Daily Archives

January 11, 2021

କେନ୍ଦୁପତ୍ର ତୋଳାଳୀଙ୍କୁ ନୂଆ ବର୍ଷ ଭେଟି । ୯୨.୩୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ : କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି ।  କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା । ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା…

ଏହି ୯ଟି ରାଜ୍ୟରେ ଦେଖାଦେଲାଣି ବାର୍ଡ ଫ୍ଲୁ… । ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । 

କନକ ବ୍ୟୁରୋ : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି । କିଛି ସ୍ଥାନରେ କୁକୁଡା ଓ ପକ୍ଷୀ ଗୁଡିକ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରୁଥିବାର ଖବର ସାମ୍ନାକୁ ଆସୁଛି । ଶହ ଶହ ସଂଖ୍ୟାରେ ପକ୍ଷୀ ଗୁଡିକ ମରୁଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛି । ଏସବୁ ଭିତରେ…

ନିଶ୍ୱାସ ନେବାକୁ ମଣିଷକୁ କରିବାକୁ ପଡିବ ସଂଘର୍ଷ, କାରଣ କିଛି ଦଶନ୍ଧି ଭିତରେ ନଷ୍ଟ ହୋଇଯିବ ବିଶ୍ୱର ଫୁସଫୁସ…

କନକ ବ୍ୟୁରୋ : ନିଶ୍ୱାସ ନେବାକୁ ମଣିଷ କରିବ ସଂଘର୍ଷ । ଅମ୍ଲଜାନ ବିନା ହନ୍ତସନ୍ତ ହେବ ଜୀବଜଗତ । କିଛି ଏମିତି ସ୍ଥିତି ଆଉ ୪୦ ବର୍ଷ ପରେ ଦେଖିବାକୁ ମିଳିପାରେ । କାରଣ ବିଶ୍ୱର ଫୁସଫୁସ କୁହାଯାଉଥିବା ତଥା ସବୁଠୁ ବଡ ଜଙ୍ଗଲ ସମ୍ପୂର୍ଣ୍ଣ ରୂପେ ପଡିଆ ପାଲଟି ଯାଇପାରେ । ବିଶ୍ୱର ସବୁଠୁ ବଡ…

ସାଧାରଣତନ୍ତ୍ର ଦିବସ ପରେଡରେ ସମ୍ମାନିତ ହେବେ ଗଲୱାନ ସହିଦ । ଗତ ଜୁନ ୧୫ରେ ଲଦାଖର ଗଲୱାନରେ ସହିଦ ହୋଇଥିଲେ ୨୦ ଭାରତୀୟ…

କନକ ବ୍ୟୁରୋ : ଗତବର୍ଷ ଜୁନ୍‌ ୧୫ ତାରିଖ ଦିନ ପୂର୍ବ ଲଦାଖର ଗଲଓ୍ଵାନ୍‌ ଉପତ୍ୟକାରେ ଚୀନ୍‌ ସେନାକୁ ପ୍ରତିରୋଧ କରି ସହିଦ ହୋଇଥିବା ‘୧୬ ବିହାର ବାଟାଲିୟନ୍‌’ର କର୍ଣ୍ଣେଲ୍‌ ବି ସନ୍ତୋଷ ବାବୁଙ୍କ ସମେତ ଅନ୍ୟୂନ ୫ଜଣ ଭାରତୀୟ ସେନା ଯବାନଙ୍କୁ ସାଧାରଣତନ୍ତ୍ର ଦିବସରେ ମରଣୋତ୍ତର ଭାବେ ସୌର୍ୟ୍ୟ…

୨୧୦ ଟଙ୍କାରେ ମିଳିବ କୋଭିସିଲ୍ଡ ଟିକା । ଭ୍ୟାକସିନର ଦାମ ନେଇ ସୂଚନା ଦେଲା ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ।

କନକ ବ୍ୟୁରୋ : ଟିକାକରଣ ପାଇଁ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଠାରୁ ଟିକା କିଣିବା ପାଇଁ ଆନୁଷ୍ଠାନିକ ପ୍ରକ୍ରିୟା ଶେଷ କରିଛି । ଆଜି ସିରମ୍ ଇନଷ୍ଟିଚ୍ୟୁଟ୍ ସରକାରଙ୍କ ପର୍ଚେଜ୍ ଅର୍ଡର ହାସଲ କରିଛି । ୧ କୋଟି ୧୦ ଲକ୍ଷ କୋଭିସିଲ୍ଡ ଟିକା କିଣିବା ପାଇଁ ଏହି ପର୍ଚେଜ୍ ଅର୍ଡର…

କରୋନା ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ । କହିଲେ ୨ ଟି ଯାକ ଟିକା ପ୍ରଭାବଶାଳୀ ।…

କନକ ବ୍ୟୁରୋ : ଭାରତରେ ୧୬ ଜାନୁଆରୀ ଠାରୁ କରୋନା ମାହାମାରୀ ପାଇଁ ଟିକାକରଣ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ ସବୁ ରାଜ୍ୟ ସରକାରଙ୍କ ପ୍ରକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ…