Daily Archives

January 22, 2021

ମାଲକାନଗିରି ଓ କାଲିିମେଳାରେ ତେଲ ଦର ଆକାଶ ଛୁଆଁ । ପେଟ୍ରୋଲ ଲିଟର ପିଛା ଦାମ ୯୧ ‘ଟଙ୍କା ଉପରେ । ଡିଜେଲ ଦାମ…

କନକ ବ୍ୟୁରୋ: ମାଲକାନଗିରିରେ ରେକର୍ଡ କରିଛି ତେଲ ଦର । ପେଟ୍ରୋଲ ଲିଟରପିଛା ୯୧ ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ବି ଲିଟର ପିଛା ୮୭ ଟଙ୍କା ପାର କରିଛି । ସେହିଭଳି କାଲିିମେଳାରେ ବି ପେଟ୍ରୋଲ ଲିଟର ପିଛା ଦାମ ରହିଛି ପାଖାପାଖି ୯୨ ଟଙ୍କା । କାଲିମେଳାରେ ଗତ ଦୁଇଦିନ ହେଲା…

ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ । ଦଳକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନୀ…

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ଏବେ ବି ଚର୍ଚ୍ଚାରେ ରହିଛି । ଏହି ବିଜୟ ପାଇଁ ପାକିସ୍ତାନର ପୂର୍ବତନ ଅଧିନାୟକ ଇଂଜମାମ-ଉଲ-ହକ ୩ଜଣ ବ୍ୟକ୍ତିଙ୍କୁ ଶ୍ରେୟ ଦେଇଛନ୍ତି । ଇଂଜାମାମ ନିଜର ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତର ବିଜୟର ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆକୁ…

ନେତାଜୀ ଜୟନ୍ତୀକୁ ନେଇ ମୋଦୀ-ମମତା ମୁହାଁମୁହିଁ । ପରାକ୍ରମ ଦିବସ ପାଳିବନି ପଶ୍ଚିମବଙ୍ଗ । ଦେଶନାୟକ ଦିବସ ପାଳିବାକୁ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମମତା ବନାମ ମୋଦୀ । ନେତାଜୀଙ୍କ ଜୟନ୍ତୀଙ୍କୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ଜାନୁଆରୀ ୨୩ ତାରିଖରେ ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ…

ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ,…

କନକ ବ୍ୟୁରୋ: ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ବ୍ୟବସାୟିକ ଭିତ୍ତିରେ କରୋନା ଟିକା ପଠା ଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ଭାରତର ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ…

ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟଣା । ପ୍ରଭାବିତ ହେବନି ଟିକା ଉତ୍ପାଦନ । ସୂଚନା ଦେଲେ ସିଇଓ ଆଦର ପୁନାୱାଲା

କନକ ବ୍ୟୁରୋ: ସେରମ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡ ଦ୍ୱାରା ପ୍ରଭାବିତ ହେବନି କୋଭିସିଲ୍ଡ ଟିକା ଉତ୍ପାଦନ । ଏନେଇ ସୂଚନା ଦେଇଛନ୍ତି ସେରମ୍ ମୁଖ୍ୟ ଅଦାର ପୁନାୱାଲା । ସେ କହିଛନ୍ତି ଯେ, ନିଆଁ ଲାଗିଥିବା ଯୋଗୁଁ କମ୍ପାନୀକୁ ଆର୍ଥିକ କ୍ଷତି ହୋଇଥିଲେ ମଧ୍ୟ କୋଭିସିଲ୍ଡ ଟିକା…

ସହଜ ହେଉନି ଜଗା ଦର୍ଶନ । ସିଂହଦ୍ୱାରରେ ପହଞ୍ଚିବା ପାଇଁ ଚାଲିବାକୁ ପଡୁଛି ଦୁଇ କିଲୋମିଟର ବାଟ । ଲମ୍ବା ବ୍ୟାରିକେଡକୁ…

କନକ ବ୍ୟୁରୋ : ଗୁରୁବାର ଠାରୁ ବିନା କୋଭିଡ୍ ରିପୋର୍ଟରେ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି, ଭକ୍ତଙ୍କ ମହଲରେ ଖୁସି ଆଣିଥିଲା, କିନ୍ତୁ ବଡଦାଣ୍ଡରେ ପହଞ୍ଚିବା ପରେ, ସମସ୍ତଙ୍କ ଚିନ୍ତା ବଢିଯାଇଥିଲା । କାରଣ, ସିଂହଦ୍ୱାରକୁ ପହଞ୍ଚିବା ପାଇଁ ଆପଣଙ୍କୁ ୨ କିଲୋମିଟର ବାଟ ଚାଲିବାକୁ ପଡିବ ।…