Daily Archives

January 11, 2021

ଲୁଟେରା ସ୍ୱାମୀ… । ଧମକ ଦେଇ ବିବାହ କରିଲା, ପତ୍ନୀକୁ ହୋଟେଲରେ ଛାଡିଦେଇ ସୁନାଗହଣା, ଟଙ୍କା ଧରି ଛୁ ମାରିଲା ।

କନକ ବ୍ୟୁରୋ : ଫେସବୁକରେ ବନ୍ଧୁତା। ପରେ ହେଲା ପ୍ରେମ। ପ୍ରେମରେ ପାଗଳ ହୋଇ ଯୁବକ ଦେଲା ଆତ୍ମହତ୍ୟା ଧମକ। ବିବାହ ନକଲେ ବେକ କାଟିଦେବି ବୋଲି ଯୁବତୀଙ୍କୁ ଧମକ ଦେଇ ବିବାହ କଲା ଯୁବକ। ହେଲେ ବିବାହର କିଛି ଦିନ ପରେ ସାମ୍ନାକୁ ଆସିଲା ଯୁବକର ଅସଲ ଉଦ୍ଦେଶ୍ୟ। ପ୍ରେମ ନୁହେଁ, ପତ୍ନୀର…

ଟିକାକରଣ ପୂର୍ବରୁ ଓଡିଶାବାସୀଙ୍କୁ ଆଶ୍ୱସ୍ତ କଲେ ଓଡିଶା ସରକାର । କହିଲେ, ସମ୍ପୂର୍ଣ୍ଣ ନିରାପଦ କୋଭିଡ ଟିକା । ପ୍ରଥମେ…

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ସାରା ଦେଶରେ ଟିକାକରଣ ଆରମ୍ଭ ହେଉଥିବା ବେଳେ କରୋନା ଟିକାକୁ ନେଇ ଆଶ୍ୱସ୍ତ କରିଛନ୍ତି ରାଜ୍ୟ ସରକାର । କୌଣସି ଉଡ଼ା ଖବରକୁ ବିଶ୍ୱାସ ନକରି, ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ନରଖି ଟିକା ନେବା ଉଚିତ୍ ବୋଲି କହିଛନ୍ତି ସରକାର । ଟିକାକୁ ନେଇ ସାଧାରଣ…

ସ୍କୁଲ ଫି’ ହ୍ରାସ ନେଇ କ’ଣ କରିବେ ରାଜ୍ୟ ସରକାର ? ଘରୋଇ ସ୍କୁଲକୁ ହାଇକୋର୍ଟଙ୍କ ପରାମର୍ଶ । କହିଲେ ଲାଭ କରନ୍ତୁ,…

କନକ ବ୍ୟୁରୋ : ସ୍କୁଲ ଫି ଛାଡ଼ ମାମଲାରେ ହାଇକୋର୍ଟଙ୍କ ସ୍ପଷ୍ଟ ରାୟ ପରେ ଏବେ ସମସ୍ତଙ୍କ ନଜର ରାଜ୍ୟ ସରକାରଙ୍କ ଉପରେ । ଘରୋଇ ସ୍କୁଲରେ କେତେ ପ୍ରତିଶତ ଫି ଛାଡ଼ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତି ନେବେ ରାଜ୍ୟ ସରକାର । ଗତକାଲି ଓଡ଼ିଶା ହାଇକୋର୍ଟ, ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି…

ଶବ ସହ ଷଡଯନ୍ତ୍ର । ଭୁବନେଶ୍ୱରରେ ହତ୍ୟା କରିବା ପରେ ଗଞ୍ଜାମରେ ଫିଙ୍ଗାଯାଇଥିଲା ମୃତଦେହ । ପୋଲିସକୁ ଦ୍ୱନ୍ଦରେ ପକାଇବା…

କନକ ବ୍ୟୁରୋ : ଶବ ସହ ଷଡଯନ୍ତ୍ର । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କହିଥିଲେ ହତ୍ୟାକାରୀ ସ୍ୱାମୀ ସ୍ତ୍ରୀ । ଗଂଜାମରେ ଫିଙ୍ଗି ଦେଇଥିଲେ ମୃତଦେହ । ଜଣେ ଘରୋଇ ସହାୟିକାଙ୍କୁ ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା । ଆଉ ପୋଲିସକୁ ଦ୍ୱନ୍ଦ୍ୱରେ ପକାଇବା…

ଚାଷୀ ଆନ୍ଦୋଳନରେ ନୂଆ ମୋଡ । କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ, ନହେଲେ କରିବେ…

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ସ୍ଥଗିତ ରଖନ୍ତୁ, ନହେଲେ ନିଜେ ସୁପ୍ରିମକୋର୍ଟ ଏନେଇ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସୁପ୍ରିମକୋର୍ଟ କହିଛନ୍ତି, ଏତେ ଦିନ…

ସାହସ ଦେଖାଇଲେ ସାହସୀ ଝିଅ । ଲୁଟେରାଙ୍କ ସହ ଲଢିଲେ, ବୃଦ୍ଧ ବାପାଙ୍କ ଜୀବନ ବଞ୍ଚାଇଲେ ।

କନକ ବ୍ୟୁରୋ : ଲୁଟେରାଙ୍କ ସହ ଲଢିଲେ, ବୃଦ୍ଧ ବାପାଙ୍କ ଜୀବନ ବଞ୍ଚାଇଲେ । ଜଣେ ସାହାସୀ ଝିଅର କାହାଣୀ ବାବଦରେ ଜାଣିଲେ ଆପଣ ବି ତାଙ୍କ ସାହସିକତାକୁ ତାରିଫ ନ କରି ରହିପାରିବେନି । ଗତ ଶୁକ୍ରବାର ମୁମ୍ବାଇର ଡୋମ୍ବିବଲି ଅଞ୍ଚଳରେ ବସବାସ କରୁଥିବା ଜଣେ ବୃଦ୍ଧଙ୍କ ଘରେ କିଛି ଲୁଟେରା ପଶିଥିଲେ।…