୯୪ ଟଙ୍କା ପାର

କନକ ବ୍ୟୁରୋ : ତୈଳ କମ୍ପାନୀ ମାନଙ୍କ ଦ୍ୱାରା ଆଜି ପୁଣି ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି କରାଯାଇଛି । ଏହା ଫଳରେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବକାଳୀନ ରେକର୍ଡ ଭାଙ୍ଗି ୯୪ ଟଙ୍କା ପାର କରିଥିବା ବେଳେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୭.୬୦ ଟଙ୍କାରେ ପହଂଚିଛି । ତୈଳ କମ୍ପାନୀ…

ଆଜିଠୁ ଖୋଲିବ ଇଞ୍ଜିନିୟରିଂ କଲେଜ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ ।

କନକ ବ୍ୟୁରୋ : ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଆଜିଠୁ ଖୋଲିବ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ । କୋଭିଡ ଗାଇଡଲାଇନ ପାଳନ ସହ ଆରମ୍ଭ ହେବ ପାଠପଢା । ଆଇଟିଆଇ, ପଲିଟେକ୍ନିକ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ପାଠପଢା ହେବ ।  ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ…

କରୋନା ଚିହ୍ନୁଛି କୁକୁର । ସଂକ୍ରମଣ ହୋଇଛି କି ନା ସୁଙ୍ଘି ସୁଙ୍ଘି ଜାଣୁଛି ସେନାର କୁକୁର । 

କନକ ବ୍ୟୁରୋ : କରୋନା ଭୂତାଣୁର ଚିହ୍ନଟ କରିବା ପାଇଁ ବିଭିନ୍ନ ପ୍ରକାରର ଟେଷ୍ଟିଂ କିଟ ବାହାର କରାଯାଇଛି। ପାଟିରୁ ଏବଂ ନାକରୁ ସ୍ବାବ ନମୁନା ନେଇ ପରୀକ୍ଷା କରାଯିବା ସହ ବ୍ୟକ୍ତିଜଣକ କରୋନା ଆକ୍ରାନ୍ତ କି ନାହିଁ ଚିହ୍ନଟ କରାଯାଉଛି। ହେଲେ ଭାରତୀୟ ସେନାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ…

କରୋନା ଟିକାକରଣକୁ ନେଇ ଆସିଲା ଭଲ ଖବର : ଟିକା ନେଇ ସନ୍ତୁଷ୍ଟ ଅଛନ୍ତି ୯୭ ପ୍ରତିଶତ ଲୋକ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଏହାରି ଭିତରେ କରୋନା ଟିକାକରଣକୁ ନେଇ ଆସିଛି ଭଲ ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟିକାକରଣଶ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ସମଗ୍ର…