Daily Archives

January 4, 2021

କୋଭାକ୍ସିନ୍ ପରେ ନାକରେ ଦିଆଯିବା କରୋନା ଟୀକା ପ୍ରସ୍ତୁତ କରୁଛି ଭାରତ ବାୟୋଟେକ୍ । ଖୁବଶୀଘ୍ର ଆରମ୍ଭ ହେବ ମାନବ…

କନକ ବ୍ୟୁରୋ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ କରୋନା ଟିକା ‘କୋଭାକସିନ’ ତିଆରି କରିଥିବା ଭାରତ ବାୟୋଟେକ୍ କମ୍ପାନୀ, ନାକରେ ପକାଇବା ପାଇଁ କରୋନା ଟିକା ପ୍ରସ୍ତୁତ କରୁଛି । ଏହାର ମ୍ୟାନେଜିଂ ଡାଇରେକ୍ଟର ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି, ଏହି ଭାକ୍ସିନ ଏବେ ନିର୍ମାଣଧିନ ଅଛି । ଏହି…

ନିର୍ବନ୍ଧ ସରିଥିଲା, ଦୁଇ ମାସ ପରେ ଦୁହିତା ସାଜିଥାନ୍ତେ । କିନ୍ତୁ ସେଲଫି ନିଶା ସବୁଦିନ ପାଇଁ ଶୁଆଇଦେଲା, ବାହାଘର…

କନକ ବ୍ୟୁରୋ : ବିପଦପୂର୍ଣ୍ଣ ଭାବେ ମୋବାଇଲରେ ସେଲଫି ନେବା କେତେ ଯେ ଭୟଙ୍କର ହୋଇପାରେ ତାହା ରାଜଗାଙ୍ଗପୁରର ଅନୁପମା ପ୍ରଜାପତିଙ୍କ ସହ ଘଟିଯାଇଥିବା ଘଟଣାରୁ ସହଜରେ ଅନୁମାନ କରିହେବ । ବନ୍ଧୁମାନଙ୍କ ସହ ନଦୀ ଦାଢ଼ରେ ସେଲଫି ନେବାବେଳେ ପାଣିରେ ପଡି ଚାଲି ଯାଇଛି ତାଙ୍କ ଜୀବନ । ଆଉ ଅଧାରେ…

ଟିକାକରଣ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ଟିକାକରଣ କେନ୍ଦ୍ର ପାଇଁ ଚିହ୍ନଟ…

କନକ ବ୍ୟୁରୋ : ଆସନ୍ତା ୮ ତାରିଖ ସୁଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗରନିଗମ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ସଚିବ…

କୋଭାକ୍ସିନ ୨୦୦% ନିରାପଦ, ଭାରତ କାହାଠାରୁ ନକଲ କରିବା ଦେଶ ନୁହେଁ ବରଂ ନିଜେ କରିପାରିବ ଉଦ୍ଭାବନ । ସମାଲୋଚନା ନେଇ…

କନକ ବ୍ୟୁରୋ : ଭାରତୀୟ ଫାର୍ମା କମ୍ପାନି ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଅନୁମତି ଦିଆଯିବାକୁ ନେଇ କେତେକ ରାଜନୈତିକ ଦଳ ପ୍ରଶ୍ନ ଉଠାଇଥିବାରୁ ତାହାର ଉତ୍ତର ରଖିଛି କମ୍ପାନି । କୋଭାକ୍ସିନ ୨୦୦ ପ୍ରତିଶତ ନିରାପଦ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା…

ଜଗା ଦର୍ଶନ ପାଇଁ ଅଡୁଆ ହେଉଛି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଘରୋଇ ହସପିଟାଲ ବିରୋଧରେ ଆସିଲା ମନଇଚ୍ଛା ରିପୋର୍ଟ…

କନକ ବ୍ୟୁରୋ : ୯ ମାସ ପରେ ଶ୍ରୀମନ୍ଦିର ଖୋଲିବା ପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଆତୁର ହୋଇ ରହିଥିବା ଭକ୍ତ, କୋଭିଡ୍ ରିପୋର୍ଟ ପାଇବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । ଏପଟେ ଅଭିଯୋଗ ହୋଇଛି, ମନଇଚ୍ଛା କୋଭିଡ୍ ରିପୋର୍ଟ ଦେଇଛି ଏହି ଘରୋଇ ହସପିଟାଲ୍ । ନିୟମ ଅନୁସାରେ ମାତ୍ର ୨୦୦ ଟେଷ୍ଟ…

କୁଳମଣିଙ୍କ ପାଇଁ ରାସ୍ତାରେ ବିଛା ଯାଇଥିଲା ହତ୍ୟାର ଷଡଯନ୍ତ୍ର । ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟା ପାଇଁ ପ୍ରସ୍ତୁତ…

କନକ ବ୍ୟୁରୋ : କୁଳମଣି ବରାଳଙ୍କ ହତ୍ୟା ଥିଲା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ । ଏକଥା ଆମେ କହୁନୁ, ବରଂ ଘଟଣାସ୍ଥଳର ସ୍ଥିତି ହିଁ ବୟାନ କରୁଛି । କୁଳମଣିଙ୍କ ଗତିବଧିକୁ ଅନୁଧ୍ୟାନ କରୁଥିବା ଏହି ଦୁର୍ବୃତମାନେ ପୂର୍ବ ନିଦ୍ଧାରିତ ଯୋଜନା ଅନୁସାରେ, ରାସ୍ତା ଉପରେ ରଚିଥିଲେ ହତ୍ୟା…