Daily Archives

February 2, 2021

ସତ କାଢିବାକୁ ସାମ୍ନାସାମ୍ନି ଜେରା । ଝରାଫୁଲଙ୍କ ବାପା ଓ ଅଭିଯୁକ୍ତ ରାକେଶକୁ ଏକାଠି ବସାଇ ପଚରାଉଚରା କଲା ପୋଲିସ ।…

କନକ ବ୍ୟୁରୋ: ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଝରାଫୁଲ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡ ରାକେଶ ସ୍ୱାଇଁ । ନୀରିହ ଝରାଫୁଲକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଏହି ନରରାକ୍ଷସକୁ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରିଛି ପୁଲିସ । ଘଟଣାର ୭ଦିନ ବିତି ଯାଇଥିଲେ ବି ବିଶେଷ କିଛି ତଥ୍ୟ…

ଧାନ କିଣାରେ ଅନିୟମିତତା ନେଇ ବଡ କାର୍ଯ୍ୟାନୁଷ୍ଠାନ । ୧୦ ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବିତ କଲେ ସରକାର ।

କନକ ବ୍ୟୁରୋ: ଧାନ କିଣାରେ ଅନିୟମିତତା ନେଇ ବଡ କାର୍ଯ୍ୟାନୁଷ୍ଠାନ । ଅନିୟମିତତା ଅଭିଯୋଗରେ ୧୦ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ । ୧୦ ସମ୍ପାଦକଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ନିଲମ୍ବନ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ତେବେ ଧାନ ସଂଗ୍ରହ ବାବଦରେ ଜାରି ହୋଇଥିବା…

ଦିଲ୍ଲୀର ପ୍ରବେଶ ପଥରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ରାସ୍ତାରେ କଣ୍ଟା ପୋତିଲା ଦିଲ୍ଲୀ ପୋଲିସ

କନକ ବ୍ୟୁରୋ: ଦିଲ୍ଲୀ ପ୍ରବେଶ ପଥରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଦିଲ୍ଲୀ ପ୍ରବେଶରୁ ରୋକିବା ପାଇଁ ରାସ୍ତାରେ କଂଟା ବ୍ୟାରିକେଡ ଲଗାଇଛନ୍ତି ପୋଲିସ । ସିଂଘୁ, ଟିକରି ଓ ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ଏକାଧିକ ସ୍ତରର ବ୍ୟାରିକେଡିଂ କରିଛି । ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ଚାଷୀ…

ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କଲେ ମମତା । ଆଦିବାସୀ ସଙ୍ଗୀତର ତାଳେ ତାଳେ ଝୁମିଲେ ଦିଦି

କନକ ବ୍ୟୁରୋ: ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସଙ୍ଗୀତର ତାଳେ ତାଳେ ନାଚିଲେ ମମତା । ଅଲ୍ଲିପୁରଦ୍ୱାର ଜିଲ୍ଲାର ଫକଲଟା ଠାରେ ଆୟୋଜିତ ଗଣ ବିବାହ ଉତ୍ସବରେ ମମତା ବାନାର୍ଜୀ ନାଚୁଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଚାଷୀ । ସୂଚନା ଦେଲେ ଚାଷୀ ନେତା ରାକେଶ ଟିକାୟତ

କନକ ବ୍ୟୁରୋ: ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ୬୯ଦିନ ଧରି ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଆସନ୍ତା ଅକ୍ଟୋବର ଯାଏଁ ଆନ୍ଦୋଳନ ଚାଲିବ ଏବଂ…

ଫେବୃଆରୀ ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ…

କନକ ବ୍ୟୁରୋ : ଫେବୃଆରୀ ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ସବୁ ମ୍ୟୁନିସିପାଲ କମିଶନରଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ…