Daily Archives

December 8, 2020

ତୁଟିଲା ଦ୍ୱନ୍ଦ୍ୱ, ଆସିଲା ଏଭରେଷ୍ଟର ନୂଆ ଉଚ୍ଚତା । ସର୍ଭେରୁ ଜଣପଡିଲା ୮୬ ସେଣ୍ଟିମିଟର ଅଧିକ ଉଚ୍ଚ ଏଭରେଷ୍ଟ ।

କନକ ବ୍ୟୁରୋ : ବଦଳିଲା ବିଶ୍ୱର ଉଚ୍ଚତମ ଶୃଙ୍ଗର ଉଚ୍ଚତା । ଦୀର୍ଘ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଆଜି ଅନ୍ତ ହୋଇଛି ବୋଲି ଘୋଷଣା କରିଛନ୍ତି ଉଭୟ ନେପାଳ ଓ ଚୀନ୍ । ନୂଆ ହିସାବ ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ହେଉଛି ୮ ହଜାର ୮୪୮ ଦଶମିକ ୮୬ ମିଟର ।…

କରୋନା ଟିକାର ଦାମ ହେବ ୨୫୦ ଟଙ୍କା ! ଖୁବ୍ ଶୀଘ୍ର ସରକାରଙ୍କ ସହ ହୋଇପାରେ ସେରମ ଇନଷ୍ଟିଚ୍ୟୁଟର ଚୁକ୍ତି ।

କନକ ବ୍ୟୁରୋ : ୨୫୦ ଟଙ୍କାରେ ମିଳିବ କୋଭିଡ୍ ଟିକା । ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଚୁକ୍ତି । ଚୁକ୍ତି କରିବ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଭାରତବାସୀଙ୍କ ପାଇଁ ଏହି ଖବର ଏଥିପାଇଁ ଆଶ୍ୱସ୍ତି ଆଣିଦେଇଛି, କାରଣ ମାତ୍ର ୨୫୦ଟଙ୍କାରେ ମିଳିଯିବ କୋଭିଡ ଟିକାର ଗୋଟିଏ ଡୋଜ । ଯେଉଁ…

ଚାଷୀ ଆନ୍ଦୋଳନରେ ଭାରତ ବନ୍ଦ, ଗଡିଲାନି ଅଖଚକ । ସମର୍ଥନ ଜଣାଇଲେ ୨୪ଟି ବିରୋଧୀ ଦଳ, ସାରା ଦେଶରେ ପଡିଲା ପ୍ରଭାବ ।

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଜୋରଦାର ହୋଇଛି ଚାଷୀ ଆନ୍ଦୋଳନ । ୧୩ ଦିନରେ ପହଁଚିଛି ଆନ୍ଦୋଳନ । ସେପଟେ ଚାଷୀ ସଂଗଠନର ଆହ୍ୱାନରେ ଆଜି ସାରା ଦେଶରେ ବନ୍ଦ ହୋଇଛି ଚକଅଖ । ଏହି ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି ୨୪ଟି ବିରୋଧୀ ଦଳ । ଚାଷୀ ଆନ୍ଦୋଳନରେ…

ଅଖାରୁ ମିଳିଲା ରତ୍ନପଥର । ୧୫୩ କେଜିର ମୂଲ୍ୟବାନ ରତ୍ନ ପଥରର ଆନୁମାନିକ ମୂଲ୍ୟ ଦେଢକୋଟି ଟଙ୍କା, ରାୟଗଡ଼ାରେ ଚଢାଉ କରି…

କନକ ବ୍ୟୁରୋ : ରାୟଗଡାରୁ କୁଆଡେ ଲମ୍ବିଛି ରତ୍ନପଥର ଚୋରାଚାଲାଣର ଚେର । ଦୁଇଟି ବସ୍ତାରୁ ପ୍ରାୟ ୧୫୩ କେଜିର ମୂଲ୍ୟବାନ ରତ୍ନପଥର କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ ଜବତ କରିବା ପରେ ଚାଲିଛି ଖୋଳତାଡ । ଜବତ ରତ୍ନପଥର ମଧ୍ୟରେ ରହିଛି ରୁବି, ପାନା, କଳାହୀରା, ମୁନ ଷ୍ଟୋନ ଭଳି ମୂଲ୍ୟବାନ ପଥର ।…

ଇଣ୍ଟରନେଟ୍ ବ୍ୟବହାରରେ ଭାରତରେ ଆସିବ ବଡ ବିପ୍ଳବ । ୨୦୨୧ରେ ଜିଓ ଆଣିବ ୫-ଜି ନେଟୱାର୍କ, ସୂଚନା ଦେଲେ ରିଲାଏନ୍ସ ମୁଖ୍ୟ…

କନକ ବ୍ୟୁରୋ : ଦେଶରେ ଇଣ୍ଟରନେଟ୍ ସେବାରେ ନୂଆ ବିପ୍ଳବ ଆଣିବ ରିଲାଏନ୍ସ ଜିଓ । ଆସନ୍ତାବର୍ଷ ରିଲାଏନ୍ସ ଜିଓ ୫ଜି ନେଟୱାର୍କ ସେବା ଆଣିବ ରିଲାଏନ୍ସ । ଏନେଇ ବଡ଼ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ୨୦୨୦ର ଉଦଘାଟନ…

ଚାଷୀଙ୍କ ବନ୍ଦ ପାଳନରେ ସାମିଲ ହେଲା ସାରା ଓଡ଼ିଶା । ‘ବନ୍ଦ’ର ପଡିଲା ଆଂଶିକ ପ୍ରଭାବ, ହେଲେ ଆନ୍ଦୋଳନକୁ ମିଳିଲା…

କନକ ବ୍ୟୁରୋ : ଆଜିର ଭାରତ ବନ୍ଦ, ଗୋଟିଏ କଥା ପ୍ରମାଣ କରୁଛି ଯେ, ଯେତେବେଳେ ପ୍ରାୟ ୭୦% ନିର୍ଭର କରୁଥିବା ଲୋକଙ୍କ ଜୀବନ-ଜୀବିକାର ପ୍ରସଙ୍ଗ ଆସେ, ସ୍ୱତଃପ୍ରବୃତ ଭାବେ ଆସିଯାଏ ଜନସମର୍ଥନ । ଚାଷୀଙ୍କ ଭାରତ ବନ୍ଦ ଆନ୍ଦୋଳନରେ ଅବିକଳ ତାହା ହିଁ ଦେଖିବାକୁ ମିଳିଛି । ଚାଷୀ ଓ ଚାଷ ପ୍ରସଙ୍ଗକୁ…