Daily Archives

December 31, 2020

କେରଳ ବିଧାନସଭାରେ ଅଜବ ଘଟଣା । କୃଷି କାନୁନ ବିରୋଧରେ ପାରିତ ବିଲକୁ ବିଜେପି ବିଧାୟକଙ୍କ ସମର୍ଥନ । ଦଳ କହିଲା ଏହା…

କନକ ବ୍ୟୁରୋ : କେରଳ ବିଧାନସଭାରେ କୃଷି କାନୁନ ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଛି । ବିଧାନସଭା ପରିସରରେ ରାଜ୍ୟପାଳଙ୍କ ଉପସ୍ଥିତିରେ ଏଭଳି ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ପି. ଭିଜୟନ । ମୁଖ୍ୟମନ୍ତ୍ରୀ ଏଭଳି ପ୍ରସ୍ତାବ ଆଣିବା ପରେ ଏହାକୁ ସରକାରରେ ଥିବା ସିପିଆଇଏମ, ସିପିଆଇ ଓ…

ବିଶ୍ୱର ପ୍ରଥମ ଦେଶ ଭାବେ ପ୍ରଥମେ ନୂଆବର୍ଷ ପାଳନ କଲା ନ୍ୟୁଜିଲାଣ୍ଡ । ପୁରୁଣା ବର୍ଷକୁ ବିଦାୟ ଦେଇ ଆତଶବାଜୀରେ…

କନକ ବ୍ୟୁରୋ : ସାରା ବିଶ୍ୱରେ ନୂଆବର୍ଷ ୨୦୨୧ ନୂଆ ସମ୍ଭାବନା ନେଇ ଆସୁଛି । ବର୍ଷ ୨୦୨୦ କୁ ଏବେ ବିଦାୟ ଦେବାର ସମୟ ଆସିଛି । ବର୍ଷ ୨୦୨୦ ରେ ସାରା ବିଶ୍ୱ କରୋନା ଭଳି ମହାମାରୀର ସାମ୍ନା କରିଛି । ଏବେ ନୂଆ ବର୍ଷରେ ନୂଆ ଆଶା ନେଇ ୨୦୨୧ ଆସିଛି । ଆଶା କରାଯାଉଛି କି ନୂଆ ବର୍ଷ ସବୁକିଛି…

ଭାରତୀୟ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ପରଲୋକ । ୧୯୭୫ ବିଶ୍ୱକପରେ ଭାରତ ପାଇଁ କରିଥିଲେ ପ୍ରତିନିଧିତ୍ୱ ।

କନକ ବ୍ୟୁରୋ : ଭାରତୀୟ ହକି କିମ୍ବଦନ୍ତୀ ତଥା ଅଲମ୍ପିଆନ ମାଇକେଲ କିଣ୍ଡୋଙ୍କ ଆଜି ପୂର୍ବାହ୍ନ ପ୍ରାୟ ୩ଟା ୧୫ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ତାଙ୍କୁ ଇସ୍‌ପାତ ଜେନେରାଲ ହସପିଟାଲରେ ଚିକିତ୍ସା କରାଯାଉଥିଲା। ଦୀର୍ଘଦିନ…

ଭାରତକୁ ଝଟକା । ଟେଷ୍ଟ ସିରିଜରୁ ବାଦ ପଡିଲେ ଉମେଶ ଯାଦବ । ସିଡନି ଟେଷ୍ଟରେ ଡେବ୍ୟୁ କରି ପାରନ୍ତି ନଟରାଜନ୍

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ବଡ ଝଟକା । ଏହି ଟେଷ୍ଟ ସିରିଜରୁ ପେସ ବୋଲର ଉମେଶ ଯାଦବ ଆହତ କାରଣରୁ ବାଦ ପଡିଛନ୍ତି । ତେବେ ଆହତ ହେବା ସହ ଉମେଶ ଭାରତକୁ ଫେରି ଆସିଛନ୍ତି । ବର୍ତ୍ତମାନ ଉମେଶ ଯାଦବଙ୍କ ସ୍ଥାନରେ ଯୁବ ପେସ ବୋଲର ଟି ନଟରାଜନଙ୍କୁ ସ୍ଥାନ…

ଦେଶକୁ କରୋନା ମୁକ୍ତ କରିବାକୁ ବଡ ଅଭିଯାନ । ଜାନୁଆରୀ ୨ ରୁ ସମସ୍ତ ରାଜ୍ୟରେ ଟିକାକରଣ ପାଇଁ ଆରମ୍ଭ ହେବ ଅଭ୍ୟାସ ।

କନକ ବ୍ୟୁରୋ : ଜାନୁଆରୀ ୨ ତାରିଖରୁ ଭାରତରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ପଞ୍ଜାବ, ଆସାମ, ଗୁଜୁରାଟ ଓ…

ନୂଆବର୍ଷରେ ଗ୍ରାହକ ମାନଙ୍କୁ ଜିଓର ଉପହାର । ଜାନୁଆରୀ ପହିଲାରୁ କୌଣସି ଲୋକାଲ କଲ ପାଇଁ କରିବାକୁ ପଡିବ ନାହିଁ ରିଚାର୍ଜ

କନକ ବ୍ୟୁରୋ : ରିଲିୟାନ୍ସ ଜିଓ ପୁଣି ଥରେ ଭଏଲ କଲ ବିଲକୁଲ ମାଗଣା କରିବାକୁ ଯାଉଛି । ଜିଓ ଉପଭୋକ୍ତା ମାନେ ଜାନୁଆରୀ ପହିଲାରୁ ମାଗଣାରେ ସମସ୍ତ ଫୋନକୁ ଭଏସ୍ କଲ କରିବାର ସୁବିଧା ପାଇବେ । ରିଲିୟାନ୍ସ ଜିଓ ଗୁରୁବାର ଦିନ ଏଭଳି ସୂଚନା ଦେଇଛି । କମ୍ପାନୀ ତରଫରୁ କୁହାଯାଇଛି କି ଅଫ୍ ନେଟ୍…