Daily Archives

February 2, 2021

ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ ।  ଦଳୀୟ ଶିବିରରେ ଜାରି ରହିଛି କସରତ

କନକ ବ୍ୟୁରୋ: ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ ।  ଏ ନେଇ ଦଳୀୟ ଶିବିରରେ  କସରତ ଜାରି ରହିଛି । ତେବେ ଟିକେଟ ପାଇଁ ମହାରଥୀ ପରିବାରର ମା ଓ ପୁଅଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବିଜେଡି କର୍ମୀ  ଦୁଇଭାଗ ହୋଇଛନ୍ତି । ପିପିଲି ଉପନିର୍ବାଚନ ପାଇଁ ଏବେ  ମା ଓ ପୁଅଙ୍କ…

୮ ଲେନ୍ ବିଶିଷ୍ଟ ହେବ ପାରାଦୀପ-ବଡବିଲ୍ ରାସ୍ତା । ଖର୍ଚ୍ଚ ହେବ ୯ ହଜାର କୋଟି

କନକ ବ୍ୟୁରୋ: ଓଡିଶାରେ ରାଜପଥ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ରାଜପଥ ପ୍ରକଳ୍ପ ନେଇ ଆଲୋଚନା ହୋଇଛି । ପାରାଦୀପ ଠାରୁ…

କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ନବୀନ, ଧର୍ମେନ୍ଦ୍ର ଓ ନୀତିନ ଗଡକରିଙ୍କ ଆଲୋଚନା । ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା…

କନକ ବ୍ୟୁରୋ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି  ବୈଠକରେ ପ୍ରଧାନମନ୍ତ୍ରୀଙ୍କ…

ତମେ ଡାଳେ ଡାଳେ ଗଲେ ଆମେ ପତ୍ର ପତ୍ରେ ଯିବୁ… ଏଭଳି ଢଙ୍ଗରେ ତସ୍କରଙ୍କୁ ଚେତାବନୀ ଦେଲା ଓଡିଶା ପୋଲିସ ।…

କନକ ବ୍ୟୁରୋ: ପିଲାଦିନେ ଚୋର ପୁଲିସ ଖେଳ ତ ଆପଣ ନିଶ୍ଚୟ ଖେଳିଥିବେ। ଆଉ ଏହି ଖେଳର ମଜା କିଛି ନିଆରା ବି ଥାଏ କାରଣ ଚୋର ଲୁଚିଲେ ଆଉ ଜଣେ ପୁଲିସ ସାଜି ତାର ପତ୍ତା ଲଗାଇ ଥାଏ। ଏହି ଖେଳରେ ଚୋର ଯେତେ ଚତୁର, ଚାଲାକ ହେଉ ନା କାହିଁକି, ପ୍ରାୟତଃ ପୁଲିସର ପଲଡା ଭାରି ରହିଥାଏ। ଠିକ ଏମିତି କିଛି…

ଆଇପିଏଲର ସବୁଠାରୁ ଧନୀ ଖେଳାଳି ଧୋନୀ । ଆଇପିଏଲରୁ ଧୋନୀ ଆୟ କରିବେ ୧୫୦ କୋଟି ଟଙ୍କା । ଏହି ତାଲିକାରେ ବିରାଟଙ୍କୁ…

କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ । ହେଲେ ଧୋନୀ ଏବେ ବି ଆଇପିଏଲ ଖେଳିବା ଜାରି ରଖିଛନ୍ତି । ତେବେ ଆପଣ କଣ ଜାଣିଛନ୍ତି ଧୋନୀ ଆଇପିଏଲ ଖେଳି କେତେ ଟଙ୍କା ରୋଜଗାର କରନ୍ତି । ଆମେ ଆଜି କହିବୁ ଧୋନୀଙ୍କ ଆଇପିଏଲ ରୋଜଗାର…

ଚାଷୀଙ୍କ ପାଇଁ ଗାଜିପୁର ସୀମାରେ ଲୁହା କଣ୍ଟା ପୋତିଲା ଦିଲ୍ଲୀ ପୋଲିସ । ରାହୁଲ କହିଲେ, ପାଚେରୀ ନୁହେଁ ସେତୁ ତିଆରି…

କନକ ବ୍ୟୁରାେ: ଚାଷୀଙ୍କ ଆନ୍ଦୋଳନ ଥମିବାର ନାଁ ନେଉନଥିବାବେଳେ ଚାଷୀଙ୍କୁ କାବୁ କରିବାକୁ ନୂଆ ନୂଆ ବାଟ ଆପଣାଉଛି ଦିଲ୍ଲୀ ପୁଲିସ୍ । ଚାଷୀଙ୍କ ଅଟକାଇ ରଖିବା ପାଇଁ ଦିଲ୍ଲୀ- ଉତ୍ତରପ୍ରଦେଶ ଗାଜିପୁର ବୋର୍ଡରୁ ଆସିଛି ଏକ ଅଭିନବ ଚିତ୍ର । ରାସ୍ତାରେ ବ୍ୟାରିକେଟ୍ କରିବା ସହ ରାସ୍ତା ଉପରେ…