Daily Archives

February 10, 2021

ଟ୍ୟୁସନ ଶିକ୍ଷକଙ୍କ ମାଡରେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର । ଥାନାରେ ଅଭିଯୋଗ, ଶିକ୍ଷକ ଅଟକ । 

କନକ ବ୍ୟୁରୋ : ଟ୍ୟୁସନ୍‌ ଶିକ୍ଷକଙ୍କ ମାଡ଼ରେ ସ୍ଥାନୀୟ କୋଳିଅଠା ଗ୍ରାମର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବା ମାହାଙ୍ଗା ଥାନାରେ ଅଭିଯୋଗ କରାଯାଇଛି । ଆହତ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ…

କୃଷକ ଆନ୍ଦୋଳନ ଦେଇ ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ବୟାନ । କହିଲେ ୪ ଲକ୍ଷ ନୁହେଁ ଏବେ ସରକାର ଦେଖିବେ ୪୦ ଲକ୍ଷ…

କନକ ବ୍ୟୁରୋ : ନୂତନ କୃଷିବିଲକୁ ବିରୋଧ କରି ପ୍ରତିବାଦ କରୁଥିବା କୃଷକ ମାନେ ଏବେ ଆନ୍ଦୋଳନ ଆଡକୁ ଢଳିଛନ୍ତି । ଏନେଇ କୃଷକ ନେତା ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମହାପଞ୍ଚାୟତ ଆୟୋଜନ କରାଯାଇ ହଜାର ହଜାର କୃଷକ ମାନଙ୍କୁ ଆନ୍ଦୋଳନ ସହିତ ଯୋଡିବାକୁ ଚେଷ୍ଟା କରାଯାଉଛି । କୁରୁକ୍ଷେତ୍ରର…

୧୧ କୋଟି ଟଙ୍କାରେ ବିକ୍ରି ହେଉଛି ୪୫ ବର୍ଷର ପୁରୁଣା କମ୍ପ୍ୟୁଟର । ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାକୁ ଆଧାର କରି ସମଗ୍ର ବିଶ୍ୱ ଦ୍ରୁତ ଗତିରେ ଆଗକୁ ବଢୁଛି । ଲୋକମାନେ ନୂଆ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି । ଏପରି ପରିସ୍ଥିତିରେ ୪୫ ବର୍ଷ ପୁରୁଣା କମ୍ପ୍ୟୁଟରର ଚାହିଦା ବଢିବା ଭଳି ଖବର ସାମ୍ନାକୁ ଆସିଛି । ବାସ୍ତବରେ ଏହି ପୁରୁଣା…

ଭଦ୍ରକ ଡାହାଣୀଗଡିଆ ହରିଶଙ୍କର ଗ୍ୟାରେଜରେ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ୪ଟି ବସ ଓ ୨ଟି ସ୍କପ୍ରିଓ

କନକ ବ୍ୟୁରୋ : ଭଦ୍ରକ ଟାଉନଥାନା ଡାହାଣୀଗଡିଆ ସ୍ଥିତ ହରିଶଙ୍କର ଗ୍ୟାରେଜରେ ଅଗ୍ନିକାଣ୍ଡ । ନିଆଁ ଲାଗି ଗ୍ୟାରେଜରେ ଥିବା ୪ଟି ବସ ଓ ୨ଟି ସ୍କପ୍ରିଓ ଜଳିଯାଇଛି । ଅଗ୍ନିଶମ ବାହିନୀ ପହଚିଂ ନିଆଁକୁ ଆୟତ କରିଛି । ବିଳମ୍ବତ ରାତିରେ ଗ୍ୟାରେଜରେ ନିଆଁ ଲାଗିଛି । ତେବେ ଅଗ୍ନିକାଣ୍ଡର କାରଣ…

ଦିନ ଯାଇଛି, ଦରଜ ଯାଇନି । ମେନ୍ଦ୍ରାଜପୁର ବସ ଟ୍ରାଜେଡିରୁ ବର୍ଷେ । ଛାତିଥରା ଦୁର୍ଘଟଣାକୁ ଏବେବି ଭୁଲିପାରୁ ନାହାନ୍ତି…

କନକ ବ୍ୟୁରୋ: ମେଣ୍ଡରାଜପୁରର ଭୟାନକ ବସ୍‌ ଅଘଟଣ ୧୦ଜଣ ବନ୍ଧୁ ପରିଜନଙ୍କ ସହ ମୋର ଦୁଇ ଭଉଣୀଙ୍କୁ ମୋ ଠାରୁ ଅଫେରା ରାଇଜକୁ ନେଇଯାଇଛି। ସେହି ଘଟଣାକୁ ବର୍ଷେ ପୂରିଛି। ସମୟ ବିତିଯାଇଛି କିନ୍ତୁ ସେହି ଛାତିଥରା ଅଘଟଣ ଆଜି ବି ମୋ ଆଖି ଆଗରେ ନାଚି ଉଠୁଛି। ଘଟଣାକୁ ସାରା ଜୀବନ ଭୁଲିବା ସମ୍ଭବ…

ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ଖାରଜ

କନକ ବ୍ୟୁରୋ : ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଆଜି ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ଜିଆର୍ କେସ୍‌ ନମ୍ବର ୧୩୫/୨୦୧୩ ତଥା ଛତ୍ରପୁର ଥାନା କେସ୍‌ ନମ୍ବର ୬୮/୧୩ରେ ଜାମିନ୍‌ ପାଇଁ ପ୍ରଦୀପଙ୍କ…